ବନ୍ଧୁଗଣ, ଆଜି ପର୍ଯ୍ୟନ୍ତ କେବଳ ଏହା ଆପଣଙ୍କ ଖାଦ୍ୟର ସ୍ଵାଦ ବଢାଇ ଆସିଛି । ମାତ୍ର ଆପଣ କଣ ଏହା ଜାଣିଛନ୍ତି ଯେ ଏହା ବହୁତ ଧୃତ ଗତିରେ ଆପଣଙ୍କ ଚର୍ବି ମଧ୍ୟ ହ୍ରାସ କରିପାରେ । ଜିରାରେ ଏଭଳି ଅନେକ ତତ୍ଵ ରହିଅଛି ଯାହା ଆପଣଙ୍କ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ । ଏହା ସହିତ ଏହା ଶରୀରକୁ ଭିତରୁ ସଫା ମଧ୍ୟ କରିଥାଏ । ଚୁମୁଟେ ଜୀରା ଦ୍ଵାରା ଆପଣଙ୍କ ଓଜନ କେଉଁ ଭଳି କମ କରିପାରେ, ଏହାର ଅନ୍ଦାଜ ଆପଣଙ୍କୁ ତେବେ ହେବ ଯେବେ ଆପଣ ନିଜେ ଏହାକୁ ପ୍ରୟୋଗ କରିବେ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଜୀରା ସହିତ ବନାଉଥିବା ଏକ ଏଭଳି ଡ୍ରିଂକ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଯେ କୌଣସି ୱେଟଲସ ଡ୍ରିଂକ ଠାରୁ ୩ ଗୁଣ ଅଧିକ କାମ କରିଥାଏ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିବା, ଏହାକୁ ବନାଇବା ନିମନ୍ତେ ଆପଣ ଏକ ଚାମଚ ଜୀରା ନିଅନ୍ତୁ । ଏହାପରେ ୧ ଲେମ୍ବୁ, ଗୋଟେ ଚାମଚ ମହୁ, ଏବଂ ଏକ ଗ୍ଳାସ ପାଣି ।
ଏହି ଡ୍ରିଂକ କୁ ଆମ୍ଭକୁ ରାତିରୁ ଶୋଇବା ପୂର୍ବରୁ ବନାଇବାର ଅଛି ଏବଂ ସକାଳୁ ଉଠି ଏହାକୁ ଖାଲି ପେଟରେ ସେବନ କରିବାକୁ ହେବ । ଏହାକୁ ବନାଇବା ପାଇଁ ଏକ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ଏଥିରେ ଆପଣ ୧ ଚାମଚ ଜୀରା ପକାନ୍ତୁ । ଜୀରା କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ଆମ୍ଭର ମେଟାବେଲଜିୟମ କୁ କମ କରିଥାଏ । ଏହାଦ୍ଵାରା ଆମ୍ଭର ଏକ୍ସଟ୍ରା କ୍ୟାଲୋରି ବହୁତ ଅଧିକ ମାତ୍ରାରେ ବଏଲ ହୋଇଥାଏ ।
ଏହା ଓଜନ କମାଇବା ସହିତ ଏହା ବହୁତ ଧୃତ ଗତିରେ ଚର୍ବି ମଧ୍ୟ କ୍ଷୟ କରିବାରେ ସାହାର୍ଯ୍ୟ କରିଥାଏ । ଜୀରା ନେବା ଦ୍ଵାରା ଆପଣଙ୍କ ଡାଇଜେସନ ମଧ୍ୟ ସଠିକ ହୋଇଥାଏ । ଆପଣ ଜୀରା ପକାଇଥିବା ୧ ଗ୍ଳାସ ପଣି କୁ ଘୋଡାଇ ରଖି ଦିଅନ୍ତୁ । ଏହାପରେ ସକାଳୁ ଉଠି ଏହି ଜୀରା ପାଣି କୁ ଫୁଟାଇ ଦିଅନ୍ତୁ । ଏହି ପାଣି କୁ ଆପଣ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ଫୁଟି ଅଧା ନ ହୋଇଛି । ଏହା ଫୁଟି ସାରିବା ପରେ ଏହାକୁ ଛାଣି ନିଅନ୍ତୁ । ଏହାପରେ ଏଥିରେ ଲେମ୍ବୁରସ ପକାନ୍ତୁ । ଏଥିରେ ଅଧିକ ପରିମାଣରେ ଭିଟାମିନ-C ରହିଥାଏ ।
ଆମ୍ଭ ଶରୀରରେ ଯେଉଁ ସେଲ୍ସ ରହିଥାଏ ତାହାକୁ ଡାମେଜ ହେବାଠାରୁ ରକ୍ଷା କରିଥାଏ । ଏଥିରେ ଆପଣ ଏକ ଚାମଚ ମହୁ ମିଶାନ୍ତୁ । ଏହାକୁ ମଧ୍ୟ ଭଲ ଭାବରେ ଆପଣ ମିଶାଇ ଦିଅନ୍ତୁ । ମହୁ ମିଶାଇବା ପୂର୍ବରୁ ଧ୍ୟାନ ରଖିବେ ଯେ ପାଣି ଯେପରି ଉଷୁମ ଥିବ । ଏହାକୁ ଆପଣ ସବୁଦିନ ସକାଳେ ସେବନ କରନ୍ତୁ । ଏହା ଆପଣଙ୍କ ଓଜନ କମାଇବାରେ ସାହାର୍ଯ୍ୟ କରିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ