ବନ୍ଧୁଗଣ, ଯଦି ଆପଣଙ୍କ ଆଣ୍ଠୁ ମଧ୍ୟରେ ଥିବା ଗ୍ରୀସ ଶୁଖିଯାଇଥାଏ, ତେବେ କିଛି ଏଭଳି ଜିନିଷ ଅଛି ଯାହାର ପ୍ରୟୋଗ ଦ୍ଵାରା ସେହି ଗ୍ରୀସ କୁ ପୁନ୍ନର୍ବାର ଲିକ୍ୱିଟ ଫର୍ମ ରେ କରାଯାଇପାରିବ । ତାହା ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଏହା ବ୍ୟତୀତ ଯଦି ଆପଣଙ୍କ ଗୋଡ ଫୁଲୁଅଛି, ସିଢି ଚଢିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ, ଯଦି ଆପଣଙ୍କ ଆଣ୍ଠୁ ରେ କିଛି ସମସ୍ୟା ରହୁଅଛି, ତେବେ ଆପଣ ଧ୍ୟାନ ଦେଇ ଏହି ବିଷୟ କୁ ଜାଣି ରଖନ୍ତୁ ।
ଆପଣ ତ ଜାଣିଛନ୍ତି ଯେ ଆମ୍ଭର ଆଣ୍ଠୁ ୪ ଟି ହାଡ ଦ୍ଵାରା ନିର୍ମିତ ହୋଇଅଛି । ୪ ଟି ହାଡ ମିଶି ଆମ୍ଭର ଆଣ୍ଠୁ ତିଆରି ହୋଇଥାଏ । ଏହା ମଝିରେ ହିଁ ଗ୍ରୀସ ରହିଥାଏ । ସର୍ବ ପ୍ରଥମେ ଆପଣ ଗରମ ପାଣି ନିଅନ୍ତୁ ଏହାପରେ ସେଥିରେ ଆପଣ ସୈନ୍ଧବ ଲୁଣ ପକାନ୍ତୁ । ଏହାପରେ ଆପଣ ସେଥିରେ ଜୁଆଣୀ ପକାନ୍ତୁ । ଏହାପରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଢାକି ରଖି ଦିଅନ୍ତୁ । ଏହାପରେ ଆପଣ ଏକ ଟାୱାଲ ଆଣି ପାଣିରେ ବୁଡାଇ ଦିଅନ୍ତୁ ।
ଏହାପରେ ଏହାକୁ ଚିପୁଡି ନିଜ ଆଣ୍ଠୁ ରେ ରଖନ୍ତୁ । ଆପଣଙ୍କର ଯେଉଁ ଆଣ୍ଠୁରେ ଦରଦ ହେଉଅଛି, ଆପଣ ତାହା ଉପରେ ଏହାକୁ ରଖନ୍ତୁ । ଯଦି ଆପଣଙ୍କ ୨ ଟି ଆଣ୍ଠୁ ରେ ଏହିଭଳି ଯନ୍ତ୍ରଣା ହେଉଅଛି ତେବେ ଉଭୟ ଆଣ୍ଠୁରେ ରଖନ୍ତୁ । ଏହିଭଳି ରଖିବା ଦ୍ଵାରା ଆପଣଙ୍କ ଆଣ୍ଠୁ ଦରଦ ତ କମିବ ଏହା ସହିତ ଆପଣଙ୍କ ଆଣ୍ଠୁ ମଝିରେ ଥିବା ଗ୍ରୀସ ମଧ୍ୟ ତରଳିବାକୁ ଲାଗିବ । ଆପଣ ଏହି ଉପାୟକୁ ଦିନରେ ୨ ଥର ନିଶ୍ଚିତ କରନ୍ତୁ ।
ଆପଣ ଅଧିକ ଲୁଣ ର ସେବନ କରନ୍ତୁ ନାହିଁ । ଏହା ବ୍ୟତୀତ ତେଲ ଜାତୀୟ ଜିନିଷ ର ସେବନ କରନ୍ତୁ ନାହିଁ । ଆପଣ ପୋଷାକ ତତ୍ଵ ଥିବା ଆହାର ନିଅନ୍ତୁ । ଖଟା ଜାତୀୟ ଜିନିଷ ର ସେବନ କରନ୍ତୁ ନାହିଁ ଏବଂ ଜଙ୍କ ଫୁଡ ଖାଆନ୍ତୁ ନାହିଁ । ଏହା ସହିତ ଆପଣ ଗୋଟିଏ ଗାଜର, ଗୋଟିଏ ବିଟ, ଏବଂ ଗୋଟିଏ କାକୁଡି ନିଅନ୍ତୁ । ଏହାକୁ ମିକ୍ସ କରି ଅଧ ଗିଲାସ ଜୁଷ ତିଆରି କରନ୍ତୁ । ଏହାକୁ ଆପଣ ଜଳଖିଆ ଖାଇବାର ୧୦ ମିନିଟ ଆଗରୁ ସେବନ କରନ୍ତୁ ।
ଏହିଭଳି ବନାଇ ଆପଣ ସନ୍ଧ୍ୟାରେ ୪ ରୁ ୫ ଯେତେବେଳେ ଖାଲି ପେଟରେ ଥିବେ ସେବନ କରନ୍ତୁ । ଏହାର ସେବନ ଯଦି ଆପଣ ୨ ହପ୍ତା କରି ନିଅନ୍ତି ତେବେ, ଆପଣଙ୍କ ଗଣ୍ଠି ସମସ୍ୟା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ