ଯଦି ସକାଳୁ ସକାଳୁ ଉଠିବା ମାତ୍ରେ ହିଁ ଗୋଇଠିରେ ବ୍ୟଥା ହେଉଛି ତେବେ ଆପଣ କଣ କରିବେ । ଏହା ପଛରେ ଅସଲ କାରଣ କଣ ଅଛି, ଶରୀରର ଓଜନ ବଢିଯିବା ଓ ଶରୀରରେ ରକ୍ତ ସଂଚାଳନ ସଠିକ ରୂପରେ ନ ହେବା । ଆପଣ ସକାଳେ ଯେତେବେଳେ ଉଠିଥାନ୍ତି ତେବେ ଆପଣଙ୍କ ଗୋଡ ତଳେ ରଖି ଥାନ୍ତି ତେବେ ସେହି ସମୟରେ ଆପଣ ନିଜର ଗୋଡର ଆଙ୍ଗୁଠି ତ ରଖି ଦିଅନ୍ତି କିନ୍ତୁ ଗୋଇଠି ରଖିବା ସମୟରେ ଆପଣଙ୍କୁ ବ୍ୟଥା ହୋଇଥାଏ । କିନ୍ତୁ ୨ ରୁ ୩ ମିନିଟ ପରେ ଏହା ଠିକ ହୋଇଯାଏ ।
କହିବାକୁ ଗଲେ ସକାଳେ ଗୋଡ ରଖିବା ସମୟରେ ଗୋଇଠିର ଶିରା ଟାଣି ହୋଇଥାଏ ଓ ବ୍ୟଥା ହୋଇଥାଏ । ଯଦି ଆପଣଙ୍କୁ ଏହିଭଳି ସମସ୍ୟା ଅଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଚିକିତ୍ସା ନେଇ ଆସିଛୁ । ଶିରା ପ୍ରଶିରା ସଠିକ ରୂପରେ କାମ କରୁ ନାହିଁ, ହାଡ ଓ ଗୋଡ ଶୁନ ହୋଇ ଯାଉଛି ତେବେ ଏଥି ଯୋଗୁ ବି ଗୋଇଠିରେ ବ୍ୟଥା ହୋଇଥାଏ ।
ଆପଣ ଯଦି ଏହି ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ସର୍ବେ ପ୍ରଥମେ ଆପଣ ଅତ୍ୟଧିକ ତେଲ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ଆମର ଶରୀରକୁ ଖରାପ କରିଥାଏ । ଦିନକୁ ୩ ରୁ ୪ ଥର ୫ ମିନିଟ ଥଣ୍ଡା ପାଣିରେ ଓ ୪ ମିନିଟ ଗରମ ପାଣିରେ ନିଜର ଗୋଡକୁ ରଖନ୍ତୁ । ଯଦି ଅତ୍ୟଧିକ ବ୍ୟଥା ହେଉଛି ସେମାନେ ୫ ରୁ ୬ ଥର କରି ପାରିବେ ।
ଏହା ଏକ ଏମିତି ଉପାୟ ଅଟେ ଯାହା ଗୋଇଠି ବ୍ୟଥାକୁ ଠିକ କରିଥାଏ । ଶିରା ପ୍ରଶିରାକୁ ଠିକ କରିଥାଏ । ବ୍ଲଡ ସରକୁଲେସନକୁ ଠିକ କରିଥାଏ । ଅନ୍ୟ ଏକ ଉପାୟରେ ଆପଣ ଅଧ ଚାମଚ ଅଶ୍ଵଗନ୍ଧା ପାଉଡରକୁ ଗୋଟିଏ ଗ୍ଳାସ ଅଳ୍ପ ଗରମ କ୍ଷୀରରେ ମିକ୍ସ କରି ଖାଲି ପେଟରେ ରାତିରେ ଖାଇବା ପରେ ସେବନ କରି ଦିଅନ୍ତୁ । ଏହିଭଳି ଗୋଟିଏ ସପ୍ତାହ ସେବନ କରିବା ଦ୍ଵାରା ଆପଣଙ୍କ ଗୋଇଠି ବ୍ୟଥା ଭଲ ହୋଇଯିବ ।
ଯାହାଙ୍କୁ ବି ସକାଳୁ ସକାଳୁ ଗୋଇଠିରେ ବ୍ୟଥା ହେଉଛି ଓ ସେମାନେ ୧୦ ଦିନ ଯଦି ଏହି ଉପାୟକୁ କରୁଛନ୍ତି ତେବେ ଏଥିରୁ ମୁକ୍ତି ମିଳିବ । କିନ୍ତୁ ଯଦି ଅଧ ଚାମଚ ଅଶ୍ଵଗନ୍ଧା ନେବା ପରେ କୌଣସି ବି ପ୍ରକାରର ପାଶ୍ଵ ପ୍ରତିକ୍ରିୟା ଦେଖା ଯାଉଛି ତେବେ ଆପଣ ଅଶ୍ଵଗନ୍ଧାର ପରିମାଣ କମ କରି ଦିଅନ୍ତୁ । ୧୦ ଦିନ ରୁ ଅଧିକ ଦିନ ସେବନ କରନ୍ତୁ ନାହିଁ । ଆପଣ କୌଣସି ତେଲ ଦ୍ଵାରା ନିଜ ଗୋଡକୁ ମସାଜ ବି କରି ପାରିବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ