ବନ୍ଧୁଗଣ, ସାଧାରଣତ କିଛି ବି-ମା-ରୀ ଏଭଳି ଅଛି ଯେଉଁଥିରେ ଲେମ୍ବୁପାଣି ସେବନ କରାଯାଏ ନାହିଁ । ଯଦି ଆପଣ ମଧ୍ୟ ନିଜ ସକାଳ ର ଆରମ୍ଭ ଲେମ୍ବୁ ପାଣି ସେବନ କରିବା ସହିତ ଆରମ୍ଭ କରୁଛନ୍ତି, ତେବେ ଆପଣଙ୍କୁ କିଛି କଥା ର ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଲେମ୍ବୁପାଣି ଓଜନ କମାଇବା ପ୍ପୟନ ସାହାର୍ଯ୍ୟ କରିଥାଏ ବୋଲି ଲୋକ ମାନେ ଏହାକୁ ସେବନ କରୁଛନ୍ତି ମାତ୍ର ଏହାର କିଛି ସା-ଇ-ଡ ଇ-ଫେ-କ୍ଟ ମଧ୍ୟ ରହିଅଛି ।
ଆସନ୍ତୁ ଜାଣିବା କେଉଁ ଲୋକ ମାନଙ୍କୁ ଲେମ୍ବୁ ପାଣି ସେବନ କରିବା ଉଚିତ ନୁହେଁ । ଯେଉଁ ଲୋକ ମାନେ ଆଇରନ ର ଟା-ବ୍ଲେ-ଟ ନେଉଛନ୍ତି ସେମାନଙ୍କୁ ଲେମ୍ବୁପାଣି ସେବନ କରିବା ଉଚିତ ନୁହେଁ । ଯଦି ଗୋଟିଏ ଦିନରେ ଆପଣ ଲେମ୍ବୁପାଣି ଏବଂ ଆଇରନ ର ଟା-ବ୍ଲେ-ଟ ନେଉଛନ୍ତି ତେବେ ଆଇରନ ର ଟା-ବ୍ଲେ-ଟ ର କିଛି ଅ-ସ-ର ହେବ ନାହିଁ ।
ଏହା ସହିତ ଯାହାକୁ କି-ଡ୍ନି ଏବଂ ଲି-ଭ-ର ପ୍ରୋ-ବ୍ଲେ-ମ ରହିଅଛି ସେମାନଙ୍କୁ ମଧ୍ୟ ଲେମ୍ବୁପାଣି ସେବନ କରିବା ଉଚିତ ନୁହେଁ । କାରଣ ଏହା ସେବନ କରିବା ଦ୍ଵାରା ରୋ-ଗୀ ମାନଙ୍କ ଶରୀରରେ ୟୁରିକ ଏ-ସି-ଡ ତିଆରି ହୋଇପାରେ । ଏଣୁ ଯେଉଁ ମାନଙ୍କୁ ଲି-ଭ-ର ପ୍ରୋ-ବ୍ଲେ-ମ ରହିଅଛି ସେମାନେ ଲେମ୍ବୁପାଣି ସେବନ କରିବା ଉଚିତ ନୁହେଁ । ଯେଉଁ ମାନଙ୍କୁ ପେଟରେ ଅଲସର ରହିଛି, ସେମାନଙ୍କୁ ମଧ୍ୟ ଲେମ୍ବୁପାଣି ସେବନ କରିବା କଥା ନୁହେଁ ।
ଲେମ୍ବୁପାଣି ସେବନ କରିବାର ତୁରନ୍ତ ପରେ ବ୍ରସ କରିବା କଥା ନୁହେଁ । ଏହା ଦ୍ଵାରା ଆମ୍ଭ ଦାନ୍ତ ରେ ଥିବା ଏନାମିଲ କମଜୋର ହୋଇଯାଇଥାଏ । ଏହା ବ୍ୟତୀତ ଯେଉଁ ମାନେ ଡିହାଇ-ଡ୍ରେସନ ର ଶି-କା-ର ହୋଇଛନ୍ତି, ଯେଉଁ ମାନଙ୍କ ଶରୀରରେ ପୂର୍ବରୂ ପାଣି ର ଅଭାବ ରହିଅଛି, ସେମାନଙ୍କୁ ଲେମ୍ବୁପାଣି ସେବନ କରିବା କଥା ନୁହେଁ । କାରଣ ଲେମ୍ବୁପାଣି ସେବନ କରିବା ଦ୍ଵାରା ୟୁରିନ ଅଧିକ ମାତ୍ରାରେ ହୋଇଥାଏ । ୟୁରିନ ଅଧିକ ବାହାରିବା କାରଣରୁ ଶରୀରରେ ପାଣିର ଅଭାବ ବହୁତ ହୋଇଯାଇଥାଏ ।
ଯଦି ଆପଣ ଲେମ୍ବୁପାଣି ସେବନ କରୁଛନ୍ତି ତେବେ ତାହା ଅଧିକ ଗରମ ହେବା କଥା ନୁହେଁ ନା କି ଅଧିକ ଥଣ୍ଡା, କେବଳ ଉଷୁମ ପାଣି ସହିତ ଲେମ୍ବୁ ପ୍ରୟୋଗ କରି ସେବନ କରନ୍ତୁ । ଯଦି ଆପଣ ଅଧିକ ଥଣ୍ଡା ଅଥବା ଗରମ ପାଣି ସେବନ କରୁଛନ୍ତି ତେବେ ତାହା ଲେମ୍ବୁ ର ଅସର କୁ ସମାପ୍ତ କରି ଦେଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ