ବନ୍ଧୁଗଣ, ଆପଣ ସବୁଦିନ ଗରମ ପାଣି ସହିତ ରସୁଣ ସେବନ କରିଥାନ୍ତି ଏହା ଆପଣଙ୍କ ନିମନ୍ତେ ବହୁତ କ୍ଷତି କାରକ ହୋଇଥାଏ । ଏହା ବହୁତ ଘାତକ ହେବା ସହିତ ବହୁତ ଖତରନକ ମଧ୍ୟ ହୋଇଥାଏ । ରସୁଣ ଖାଇବାର ଉଚିତ ନିୟମ ମଧ୍ୟ ରହିଅଛି । ଆପଣଙ୍କ ଘରେ କାହାକୁ କୋଲେଷ୍ଟ୍ରୋଲ ର ସମସ୍ୟା ରହିଥାଏ, ହାର୍ଟ ବ୍ଲୋକେଜ ର ସମସ୍ୟା ଯଦି ଆପଣଙ୍କ ଘରେ କାହାକୁ ରହିଥାଏ, ଏହା ବ୍ୟତୀତ ଆପଣଙ୍କ ଘରେ କାହାକୁ ଅର୍ଥରାଇଡିସ ଗଣ୍ଠିର ସମସ୍ୟା ରହିଅଛି ତେବେ ଆପଣ ରସୁଣ ର ଉପକାର ସମ୍ବନ୍ଧରେ ଜାଣି ନିଅନ୍ତୁ ।
ଏହା ଉଚ୍ଚରକ୍ତଚାପ କୁ ମଧ୍ୟ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଯାହାକୁ ବାତ ସମ୍ବନ୍ଧିତ ରୋଗ ରହିଅଛି ସେମାନେ ହାଲ୍କା ଗରମ ଥିବା ପାଣିରେ ୧ ରୁ ୨ କୋଲ ରସୁଣ ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କୁ ଅର୍ଥରାଇଡସ ର ସମସ୍ୟା ରହିଅଛି ତେବେ ଆପଣ ସକାଳେ ଉଠି ଏକ ଗିଲାସ କ୍ଷୀରରେ ୧ ରୁ ୨ ଟି ରସୁଣ କୋଲ ଫୁଟାଇ ସେବନ କରିବା ଆବଶ୍ୟକ ।
ଏହା ଫଳରେ ଏହି ସମସ୍ତ ସମସ୍ୟା ଆପଣଙ୍କର ସଂପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ । ଯଦି ଆପଣଙ୍କ ରକ୍ତରେ ଏସିଡିଟି ର ସମସ୍ୟା ବଢିଯାଇଅଛି ତେବେ ଆପଣ ଅର୍ଜୁନ (କରମଙ୍ଗା) ଗଛର ଛାଲର ଗୁଣ୍ଡ ରୁ ଏକ ଚାମଚ ଗରମ ପାଣିରେ ପକାଇ ୨ ଟି ରସୁଣ କୋଲ କୁ ଚବାଇ ଚବାଇ ଆପଣ ସେବନ କରନ୍ତୁ । ମାତ୍ର ଆପଣ ଦିନେ ଛଡା ଦିନେ ଏହିଭଳି ସେବନ କରନ୍ତୁ । ଆପଣ ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ ।
ଏହା ଫଳରେ ଆପଣଙ୍କ ହାର୍ଟ ବ୍ଲକେଜ ହେଉଥିଲେ ସେ ସମସ୍ୟା ଆପଣଙ୍କର ସହଜରେ ଦୂର ହେବ । ଏହା ସହିତ ଆପଣ ୩୦ ମିନିଟ ପରେ ଲାଉ ରସ ମଧ୍ୟ ସେବନ କରିପାରିବେ । ଏହା ଫଳରେ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣ ରହିବ । ଆପଣଙ୍କ ହାର୍ଟ ରେ ବ୍ଲୋକେଜ କୁ ମଧ୍ୟ ସମାପ୍ତ କରିଥାଏ । ଏହା ବ୍ୟତୀତ ଆପଣ ନିୟମିତ ରୂପରେ ରସୁଣ ର ସେବନ ସପ୍ତାହରେ ୧ ରୁ ୪ ଥର ସକାଳୁ ୧ ରୁ ୨ କୋଲ ଚୋବାଇ ଚୋବାଇ ଗରମ ପାଣି ସହିତ ସେବନ କରୁଛନ୍ତି ତେବେ, ଏହା ବ୍ଲଡ଼ ସରକୁଲେସନ କୁ ଇମ୍ପୃଭ କରିଥାଏ ।
ଯଦି ଆପଣଙ୍କ ବ୍ଲଡ଼ ସରକୁଲେସନ ସଠିକ ହେବ ତେବେ ୯୯ ପ୍ରତିଶତ ଆପଣଙ୍କ ଶରୀରରେ ରୋଗ ଦେଖାଯିବ ନାହିଁ । ଏହା ବ୍ୟତୀତ ଏହା ଭାଇରାଲ ଆଟାକ ବ୍ୟାକ୍ଟେରିୟାଲ ଆ-ଟା-କ ରୁ ମଧ୍ୟ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କ ଶରୀରରେ ଯଦି କା-ଛୁ କୁ-ଣ୍ଡି-ଆ ହେଉଅଛି ତେବେ ଆପଣ ଏକ ଚାମଚ କଲରା ରସ ଏବଂ ଏକ ଚାମଚ ରସୁଣ ର ପେଷ୍ଟ କୁ ନେଇ ସେହିଠାରେ ଲଗାଇ ଦିଅନ୍ତୁ ଏହା ସଂପୂର୍ଣ୍ଣ ଭାବରେ ଭଲ ହୋଇଯିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ