ନର୍ଭ କମଜୋର ହେବା, ନର୍ଭ ରେ ପେନ ହେବା ସବୁ ଦିନ ପାଇଁ ଭଲ ହେଇଯିବ, କେବଳ ଖାଆନ୍ତୁ ଏହି 3 ଟି ଜିନିଷ, ଜାଣନ୍ତୁ ଖାଇବାର ସଠିକ ଉପାୟ (Health Tips)

ନମସ୍କାର ବନ୍ଧୁଗଣ ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ଏବଂ ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ।

ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି । ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ।

ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବି-ଷା-କ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ । ତେବେ ଏହା ଯୋଗୁଁ କିଛି ବଡ଼ ବଡ଼ ଘଟଣା ଯେପରି ହା-ର୍ଟ ଅସୁବିଧା ମଧ୍ୟ ହୋଇ ପାରେ । ତେବେ ଆସନ୍ତୁ ଏହାର ଏକ ଉପାୟ ଜାଣିନେବା ।

ତେବେ ପ୍ରଥମ ରେ ତ ଆପଣ ବ୍ୟାୟାମ କରନ୍ତୁ ଯୋଗ କରନ୍ତୁ ଯାହା ଦ୍ୱାରା ଆପଣ ଙ୍କ ଶିର ଟାଣି ହେବ ନାହିଁ କିମ୍ବା ବ୍ଳକେଜ ମଧ୍ୟ ହେବ ନାହିଁ । ଏହା ଛଡା ଆପଣ ମେଥି ଦାନା, ଅଖରତ, ଏବଂ କିସମିଶ, ଏହି ତିନୋଟି ଜିନିଷ କୁ ରାତିରେ ଭିଜେଇ ଦିଅନ୍ତୁ ଏବଂ ସକାଳେ ଖାଲି ପେଟ ରେ ଏହାର ସେଵନ କରନ୍ତୁ । ଦେଖିବେ ଆପଣଙ୍କ ର ଶିର କୁ ନେଇ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ତେବେ କିଛି ଲୋକ ମେଥି ଖାଇ ପାରନ୍ତି ନାହିଁ ତେବେ ସେମାନେ ସକାଳୁ ଦୁଇଟି ରସୁଣ କୋଲା କୁ ଚୋବାଇ ଚୋବାଇ ଖାଇ ଦିଅନ୍ତୁ ।


ଏହା ଛଡା ଆପଣ କ୍ୟାଲିସିୟମ ଏବଂ ପୋଟାସୀୟମ ଯୁକ୍ତ ଖାଦ୍ୟ କୁ ଖାଇବା ଉଚିତ । ଯେପରି କଦଳୀ, ଅଖରଟ, ଆଳୁ, ତରଭୁଜ, କମଳା, ବିଟ, ସପୁରୀ, ବ୍ରୋକଲି, ନଡିଆ ଆଦି କୁ ସେଵନ କରି ପାରିବେ । ତେବେ ଏହା ସହ ଆପଣ ରାଶି ତେଲ କୁ ଖରାରେ ଦେଖାଇ ତାକୁ ମାଲିସ କରିବା ଦ୍ୱାରା ଆପଣଙ୍କ ଶରୀର ରେ ଥିବା ସବୁ ବ୍ଳକେଜ ଖୋଲିଯିବ ।


ତେବେ ଆପଣ ଏକ ପାଉଡର ର ସେଵନ ମଧ୍ୟ କରି ପାରିବେ ସେଥିପାଇଁ ଆପଣଂକୁ ଗୋଲ ମରିଚ,ଅଖରତ, ଅଳସୀ,ଡାଲଚିନି,ତରଭୁଜ ମଞ୍ଜି,ତେଜ ପତ୍ର ତେବେ ସବୁ ୧୦ ଗ୍ରାମ ନେବେ ଏବଂ ଡାଲଚିନି ୫ ଗ୍ରାମ ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ସକାଳେ ଏହାକୁ ଖାଲି ପେଟ ରେ ପାଣି ସହ ସେବନ କରନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *