ବନ୍ଧୁଗଣ, କିଡ୍ନି ଫେଲ ହେବାର ୫ ଟି ଲକ୍ଷଣ, ଦୈନନ୍ଦିନ ଜୀବନରେ ଯଦି ଆପଣଙ୍କ ଶରୀରରେ ଏହି ଲକ୍ଷଣ ଗୁଡିକ ଦେଖାଯାଉଅଛି ତେବେ ନିଶ୍ଚିତ ଭାବରେ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ କଣ ରହିଅଛି ? ଆମ ଦେଶରେ କିଡ୍ନି ଖରାପ ହେବାର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଅଛି ।
ଖାଦ୍ୟପେୟ ରେ ଅନିମୟିତତା ବ୍ୟସ୍ତବହୁଳ ଜୀବନଶୈଳୀ ପ୍ରଦୂଷିତ ପାଣି ଏବଂ ବାୟୁ ଯୋଗୁଁ ଦିନକୁ ଦିନ କିଡ୍ନି ରୋଗ ବଢିବାରେ ଲାଗିଅଛି । ମାତ୍ର ଜୀବନଶୈଳୀ ଏବଂ ଖାଦ୍ୟପେୟ ରେ ପରିବର୍ତ୍ତନ କରି ଏହି ରୋଗ କୁ ରୋକା ଯାଇପାରିବ ।
କିଡ୍ନି ରୋଗକୁ ଗମ୍ଭୀର ହେବାକୁ ରୋକିବା ନିମନ୍ତେ ଆରମ୍ଭ ରୁ ହିଁ ଚିକିତ୍ସ୍ୟା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ କିଡ୍ନି ଖରାପ ହେଲେ କେଉଁ ସବୁ ଲକ୍ଷଣ ଦେଖାଯାଏ ସେହି ସମ୍ପର୍କ ରେ କହିବାକୁ ଯାଉଅଛୁ ।
୧- ଗୋଡହାତ ଏବଂ ଗଣ୍ଠି ଫୁଲିବା, କିଡ୍ନି ଆମ୍ଭ ରକ୍ତ କୁ ଛାଣି ଏଥିରୁ ଅଦରକାରୀ ପଦାର୍ଥ ପ-ରି-ସ୍ରା ମାଧ୍ୟମରେ ବାହାର କରିଥାଏ । କିଡ୍ନି ସଠିକ ଭାବରେ କାର୍ଯ୍ୟ ନ କଲେ ଏହି ବି-ଷା-କ୍ତ ପଦାର୍ଥ ଶରୀରରୁ ବାହାରି ନପାରି ଆଣ୍ଠୁ ଗଣ୍ଠିରେ ଜମିବାକୁ ଲାଗେ । ଏମିତି ଲକ୍ଷଣ ଥିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
୨- ଯଦି ଆପଣଙ୍କୁ ବାରମ୍ବାର ପ-ରି-ସ୍ରା ଲାଗୁଛି ଏବଂ ସଠିକ ଭାବରେ ପ-ରି-ସ୍ରା ହେଉନାହିଁ ଅଥବା ପ-ରି-ସ୍ରା ର ରଙ୍ଗ ଗାଢ ଦିଶୁଚି ତେବେ ଏହା ମଧ୍ୟ କିଡ୍ନି ଫେଲ ର ଲକ୍ଷଣ ହୋଇଥାଏ । ଅତ୍ୟାଧିକ ପ-ରି-ସ୍ରା ହେବା, ଅତି କମ ପ-ରି-ସ୍ରା ହେବା ଏବଂ ଆଦୌ ପ-ରି-ସ୍ରା ନ ହେବା, ତଥା ପ-ରି-ସ୍ରା କରିବା ସମୟରେ କଷ୍ଟ ଅନୁଭବ ହେବା ଆଦି କିଡ୍ନି ଖରାପ ହେବାର ଲକ୍ଷଣ ଅଟେ ।
୩- ଯଦି ପ-ରି-ସ୍ରା କରିବା ସମୟରେ ଫେଣ ବାହାରୁଛି ଅଥବା ରକ୍ତ ପଡୁଛି, ତେବେ ବିନା କୌଣସି ଦ୍ଵନ୍ଦ ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ମଧ୍ୟ କିଡ୍ନି ଖରାପ ହେବାର ଲକ୍ଷଣ ଅଟେ । ବେଳେ ବେଳେ ଏହି ରକ୍ତ କଣିକା ଏତେ ଛୋଟ ହୋଇଥାଏ ଯେ ଖାଲି ଆଖିରେ ଦେଖାଯାନ୍ତି ନାହିଁ । ଯଦି ଆପଣଙ୍କର ପ-ରି-ସ୍ରା ରେ ପରିବର୍ତ୍ତନ ହେଉଅଛି ତେବେ ନିଶ୍ଚିତ ଭାବରେ ରକ୍ତ ପରୀକ୍ଷା କରାନ୍ତୁ ।
୪- ଯଦି ଆପଣଙ୍କୁ ଅଳ୍ପ କମ କରି ଦୁର୍ବଳ ଲାଗୁଛି ଏବଂ ଦିନସାରା ଥ-କି-ବା ପରି ଲାଗୁଛି ତେବେ ଏହା କିଡ୍ନି ଖରାପ ହେବାର ସଂକେତ ହୋଇପାରେ । କିଡ୍ନି ଖରାପ ହେବା ଦ୍ଵାରା ଶରୀରର ହରମୋନ ସନ୍ତୁଳନ ବିଗିଡି ଯାଏ । ଏହା ଫଳରେ ଏହିଭଳି ଅନୁଭବ ହୋଇଥାଏ ।
୫- ଏହା ସହିତ କିଡ୍ନି ଖରାପ ହେଲେ ଏକାଗ୍ରତା ହ୍ରାସ ପାଇଥାଏ, ଚିଡ ଚିଡ ପଣ ବଢିଯାଏ । ଶରୀରର ଅମ୍ଳଜାନ ହ୍ରାସ ପାଇବା ଦ୍ଵାରା ଏପରି ଲାଗିଥାଏ । ଯଦି ଆପଣଙ୍କୁ ଖରାଦିନେ ମଧ୍ୟ ଥଣ୍ଡା ଲାଗେ ଏବଂ ଜ୍ଵର ଆସିବା ପରି ଅନୁଭବ ହୁଏ ତେବେ ଏହା ମଧ୍ୟ କିଡ୍ନି ଫେଲ ର କାରଣ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ