Kidney ଫେଲ ହେବାର କାରଣ ହୋଇଥାଏ ଆପଣଙ୍କର ଏହି 6 ଟି ଅଭ୍ଯାସ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ବନ୍ଧୁଗଣ, ଆଜି ଆମ୍ଭେ ସେହି ୬ ଟି ଅଭ୍ୟାସ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ୬ ଟି ଅଭ୍ୟାସ ଯୋଗୁଁ ଆପଣଙ୍କ କିଡ୍ନି ଫେ-ଲ ଏବଂ ଡ୍ୟା-ମେ-ଜ ହୋଇଥାଏ । ଆସନ୍ତୁ ଜାଣିବା ସେହି ଖ-ରା-ପ ଅଭ୍ୟାସ ସମ୍ବନ୍ଧରେ । ୧- ମୁଖ୍ୟତ ଏହା ସମସ୍ତେ ଜାଣିଛନ୍ତି ଯେ ମ-ଦ୍ୟ-ପା-ନ ଅଧିକ କରିଲେ, ଆପଣଙ୍କ କିଡ୍ନି ଫେ-ଲ ହୋଇଥାଏ ।

କାରଣ କିଡ୍ନି ର ଫଙ୍ଗସନ ପାଣିର ବାଲାନ୍ସ କୁ କଣ୍ଟେଣ୍ଟ କରିଥାଏ । ଏହା ସହିତ ରକ୍ତ କୁ ପରିଷ୍କାର କରିଥାଏ । ଆଲ୍କୋହଲ ଆପଣଙ୍କ ଶରୀରରୁ ଅଧିକ ପାଣି ବାହାର କରିଦେଇଥାଏ । ଏହା ଫଳରେ କିଡ୍ନି କୁ ଅଧିକ ଜଟିଳ ପରିସ୍ଥିତି ର ସାମ୍ନା କରିବାକୁ ପଡିଥାଏ ।

୨- ଅନ୍ୟ ଏକ ଅଭ୍ୟାସ ଯାହାକୁ କରିବା ଦ୍ଵାରା କିଡ୍ନି ଖରାପ ହୋଇଥାଏ, ତାହା ହେଉଛି ପ-ରି-ସ୍ରା କୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା । ଅନେକ ଲୋକ ପ-ରି-ସ୍ରା ଲାଗିଲେ ମଧ୍ୟ ତାହାକୁ ରୋ-କୀ ରଖିଥାନ୍ତି ଏବଂ ବହୁତ ସମୟ ନେଇଥାନ୍ତି ପ-ରି-ସ୍ରା କରିବାକୁ । ଏହି ଅଭ୍ୟାସ ବହୁତ ଖ-ରା-ପ ଅଟେ । ପ-ରି-ସ୍ରା ଯଦି ଅଧିକ ସମୟ ଧରି ରୋ-କୀ ରଖନ୍ତି ତେବେ ଏହା ଆପଣଙ୍କ କିଡ୍ନି କୁ ଡା-ମେ-ଜ କରିଥାଏ ।

୩- ତୃତୀୟରେ ବହୁତ କମ ପାଣି ସେବନ କରିବା ମଧ୍ୟ ବହୁତ ଖ-ରା-ପ ହୋଇଥାଏ । ଅଧିକାଂଶ ଲୋକେ ଯେତେବେଳେ ଶୋସୋ ଲାଗିଥାଏ ପାଣି ପିଇଥାନ୍ତି । ଏହି ସ୍ଥିତିରେ ସେମାନେ ନିଜ ଶରୀରକୁ ବହୁତ ଖରାପ ଭାବରେ ଡି-ହାଇ-ଡ୍ରେଟ କରିଦେଇ ଥାନ୍ତି । ବହୁତ କମ ପାଣି ପିଇବା ଦ୍ଵାରା ଆପଣ ବହୁତ ଖରାପ ଭାବରେ କିଡ୍ନି କୁ ଡା-ମେ-ଜ କରୁଛନ୍ତି ।

୪- ଆଉ ଏକ ଖରାପ ଅଭ୍ୟାସ ଯାହା ଦ୍ଵାରା ଆପଣଙ୍କ କିଡ୍ନି ଡା-ମେ-ଜ ହୋଇଥାଏ, ତାହା ହେଉଛି ଅଧିକ ଲୁଣ ଖାଇବା । ଅଧିକାଂଶ ଲୋକେ ଖାଇବା ଉପରେ ମଧ୍ୟ ଲୁଣ ଛିଞ୍ଚିଥାନ୍ତି । ଲୁଣ ରେ ସୋଡିୟମ ରହିଥାଏ ଏବଂ ସୋଡିୟମ କିଡ୍ନି ର ବହୁତ ବଡ ଶତ୍ରୁ ଅଟେ । ଏଣୁ ଆମ୍ଭକୁ ଏକ୍ସସେସ ଲୁଣ ଖାଇବା ଠାରୁ ଦୂରେଇ ରହିବାକୁ ହେବ । ଏହା ବହୁତ ସାରା କିଡ୍ନି ପ୍ରୋ-ବ୍ଲେ-ମ କୁ ବଢାଇଥାଏ । ଏହା ସହିତ ଏହା ବ୍ଲଡ଼ ପ୍ରେ-ସ-ର କୁ ମଧ୍ୟ ବଢାଇଥାଏ ।

୫- ଅତ୍ୟାଧିକ କଫି ସେବନ କରିବା । କଫିରେ ବହୁତ ଅଧିକ ମାତ୍ରାରେ କ୍ୟାଫିନ ମିଳିଥାଏ । ଏହା ହାଇ ବ୍ଲଡ଼ ପ୍ରେ-ସ-ର ର ବହୁତ ବଡ କାରକ ଅଟେ । ବହୁତ ଅଧିକ କଫି ସେବନ କରିବା ଦ୍ଵାରା ଆମ୍ଭ କିଡ୍ନି ଉପରେ ଖରାପ ପ୍ରଭାବ ପକାଇଥାଏ ।

୬- ବହୁତ କମ ନିଦ୍ରା ଅର୍ଥାତ ଯଦି ଆପଣ ୪ ରୁ ୫ ଘଣ୍ଟା ଶୋଊଛନ୍ତି ତେବେ ବହୁତ ଅଧିକ ଚାନ୍ସ ରହିଥାଏ ଯେ ଆପଣଙ୍କ କିଡ୍ନି ଖରାପ ଭାବରେ ଏହା ଦ୍ଵାରା ପ୍ରଭାବିତ ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *