ଖାଲି ପେଟରେ ଖାଇ ନିଅନ୍ତୁ ଏହି ପତ୍ର, ଶରୀରର ସବୁ କମଜୋରି ଗାୟବ ହୋଇଯିବ, ବହୁତ ଚମତ୍କାରୀ ଅଟେ ଏହି ଜଡିବୁଟି

ନମସ୍କାର ବନ୍ଧୁଗଣ ତେବେ ତୁଳସୀ ଗଛ ଏକ ଏପରି ଗଛ ଯାହା ପ୍ରତେକ୍ ହିନ୍ଦୁ ଲୋକଙ୍କ ଘର ଅଗଣାରେ ରହିଥାଏ । ତୁଳସୀ ପତ୍ରକୁ ପୂଜା କରାଯାଏ । ଏହା ସହିତ ତୁଳସୀ ପତ୍ରରେ ଅନେକ୍ ଔଷଧିୟ ଗୁଣ ଭରି ରହିଥାଏ । ଜଡିବୁଟି ମାଧ୍ୟମରେ ଏହାକୁ ବ୍ୟବହାର କରାଯାଏ । ତୁଳସୀ ପତ୍ରର ବ୍ୟବହାର ଶରୀରକୁ ଅନେକ୍ ରୋଗବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ରର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।

ତେବେ ଯଦି ଆପଣଙ୍କ କେଶ ଉପୁଡୁଛି କିମ୍ବା ଧଳା ହେଇ ଯାଉଛି ପତଳା ହୋଇ ଯାଉଛି ତେବେ ଆପଣ କିଛି ତୁଳସୀ ପତ୍ର ନିଅନ୍ତୁ ଏବଂ ତାକୁ ଛୋଟ ଛୋଟ ଖଣ୍ଡ କରି ଦହି ସହିତ ମିଶାଇ ଏବଂ ସେଥିରେ ଅଳ୍ପ ଜୁଆଣି ମିଶାଇ ଖାଇବା ଦ୍ୱାରା ଆପଣଙ୍କ କେଶ ମଜବୁତ ରହିଥାଏ ତେବେ ମନେ ରଖିବେ ତୁଳସୀ ପତ୍ର କୁ ଚୋବେଇବେ ନାହିଁ ଢ଼ୋକିଦେବେ ।

ତୁଳସୀ ପତ୍ର ରେ ପାରା ନାମକ ବିଷ ଥାଏ ଯାହାକୁ ଚୋବାଇବା ଦ୍ୱାରା ଆମ ଦାନ୍ତ ଖରାପ ହୋଇ ଯାଇଥାଏ । ତେଣୁ ଏହାକୁ ଚୋବେଇବେ ନାହିଁ । ତେବେ ଏହି ତୁଳସୀ ପତ୍ର କୁ ଛୋଟ ଛୋଟ ପିସ କରି କିମ୍ବା ହେମଦସ୍ତା ରେ କୁଟି ଦହିରେ ପକାଇବା ଦ୍ୱାରା ଏବଂ ତାର ସେଵନ ଦ୍ୱାରା ଆପଣଙ୍କ ର ପେଟ ଜନିତ ସବୁ ସମସ୍ୟା ଦୂର ହୋଇଯିବ । ଯେପରି ଗ୍ୟାସ ଏବଂ କବଜ ଆଦି ।


ତେବେ ଏହା ଛଡା ଆପଣ କିଛି ତୁଳସୀ ପତ୍ର କୁ ହେମଦସ୍ତା ରେ କୁଟି ତାର ଚଟଣି କରି ଦେଇ ତା ସହ ଅଁଳା,ରିଠା ଏବଂ ସିକାଗାଇ ର ପାଉଡର କୁ ମିଶାଇ ନିଜ କେଶ ରେ ଲଗେଇବା ଦ୍ବାରା ଆପଣଙ୍କ ଚନ୍ଦାପଣ, କେଶ ଦୁର୍ବଳ ହେବା, ଧଳା ହୋଇଯିବା ଉପୁଡିବା ଆଦି ସମସ୍ୟା ଦୂର ହୋଇଯିବ । ଏହି ପେଷ୍ଟ କୁ ଲଗେଇବା ପରେ ୨୦ ମିନିଟ ଛାଡି ଦିଅନ୍ତୁ ଏବଂ ତା ପରେ କିଛି ପ୍ରୟୋଗ ନକରି ସିଧା କେଶ ଧୋଇ ଦିଅନ୍ତୁ ଏବଂ ତାପରେ ତା ଫାଇଦା ଦେଖନ୍ତୁ ।


ତେବେ ଯଦି ଆପଣ ଙ୍କୁ ଯାଦୁ,କାଛୁ,କୁଣ୍ଡିଆ ଆଦି ଏଭଳି କିଛି ସମସ୍ୟା ଦେଖା ଯାଉଛି ତେବେ ଆପଣ ଏହି ତୁଳସୀ ପତ୍ର କୁ ହେମଦସ୍ତା ରେ କୁଟି ତାର ଚଟଣି କରିବା ପରେ ବଜାରରେ ମିଳୁଥିବା ଆୟୁର୍ବେଦ ତେଲ କାୟକଳ୍ପ ତେଲ କୁ ମିଶାଇ ସେହି ସ୍ଥାନରେ ଲଗାଇବା ଦ୍ୱାରା ଆପଣଙ୍କ ର ଯାଦୁ,କାଛୁ କୁ ନେଇ ଥିବା ସମସ୍ତ ସମସ୍ୟା ଦୁର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *