ନମସ୍କାର ବନ୍ଧୁଗଣ ତେବେ ଅନେମ ଔଷଧିୟ ବୃକ୍ଷ ରହିଛି ତେବେ ସେଥି ମଧ୍ୟରୁ ବେଲପତ୍ର ଏକ ଚମତ୍କାରୀ ବୃକ୍ଷ ଭାବେ ସବୁ ଚିକିତ୍ସା ବିଜ୍ଞାନରେ ଆଦୃତ ହୋଇସାରିଛି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇହିବେ ଯେ ବେଲ ପତ୍ର ଏତେ ଚମତ୍କାର ପଦାର୍ଥ ରହିଛି ଯାହା କି ସବୁ ରୋଗ କୁ ଭଲ କରିଦେଇପାରେ।ଏହି ପତ୍ର କୁ ମହାଦେବ ଙ୍କର ଉପରେ ଚଢ଼ାଯାଏ ମହାଦେବଙ୍କର ଏହା ପ୍ରିୟ ଅଟେ ।
ଯେ କୌଣସି ମହାଦେବଙ୍କର ବଡ ଛୋଟ ପୂଜା ହେଲେ ବେଲ ପତ୍ର ଆଗେ ଖିଆ ଯାଇଥାଏ। ତେବେ ଏହି ପତ୍ରରେ ଭିଟାମିନ୍ ଏ, ବି,ସି ଓ ଆଇରନ୍ ଗୁଣ ରହିଛି ଓ ଆଇରନ ପରିମାଣ ଭରପୁର ଭାବରେ ଗଛିତ ହୋଇ ରହିଛି। ତେବେ ଆସନ୍ତୁ ଏହି ବେଲ ପତ୍ର ଖାଇବାର ଫାଇଦା ବିଷୟ ରେ ଆଲୋଚନା କରି ନେବା।
ପ୍ରଥମେ ରହିଛି ଜ୍ୱର । ଯେତେ ବେଳେ ଆପଣ ମାନଙ୍କୁ ଜ୍ୱର ହୋଇ ଥାଏ ତେବେ ଆପଣ ମାନେ ବେଲ ପତ୍ର ର କାଢ଼ା କରି ପିଅନ୍ତୁ ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଜ୍ୱର ଶୀଘ୍ର ଭଲ ହୋଇ ଥାଏ । ଏହା ପରେ ରହିଛି ମହୁମାଛି କା-ଟି-ବା । ଆପଣ ମାନେ ଜାଣି ଥିବେ ମହୁ ମାଛି କା-ମୁ-ଡି-ଲେ ବହୁତ ଜୋର ରେ ଯ-ନ୍ତ୍ର-ଣା ହୋଇ ଥାଏ । ଏବଂ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କା-ଟି ଥିବା ସ୍ଥାନ ରେ ଏହି ବେଲ ପତ୍ର ର ରସ କୁ ଲାଗାନ୍ତୁ ଆପଣ ମାନଙ୍କୁ ବହୁତ ଆରାମ ମିଳିବ।
ତେବେ ଏହି ବେଲ ପତ୍ର ଅର୍ଶ ରୋଗ ପାଇଁ ମଧ୍ୟ ଲାଭଦାୟକ। ତେବେ ଏଥି ପାଇଁ ଆପଣ ବେଲପତ୍ର କୁ ଶୁଖାଇ ଏହାକୁ ଗୁଣ୍ଡ କରି ଏଥିରେ ମିଶ୍ରି ମିଶାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ ଏହି ଗୁଣ୍ଡ କୁ ପ୍ରତିଦିନ ସକାଳେ ସନ୍ଧ୍ୟା ରେ ପାଣି ସହ ମିଶାଇ ପିଇବା ଦ୍ୱାରା ଆପଣଙ୍କ ଅର୍ଶ ରୋଗ ଭଲ ହୋଇ ଥାଏ।
ଏହା ସହ ବେଲ ପତ୍ର ଶ୍ୱାସ ରୋଗୀ ମାନଙ୍କ ପାଇଁ ବି ବହୁତ ଭଳ ପ୍ରଭାବ ପକେଇ ଥାଏ । ସେହି ପରି କ୍ଷେତ୍ରରେ ଏହି ପତ୍ର ଆପଣ ମାନଙ୍କ ଶରୀର ର ଗରମ କୁ ବହୁତ ପରିମାଣ ରେ କମ୍ କରି ଥାଏ । ବହୁତ ସମୟ ରେ ଦେହ ରେ ଅଧିକ ଗରମ କାରଣ ରୁ ମୁହଁ ରେ ଚାଲ ହୋଇ ଯାଏ ।
ତେବେ ସେମିତି କ୍ଷେତ୍ର ରେ ଏହି ପତ୍ର ର ରସ ଆପଣ ମାନଙ୍କୁ ବହୁତ ଉପକାରୀତା ଦେଇ ଥାଏ। ସେହି ପରି କ୍ଷେତ୍ର ରେ ଯଦି ଆପଣ ମାନଙ୍କ ଚେହେରା ରେ କୈଣସି ପ୍ରକାରର ଦାଗ ରହି ଥାଏ । ତେବେ ସେହି ପରି ସମୟ ରେ ଆପଣ ମାନେ ବେଲ ପତ୍ର ର ପେଷ୍ଟ କରି ସେହି ସ୍ଥାନ ରେ ଲଗାନ୍ତୁ ଦେଖିବ ସେହି ଦାଗ କିଛି ଦିନ ମଧ୍ୟ ରେ ଗାୟେବ୍ ହୋଇ ଯିବ। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ