କଣ ଆପଣ କଞ୍ଚା ପିଆଜ ଖାଉଛନ୍ତି ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ (Health Tips)

ବନ୍ଧୁଗଣ, ପିଆଜ ଆମ୍ଭର ଖାଦ୍ୟପେୟ ର ଗୋଟିଏ ଉତ୍ତମ ମହତ୍ଵପୂର୍ଣ୍ଣ ଭୂମିକା ଅଟେ । ବହୁତ ଲୋକେ କଞ୍ଚା ପିଆଜ ସାଲାଡ ଭାବରେ ଗ୍ରହଣ କରିଥାନ୍ତି । ମାତ୍ର ବହୁତ କମ ଲୋକେ ଏହା ଜାଣିଛନ୍ତି ଯେ କଞ୍ଚା ପିଆଜ ରାନ୍ଦି ଖାଉଥିବା ପିଆଜ ଠାରୁ ବହୁତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତାହା କେଉଁ କେଉଁ ବି-ମା-ରୀ ଅଛି ସେଥିରୁ ବଞ୍ଚି ରହିପାରିବେ ଯଦି ଆପଣ ନୀତିଦୀନ କଞ୍ଚା ପିଆଜ ସେବନ କରନ୍ତି ।

କଞ୍ଚା ପିଆଜରେ ପ୍ରଚୁର ମାତ୍ରାରେ ଫାଇଭର ରହିଥାଏ । ଖାଦ୍ୟ ଖାଇବା ସହିତ ଆମ୍ଭ ଶରୀର ମଧ୍ୟକୁ କଞ୍ଚା ପିଆଜ ର ଫାଇଭର ପହଞ୍ଚିଥାଏ । ଆମ୍ଭକୁ କ-ବଜ ଭଳି ସମସ୍ୟା ରୁ ଛୁ-ଟ-କାରା ଦେଇଥାଏ । ଯେଉଁମାନଙ୍କ ପେଟ ସକାଳୁ ସଫା ହୋଇ ପାରେ ନାହିଁ ସେମାନେ ଏହାକୁ ସାଲାଡ ଭାବରେ ସକାଳୁ ଗ୍ରହଣ କରନ୍ତୁ । ଏହା ଆପଣଙ୍କ ନିମନ୍ତେ ବହୁତ ଭଲ ରହିବ । କଞ୍ଚା ପିଆଜ ବ୍ଲଡ଼ ସୁଗର ଲେବଲ କୁ ମଧ୍ୟ କମ କରିଥାଏ ଅର୍ଥାତ ଡାଇବେଟିସ ରୋଗୀ ମାନଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ ପଦାର୍ଥ ଅଟେ ।

ଯେଉଁ ଲୋକ ମାନେ ଅ-ର୍ଥ-ରା-ଈଟି-ସ ଏବଂ ଅ-ସ୍ଥ-ମା ରୁ ପୀ-ଡି-ତ ଅଛନ୍ତି, ସେମାନଙ୍କୁ ମଧ୍ୟ କଞ୍ଚା ପିଆଜ ଖାଇବା ଦ୍ଵାରା ବହୁତ ଫାଇଦା ପହଞ୍ଚିଥାଏ । କଞ୍ଚା ପିଆଜ ଖାଇବା ଦ୍ଵାରା କେତେ ପ୍ରକାରର କ୍ୟା-ନ୍ସ-ର ର ରି-ସ୍କ କୁ କମ କରିଥାଏ । ଏହା କ୍ୟା-ନ୍ସ-ର ସେଲ୍ସ କୁ ଗ୍ରୋ କରିବାକୁ ଅଟକାଇଥାଏ । ଶିରା ମାନଙ୍କରେ ବ୍ଲକେଜ ହେବାର ରି-ସ୍କ କୁ ମଧ୍ୟ କଞ୍ଚା ପିଆଜ ବହୁଳ ଭାବରେ ଅଟକାଇ ଥାଏ ।

ଯଦି ଆପଣ ପିଆଜ କୁ ରାନ୍ଧି ଖାଆନ୍ତି ତେବେ ଏହି ବେନିଫିଟ ବହୁଳ ଭାବରେ ନଷ୍ଟ ହୋଇ ଯାଇଥାଏ । ପିଆଜ ଆପଣଙ୍କ ଶରୀରରେ ରୋଗ ପ୍ର-ତି-ରୋ-ଧ-କ କ୍ଷମତା କୁ ବଢାଇ ଥାଏ । ଯଦି ଆମ୍ଭର ରୋ-ଗ ପ୍ର-ତି-ରୋ-ଧ-କ କ୍ଷମତା ମଜବୁତ ରହିବ ତେବେ ଆମ୍ଭେ ଅନେକ ପ୍ରକାରର ରୋଗ ଠାରୁ ବଞ୍ଚିତ ରହିବା । ଯଦି ଆପଣଙ୍କ ମୁହଁ ରେ ବ୍ରଣ ହୋଇଥାଏ ତଥା ଆପଣଙ୍କ ମାଢି ରେ ରକ୍ତ ଆସୁଥାଏ ତେବେ ଏହା କଞ୍ଚା ପିଆଜ ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ଅଟେ ।

ଏହା ହାଇବ୍ଲଡ଼ ପ୍ରେସର ରୋଗୀ ମାନଙ୍କ ନିମନ୍ତେ ମଧ୍ୟ ବହୁତ ଲାଭ ଦାୟକ ଅଟେ । ଏହା ବ୍ଲଡ଼ ପ୍ରେସର କୁ ବହୁତ ଭଲ ଭାବରେ ରେଗୁଲେଟ କରିଥାଏ । ପିଆଜ ରେ ପ୍ରଚୁର ମାତ୍ରାରେ ଭିଟାମିନ-C ରହିଥାଏ । ଏହା ଆପଣଙ୍କ ସ୍କିନ ଏବଂ କେଶ ନିମନ୍ତେ ମଧ୍ୟ ବହୁତ ଲାଭ ଦାୟକ ଅଟେ । ଏହା ଡି-ପ୍ରେ-ସ-ନ ଙ୍କୁ ମଧ୍ୟ କମ କରିଥାଏ ।

ଏଥିପାଇଁ ଯଦି ଆପଣ କଞ୍ଚା ପିଆଜ ଖାଇଥାନ୍ତି, ତେବେ ଆପଣଙ୍କୁ ନିଦ ମଧ୍ୟ ଭଲ ଆସିବ ଏବଂ ଆପଣଙ୍କ ମନ ମଧ୍ୟ ଭଲ ରହିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *