ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ମଧୁମେହ ଏକ ଭ-ୟ-ଙ୍କ-ର ରୋଗ ଅଟେ, ଯାହାକୁ ଇଂରାଜୀ ରେ ଡାଇବେଟିସ ମଧ୍ୟ କୁହାଯାଏ । ଏହି ରୋଗ ବହୁତ ଶୀଘ୍ର ବ୍ୟାପିଥାଏ । ଭାରତର ପ୍ରାୟ ୬ କୋଟି ବ୍ୟକ୍ତି ଏହି ଭ-ୟ-ଙ୍କ-ର ରୋଗରେ ପୀଡ଼ିତ ଅଛନ୍ତି । ଭବିଷ୍ୟତରେ ଏହି ରୋଗ ୧୦ କୋଟି ବ୍ୟକ୍ତି ଙ୍କୁ ହେବାର ମଧ୍ୟ ସମ୍ଭାବନା ରହିଛି । ମଧୁମେହ ରୋଗରେ ରକ୍ତ ରେ ସୁଗାର ର ପରିମାଣ ଅଧିକ ହୋଇଯାଇ ଥାଏ ଏବଂ ଶରୀରରେ ଇନ୍ସୁଲୀନ ପ୍ରାକୃତିକ ରୂପରେ ତିଆରି ହେବା ବନ୍ଦ ହୋଇ ଯାଇଥାଏ ।
ଏହି ରୋଗକୁ ମୂଳରୁ ଶେଷ କରିବା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔ-ଷ-ଧ ତିଆରି ହୋଇନାହିଁ, କେବଳ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ମଧୁମେହ ରୋଗୀ ଔଷଧ ର ସେବନ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହା ଡାଇବେଟିସ ରୋଗୀ ଙ୍କୁ ଆଦୋୖ ଖାଇବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ପ୍ରାୟତଃ ଏହା ଦେଖିବାକୁ ମିଳିଥାଏ ଯେ, କୌଣସି ଖାଦ୍ୟ ତିଆରି କରିବା ପାଇଁ ଯେଉଁ ତେଲ ବ୍ୟବହୃତ ହୋଇଥାଏ ସେହି ତେଲ କୁ ପୁଣିଥରେ ବ୍ୟବହାର କରାଯାଇଥାଏ । ଏଭଳି ତେଲ ରେ ପ୍ରସ୍ତୁତ ଖାଦ୍ୟ ଠାରୁ ଡାଇବେଟିସ ରୋଗୀ ଙ୍କୁ ସମ୍ପୂର୍ଣ୍ଣ ରୂପରେ ଦୂରରେ ରହିବା ଉଚିତ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ହା-ନି-କାରକ ଅଟେ । ଡାଇବେଟିସ ରୋଗୀ ଙ୍କୁ କମ ତେଲ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ । ଖାଦ୍ୟ ପ୍ରସ୍ତୁତି ରେ ଅଲିଭ ଅଏଲ ର ବ୍ୟବହାର ଡାଇବେଟିସ ରୋଗୀ ଙ୍କ ପାଇଁ ହିତକର ହୋଇଥାଏ ।
୨. ଦ୍ବିତୀୟତଃ, ଆମ୍ବ ଓ ଅଙ୍ଗୁର ଭଳି ଫଳ ରେ ଅଧିକ ମାତ୍ରାରେ ଚିନି ରହିଥାଏ । ଏଭଳି ଫଳ ଡାଇବେଟିସ ରୋଗୀ ଆଦୋୖ ଖାଇବା ଉଚିତ ନୁହେଁ । ସେଓ ଓ ଜାମୁକୋଳି ଭଳି ଫଳ ଡାଇବେଟିସ ରୋଗୀ ଙ୍କ ପାଇଁ ହିତକର ହୋଇଥାଏ । ଏଭଳି ଫଳ କୁ ଯଥେଷ୍ଟ ମାତ୍ରାରେ ସେବନ କରିବା ଉଚିତ । ଡାଇବେଟିସ ରୋଗୀ ଙ୍କୁ ଡ୍ରାଏ ଫ୍ରୁଟ୍ସ ମଧ୍ୟ କମ ମାତ୍ରାରେ ଖାଇବା ଉଚିତ ।
୩. ତୃତୀୟତଃ, ମଇଦା ରେ ପ୍ରସ୍ତୁତ ସମସ୍ତ ଖାଦ୍ୟ ପଦାର୍ଥ ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ହା-ନି-କା-ରକ ହୋଇଥାଏ । ମଇଦା ରେ ପ୍ରସ୍ତୁତ ଜିନିଷ ଖାଇବା ଦ୍ୱାରା ଏହା ସହଜ ରେ ହଜମ ହୋଇ ନଥାଏ ଏବଂ ଏହା ମୋଟାପଣ କୁ ବଢ଼ାଇ ଥାଏ । ଏଥିରେ ଫାଇବାର ମଧ୍ୟ ନଥାଏ । ଯାହାଦ୍ୱାରା ଡାଇବେଟିସ ମଧ୍ୟ ବଢ଼ିଥାଏ । ତେଣୁ ମଧୁମେହ ରୋଗୀ ଙ୍କୁ ମଇଦା ରେ ତିଆରି ଜିନିଷ ଠାରୁ ଦୂରରେ ରହିବା ଉଚିତ ।
୪. ଚତୁର୍ଥତଃ, ପ୍ରାୟତଃ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ଚା’ ଓ କଫି ର ସେବନ ସବୁଦିନ କରିଥାନ୍ତି । କିନ୍ତୁ ଏହା ଡାଇବେଟିସ ରୋଗୀ ଙ୍କ ପାଇଁ ଆଦୋୖ ହିତକର ହୋଇ ନଥାଏ । ଏଥିରେ ସୁଗାର ର ପରିମାଣ ଅଧିକ ଥାଏ । ତେଣୁ ଡାଇବେଟିସ ରୋଗୀ ଙ୍କୁ ଚା’ ଓ କଫି ର ସେବନ କରିବା ଉଚିତ ନୁହେଁ ।
୫. ପଞ୍ଚମତଃ, ପ୍ୟାକେଟ ରେ ବହୁ ଦିନ ଧରି ରହିଥିବା ଜିନିଷ ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ହା-ନି-କାରକ ହୋଇଥାଏ । ଏଥିରେ କାର୍ବୋ ହାଇଡ୍ରେଟ୍ ର ପରିମାଣ ଅଧିକ ହୋଇ ଯାଇଥାଏ । ଯାହା ଶରୀର ପାଇଁ ଆଦୋୖ ଉପଯୁକ୍ତ ନୁହେଁ । ତେଣୁ ପ୍ୟାକେଟ ରେ ଥିବା ଜିନିଷ ଡାଇବେଟିସ ରୋଗୀ ଙ୍କୁ ଭୁଲ ରେ ବି ଖାଇବା ଉଚିତ ନୁହେଁ ।
ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ