ବନ୍ଧୁଗଣ, ଆଜି କାଲୀ ଶରୀରରେ ଏତେ ସବୁ ମା-ରା-ତ୍ମ-କ ରୋଗ ଦେଖା ଦେଉଛି ଯାହାକୁ ନେଇ ଆମେ ବହୁତ ଚିନ୍ତିତ ରହିଥାଉ । ଶରୀରର ବଡ ବଡ ମା-ରା-ତ୍ମ-କ ରୋଗକୁ ବଞ୍ଚିବା ନିମନ୍ତେ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ପାନ ମଧୁରି ମିଶାଇ ସେବନ କରନ୍ତୁ । ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ଏବଂ କେତେ ପରିମାଣରେ ସେବନ କରିବା ?
ସାଧାରଣତ କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ମାଗ୍ନେସିୟମ ଭଳି ପୋଷାକ ତତ୍ଵ ଭରପୁର ପରିମାଣରେ ରହିଅଛି । ଆପଣ ପ୍ରତିଦିନ ୧ ରୁ ୨ ଗ୍ଳାସ କ୍ଷୀର ସେବନ କରିଲେ ହାଡ ମଜବୁତ ହୋଇଥାଏ । କିଛି ଲୋକ ଖାଲି କ୍ଷୀର ସେବନ କରୁଥିବା ବେଳେ ଅନ୍ୟ କିଛି କ୍ଷୀର ସହିତ କିଛି ମିଶାଇ ସେବନ କରିବାକୁ ପସନ୍ଦ କରିଥାନ୍ତି । କ୍ଷୀରରେ ଆପଣ କିଛି ପାନ ମଧୁରୀ ପକାଇଲେ ଏହାର ଔ-ଷ-ଧୀ-ୟ ଗୁଣ ବଢିଯାଏ, କାରଣ ଏଥିରେ ପୋଷକ ତତ୍ଵ ଏବଂ ଆ-ଣ୍ଟି ଅ-କ୍ସି-ଡେ-ଣ୍ଟ ଭଳି ଗୁଣ ପ୍ରଚୁର ପରିମାଣରେ ରହିଅଛି ।
ଆସନ୍ତୁ ବର୍ତ୍ତମାନ ଏହାର ଅନ୍ୟ ଫାଇଦା ସମ୍ବନ୍ଧରେ ଜାଣିବା ଏବଂ ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରଥମେ ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧରେ ଜାଣିବା । ସର୍ବ ପ୍ରଥମେ ଆପଣ ଗୋଟିଏ ପ୍ୟାନ ରେ ୧ ଗ୍ଳାସ କ୍ଷୀରରେ ଅଧ ଚାମଚ ପାନ ମଧୁରୀ ପକାଇ ଭଲ ଭାବରେ ଫୁ-ଟା-ନ୍ତୁ । ଏହାକୁ ଭଲ ଭାବରେ ଫୁ-ଟା-ଇ-ବା ପରେ ଏହାକୁ ଛଣାରେ ଛାଣି ଦିଅନ୍ତୁ ।
ବର୍ତ୍ତମାନ ଏଥିରେ ସ୍ଵାଦ ଅନୁଯାୟୀ ଚିନୀ, ଗୁଡ ଅଥବା ମହୁ ମଧ୍ୟରୁ କେଉଁଟିକୁ ମିଶାଇ ଦିଅନ୍ତୁ । ଆପଣ ରାତିରେ ଶୋଇବା ପୂର୍ବ ରୁ ଏହାକୁ ସେବନ କରି ପାରିବେ । ବର୍ତ୍ତମାନ ଜାଣିବା ଆସନ୍ତୁ ଏଥିରେ କଣ କଣ ଫାଇଦା ମିଳିଥାଏ ? ପାନ ମାଧୁରୀ ରେ ପଲିଫେନେଲ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ଶରୀରର ବିକାଶ ରେ ସାହାର୍ଯ୍ୟ କରିଥାଏ । ଏହା କ୍ୟା-ନ୍ସ-ର ଭଳି ରୋ-ଗ ଦା-ଉ-ରୁ ମଧ୍ୟ ଆପଣଙ୍କୁ ର-କ୍ଷା କରିବାରେ ସାହାର୍ଯ୍ୟ କରିଥାଏ ।
ଏହା ବ୍ୟତୀତ ଓଜନ କୁ ମଧ୍ୟ ଏହା ନିୟନ୍ତ୍ରଣ କରିଥାଏ । ସେହିଭଳି ଏହାକୁ ଯଦି ଆପଣ ନୀତିଦିନ ସେବନ କରନ୍ତି ତେବେ ଆପଣଙ୍କ ଶରୀର ସୁସ୍ଥ ରହିଥାଏ । ଆପଣଙ୍କୁ କୌଣସି ରୋ-ଗ ବୈ-ରା-ଗ୍ୟ ମଧ୍ୟ ପାଖ ମା-ଡି ନଥାଏ । ସେହିଭଳି ଏହି କ୍ଷୀର କୁ ସେବନ କରିବା ଦ୍ଵାରା ମଧୁମେହ ହେବାର ଆଶଙ୍କା ଅନେକ ପରିମାଣରେ କମିଯାଇଥାଏ । ଏଣୁ ଏହି ଉପାୟ କୁ ଆପଣ ପ୍ରୟୋଗ କରୁଥିଲେ, କ୍ୟା-ନ୍ସ-ର ଏବଂ ମଧୁମେହ ଭଳି ବଡ ବଡ ରୋଗରୁ ଆପଣ ରିହାତି ପାଇ ପାରିବେ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ