ବନ୍ଧୁଗଣ, ଏଭଳି ବହୁତ ବି-ମା-ରୀ ଅଛି ଯେ କୁହାଯାଇଥାଏ ଯେ ରଶୁଣ ଖାଇବା ଦ୍ଵାରା ଦୂର ହୋଇଥାଏ । ବ୍ଲ-ଡ଼ ପତଳା ହୋଇଯାଇଥାଏ, ବ୍ଲ-ଡ଼ ର ସର୍କୁଲେସନ ମଧ୍ୟ ଉନ୍ନତ ମନର ହୋଇଥାଏ । ମାତ୍ର କିଛି ଏହିଭଳି ୫ ଟି ସ୍ଥିତି ଅଛି, ଯେଉଁଥିରେ ରଶୁଣ କାର୍ଯ୍ୟକାରୀ ହୋଇ ନଥାଏ । ଆସନ୍ତୁ ସେହି ୫ ଟି ଜିନିଷ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧- ଲୋ ବ୍ଲ-ଡ଼ ପ୍ରେ-ସ-ର, ଯେଉଁ ଲୋକ ମାନଙ୍କୁ ଲୋ ବ୍ଲଡ଼ ପ୍ରେ-ସ-ର ର ସମସ୍ୟା ରହିଅଛି ସେମାନଙ୍କୁ ରଶୁଣ ଆଦୌ ଖାଇବା କଥା ନୁହେଁ । କାରଣ ରଶୁଣ ଖାଇବା ଦ୍ଵାରା ଯେଉଁ ବ୍ଲ-ଡ଼ ର ପ୍ଲୋ ହୋଇଥାଏ ତାହା ଆହୁରି କମ ହୋଇଯାଇଥାଏ ।
ଏଥିପାଇଁ ସେହି ଲୋକ ମାନଙ୍କୁ କଞ୍ଚା ରଶୁଣ ଆଦୌ ଖାଇବା କଥା ନୁହେଁ । ଏହା ସହିତ ଯେଉଁ ମାନେ ଖାଦ୍ୟ ରେ ରସୁଣ ସେବନ କରୁଛନ୍ତି ସେମାନଙ୍କୁ ମଧ୍ୟ ରଶୁଣ ଖାଇବା କଥା ନୁହେଁ ।୨- ଏନିମିଆ, ଯେଉଁ ମାନଙ୍କୁ ଏନିମିଆ ସମସ୍ୟା ରହିଅଛି ଅଥବା ଯେଉଁ ମାନଙ୍କୁ ରକ୍ତ ର ଅଭାବ ରହିଅଛି ସେମାନଙ୍କୁ କଞ୍ଚା ରଶୁଣ ଖାଇବା କଥା ନୁହେଁ ।
୩- ଗ-ର୍ଭ-ବ-ତୀ ମହିଳା ଗ-ର୍ଭା-ବ-ସ୍ଥା ରେ ମଧ୍ୟ ରଶୁଣ ଖାଇବା କଥା ନୁହେଁ । ରଶୁଣ ବହୁତ ଗରମ ହୋଇଥାଏ । ଏଣୁ ପ୍ରେ-ଗ-ନେ-ଣ୍ଟ ମହିଳା ମାନଙ୍କୁ ର-ଶୁ-ଣ ଖାଇବା ଆବଶ୍ୟକ ନୁହେଁ । ଏହା ଶିଶୁ ଉପପରେ ଖ-ରା-ପ ପ୍ରଭାବ ପକାଇଥାଏ ।
୪- ଯେଉଁ ମାନଙ୍କର ଅ-ପ-ରେ-ସ-ନ ହୋଇସାରିଛି ଅଥବା ହେବାକୁ ଯାଉଛି, ସେମାନଙ୍କୁ ରଶୁଣ ଖାଇବା କଥା ନୁହେଁ । ରଶୁଣ ଖାଇବା ଦ୍ଵାରା ବ୍ଲଡ଼ ର ପ୍ଲୋ ବଢିଯାଇଥାଏ । ଏଣୁ ଅ-ପ-ରେ-ସ-ନ ପରେ ରଶୁଣ ଖାଇବା ଉଚିତ ନୁହେଁ ।
୫- ଏସିଡିଟି, ହା-ର୍ଟ-ବ-ର୍ନ, ପେଟର ଅ-ଲ-ସ-ର ଅଥବା ଡା-ଇ-ରିଆ, ଯେଉଁ ମାନଙ୍କୁ ମଧ୍ୟ ଏହିଭଳି ସମସ୍ୟା ମଧ୍ୟରୁ କିଛି ସମସ୍ୟା ରହିଅଛି ଜାହା ଯ-ନ୍ତ୍ର-ଣା ସମ୍ବନ୍ଧିତ ଅଟେ ସେମାନଙ୍କୁ ରଶୁଣ ସେବନ କରିବା କଥା ନୁହେଁ । କାରଣ ରଶୁଣ ଖାଇବା ଦ୍ଵାରା ଏସିଡିଟି ବଢିଥାଏ । ଯଦି ଆପଣ କଞ୍ଚା ରଶୁଣ ଖାଉଛନ୍ତି ତେବେ ଏସିଡିଟି ଆହୁରି ବଢିଯାଇଥାଏ ।
ଏହାଥିଲା ସେହି ୫ ସ୍ଥିତି ଯେଉଁଥିରେ ରଶୁଣ ଖାଇବା ବହୁତ ଖ-ତ-ର-ନା-କ ଅଟେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ