ବନ୍ଧୁଗଣ, ଆମ୍ଭ ଶରୀର ପାଇଁ ବାଦାମ ବହୁତ ଲାଭକାରୀ ଜିନିଷ ଅଟେ । ବାଦାମ ଖାଇବାର ସବୁଠାରୁ ଉଚିତ ନିୟମ ହେଉଛି ଯେ ବାଦାମ କୁ ରାତିରେ ପାଣିରେ ଭିଯାଇ ଦିଅନ୍ତୁ ଏବଂ ସକାଳେ ତାହାର ଚୋପା ବାହାର କରି ତାହାକୁ ଖାଆନ୍ତୁ । ଏହାଦ୍ଵାରା ବାଦାମ ରେ ଯେଉଁ ନ୍ୟୁଟ୍ରେନ୍ଟ ରହିଥାଏ ତାହା ଆମ୍ଭ ଶରୀରକୁ ସଠିକ ଭାବରେ ମିଳିଥାଏ ।
ଏଥିପାଇଁ ଲୋକେ ବାଦାମ କୁ ପାଣିରେ ଭିଯାଇ ରଖିଥାନ୍ତି ଏବଂ ସକାଳେ ଖାଇଥାନ୍ତି । ଏହା ବହୁତ ସହଜରେ ଡାଇଜେଷ୍ଟ ହୋଇଥାଏ । ମାତ୍ର ଯଦି ଆପଣ ଏଭଳି ନ କରି ପାରୁଛନ୍ତି, ତେବେ ସକାଳୁ ଆପଣ ୪ ଟି ବାଦାମ ଖାନ୍ତୁ । ଏହା ଆପଣଙ୍କ ଜୀବନରେ କେଉଁ ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା । ସର୍ବ ପ୍ରଥମେ ଏହା ଆପଣଙ୍କ ମସ୍ତିଷ୍କର ପାୱାର କୁ ବଢାଇଥାଏ ଏବଂ ମେମୋରୀ କୁ ଶାନ୍ତ କରିଥାଏ ।
ଆଲମୋଣ୍ଡ୍ସ ମଧ୍ୟରେ ରାଇବୋପ୍ପ୍ଲେବିନ ଏବଂ ଏଲକାର୍ନଟାଇନ ରହିଥାଏ । ଏହା ବ୍ରେନ ଆକ୍ଟିଭିଟି କୁ ବଢାଇବା ଭଳି ତତ୍ଵ ଅଟେ । ଏଥି ପାଇଁ ଆପଣ ସର୍ବଦା ସକାଳେ ୪ ଟି ଆଲ୍ମୋଣ୍ଡ ର ସେବନ କରନ୍ତୁ । ଦ୍ଵିତିୟରେ ଏହା ଶରୀରର ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଅଧିକ ମାତ୍ରାରେ ନ୍ୟୁଟ୍ରିସନ ଭରି ରହିଥାଏ ଏବଂ ଏହା କ୍ୟାଲୋରି ରେ ଲୋ ରହିଥାଏ । ଏଥିପାଇଁ ୪ ଟି ବାଦାମ ଖାଇଲେ ଆପଣଙ୍କୁ କିଛି ଭାରି ଖାଇଦେଲା ଭଳି ଅନୁଭୂତି ହୁଏ ।
ଏଥିପାଇଁ ଏହାକୁ ସେବନ କରିବା ଆବଶ୍ୟକ । ତୃତୀୟରେ ଏହା ହାର୍ଟ ଆଟାକ ର ରି-ସ୍କ କୁ କମ କରିଦେଇଥାଏ । ବାଦାମ ରେ ଏଭଳି ଅନେକ ତତ୍ଵ ରହିଅଛି ଯାହା ଆମ୍ଭର ହୃଦୟର ହେଲ୍ଥ କୁ ବଢାଇଥାଏ । ରିସର୍ଚ ଅନୁସାରେ ଯଦି ଆପଣ ୪ ଟି ବାଦାମ ଗୋଟିଏ ସପ୍ତାହ ରେ ଖାନ୍ତି ତେବେ ଆପଣ ନିଜ ହାର୍ଟ ଆ-ଟା-କ ର ଚା-ନ୍ସ କୁ ୫୦ ପ୍ରତିଶତ କମ କରୁଛନ୍ତି । ଏଥିପାଇଁ ଆପଣଙ୍କୁ ସକାଳୁ ସକାଳୁ ବାଦାମ ଖାଇବା ଆବଶ୍ୟକ ।
ଏହା ଆମ୍ଭର ହାଡ କୁ ବହୁତ ମଜବୁତ କରିଥାଏ । ଆଲମଣ୍ଡସ ରେ ବହୁତ ପ୍ରଚୁର ମାତ୍ରାରେ ଫସଫରସ ଏବଂ କ୍ୟାଲସିୟମ ରହିଥାଏ । ଏହି ୨ ଟି ତତ୍ଵ ଆମ୍ଭ ହାଡ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଏଥିରେ ମ୍ୟାଗ୍ନେସିୟମ ତଥା ମ୍ୟାଗ୍ନେଟପୋଟାସିୟମ ମଧ୍ୟ ରହିଥାଏ । ଏହା ମୁଖ୍ୟତ ହାଡ ପାଇଁ ବହୁତ ଆବଶ୍ୟକ ଯଦି ମହିଳା ମାନେ ପ୍ରେଗନେଣ୍ଟ ଅଛନ୍ତି ତେବେ ତାଙ୍କୁ ବାଦାମ ନିହାତି ଖାଇବା ଆବଶ୍ୟକ ।
ଏହା ଆପଣଙ୍କ ଶିଶୁ ନିମନ୍ତେ ବହୁତ ଉତ୍ତମ ଅଟେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ