High Blood Pressure ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5 ଟି ଜିନିଷ (Health Tips)

ବନ୍ଧୁଗଣ, ଯଦି ଆପଣ ହାଇ ବ୍ଲଡ଼ ପ୍ରେସର ରୋଗୀ ଅଟନ୍ତି ତେବେ ଆପଣ ଏହି ୫ ଟି ଜିନିଷ ଆଦୌ ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଜହର ସାଦୃଶ୍ୟ ହୋଇଯାଇଥାଏ । ଏହି ସବୁ ଜିନିଷ ଠାରୁ ଆପଣ ଯେତେ ପରିମାଣରେ ଦୂରେଇ ରହିବେ ତାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ଆସନ୍ତୁ ସେହି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିନେବା ।୧;- କଫି, ଏହା ସାଧାରଣତ ହାଇ ବ୍ଲଡ଼ ପ୍ରେସର କୁ ବହୁତ ତେଜି ରେ ବଢାଇ ଦେଇଥାଏ । ଏଣୁ ଆପଣଙ୍କୁ କଫି ସେବନ କରିବା ଠାରୁ ଦୂରେଇ ରହିବା ଆବଶ୍ୟକ ।

୨;- ଆଚାର, ସାଧାରଣତ ସମସ୍ତଙ୍କ ଘରେ ଆଚାର ରହିଥାଏ । ଆଚାର ସମସ୍ତେ ଖାଇଥାନ୍ତି । କିନ୍ତୁ ଯେଉଁ ମାନଙ୍କୁ ହାଇ ବ୍ଲଡ ପ୍ରେସର ଅଛି ସେମାନଙ୍କୁ ଆଚାର ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଆଚାର ରେ ଲୁଣ ଅଧିକ ପରିମାଣରେ ରହିଥାଏ ।

ଏହା ଅଧିକ ମାତ୍ରାରେ ଲୁଣ କୁ ଶୋଷୀ ନେଇଥାଏ । ଏବଂ ଏହା ସୋଡିୟମ ର ବହୁତ ବଡ ଘର ବନିଯାଇଥାଏ । ଏବଂ ହାଇ ସୋଡିୟମ ହାଇ ବ୍ଲଡ଼ ପ୍ରେସର ହୋଇଯାଇଥାଏ । ଏହା ବ୍ଲଡ଼ ପ୍ରେସର କୁ ବହୁତ ତେଜି ରେ ବଢାଇ ଥାଏ । ଏଣୁ ଆଚାର ଠାରୁ ଆପଣ ମାନେ ଦୂରେଇ ରୁହନ୍ତୁ ।

୪;- ଫ୍ରେଞ୍ଚ ପ୍ରାଏ, ଏଥିରେ ଅଧିକ ପରିମାଣରେ ସୋଡିୟମ ରହିଥାଏ । ଏହା ହାଇ ବ୍ଲଡ଼ ପ୍ରେସର କୁ ବହୁତ ବଢାଇଥାଏ । ଏଥିପାଇଁ ଆପଣ ମାନଙ୍କୁ ଏହା ଆଦୌ ଖାଇବା କଥା ନୁହେଁ ।

୫;- ଟମାଟୋ ପ୍ରଡ଼କ୍ଟ, ଆପଣ ନିଜ ଘରେ ଟମାଟୋ ବଣାଇ ଖାଇ ପାରିବେ ମାତ୍ର ଯେଉଁ ପ୍ୟାକ ଟମାଟୋ ପ୍ରଡ଼କ୍ଟ ରହିଥାଏ, ଅର୍ଥାତ ଟମାଟୋ ସସ, ଅଥବା ଟମାଟୋ ଜୁଷ । ଏ ସବୁରେ ବହୁତ ହାଇ ମାତ୍ରାରେ ସୋଡିୟମ ରହିଥାଏ । ଏଣୁ ଆପଣ ମାନଙ୍କୁ ଏହିଭଳି ଜିନିଷ ରୁ ଦୂରେଇ ରହିବା ଆବଶ୍ୟକ । ବନ୍ଧୁଗଣ ଏହି ଜିନିଷ ମାନଙ୍କ ଠାରୁ ଆପଣ ମାନେ ଦୂରେଇ ରୁହନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *