ବନ୍ଧୁଗଣ, ଆୟୁର୍ବେଦ ଅନୁଯାୟୀ ଏଭଳି ଅନେକ ଜିନିଷ ରହିଅଛି ଯାହା ଆପଣଙ୍କୁ ଏକା ସହିତ ଏକ ସମୟରେ ସେବନ କରିବା କଥା ନୁହେଁ । ଯେଉଁଭଳି ଲଞ୍ଚ ରେ ଆପଣ ଦୁଇଟି ଜିନିଷ କୁ ଏକା ସହିତ ଖାଇ ନେଲେ ।
ଏହା ଫଳରେ ଆପଣଙ୍କ ଶରୀରର କୌଣସି ସ୍ଥାନରେ ସ୍ଵେଲିଙ୍ଗ ମଧ୍ୟ ହୋଇପାରେ । ଆପଣଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଧଳା ଛଉ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆପଣଙ୍କୁ ଦହି ସହିତ ଖାଇବା କଥା ନୁହେଁ ?
୧- ଆପଣ ଦହି ସହିତ କେବେ ମଧ୍ୟ ତରଭୁଜ ର ସେବନ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ବେହୋସ ମଧ୍ୟ କରିପାରେ । ଏହା ସହିତ ଆପଣଙ୍କ ଶରୀରର କୌଣସି ଏକ ବିଶେଷ ଅଙ୍ଗ ରେ ଏକ ସ୍ଵେଲିଙ୍ଗ ମଧ୍ୟ କରିପାରେ । ଏଠି ନିମନ୍ତେ ଆପଣ ଯେଉଁ ଦିନ ତରଭୁଜ ଖାଉଛନ୍ତି ସେଦିନ ଦହି ଖାଆନ୍ତୁ ନାହିଁ ।
୨- ଆପଣ ଦହି ସହିତ ମାଛ ର ସେବନ କରନ୍ତୁ ନାହିଁ କଡି ଆପଣ ଖାଇନିଅନ୍ତି ତେବେ ଆପଣଙ୍କ ମୁହଁ ରେ ତଥା ଶରୀରର ବିଭିନ୍ନ ଅଙ୍ଗରେ ଧଳା ଛଉ ମଧ୍ୟ ହୋଇପାରେ । ଏଣୁ ଦହି ସହିତ ଆପଣ କେବେ ମଧ୍ୟ ମାଛ ଖାଆନ୍ତୁ ନାହିଁ ।
୩- ଯେଉଁ ମାନଙ୍କୁ ଡାଇବେଟିକ୍ସ ର ପ୍ରୋବ୍ଲେମ ରହିଅଛି, ସେମାନେ ସକାଳୁ ଉଠି ଦହି ସହିତ ଚିନୀ ଆଦୌ ଖାଆନ୍ତୁ ନାହିଁ । କାରଣ ଚିନୀରେ କ୍ୟାଲୋରି ର ମାତ୍ରା ବହୁତ ଅଧିକ ପରିମାଣ ରେ ରହିଥାଏ । ଏହା ଡାଇବେଟିକ୍ସ କୁ ବଢାଇବା ସହିତ ଶରୀରର ଓଜନ କୁ ମଧ୍ୟ ବଢାଇଥାଏ । ଏଣୁ ଦହି ସହିତ ଆପଣ ଚିନୀ କେବେ ହେଲେ ସେବନ କରନ୍ତୁ ନାହିଁ ।
୪- ଆପଣ ଦହି ସହିତ ଲେମ୍ବୁ ଆଦୌ ଖାଆନ୍ତୁ ନାହିଁ । ଯଦି ଆପଣ ଖାଇ ନିଅନ୍ତି ତେବେ ଆପଣଙ୍କୁ ଏସିଡିଟି ର ପ୍ରୋବ୍ଲେମ ହୋଇପାରେ ।
୫- ଦହି ସହିତ ଆପଣ କୋଲ୍ଡଡ୍ରିଂକ ଆଦୌ ସେବନ କରନ୍ତୁ ନାହିଁ । ଆପଣଙ୍କୁ ବାନ୍ତି ମଧ୍ୟ ହୋଇପାରେ । ଆପଣ ଏହି ଛୋଟ ଛୋଟ ଜିନିଷ ର ଧ୍ୟାନ ରଖନ୍ତୁ । ଏହା ଆପଣଙ୍କ ନିମନ୍ତେ ବହୁତ କ୍ଷତିକାରକ ଅଟେ ।
୬- ଆପଣ ଦହି ସହିତ ଲବଙ୍ଗ ମଧ୍ୟ ଖାଆନ୍ତୁ ନାହିଁ । ଏହା ବହୁତ କ୍ଷତି ପହଞ୍ଚାଇଥାଏ ।
୭- ଦହି ସହିତ ଆପଣ କ୍ଷୀର ମଧ୍ୟ ସେବନ କରନ୍ତୁ ନାହିଁ । ଯଦି ଆପଣ କ୍ଷୀର ସେବନ କରି ଦହି ଖାଇଥାନ୍ତି ତେବେ ଆପଣଙ୍କ ପେଟରେ ସ୍ଥିତ କ୍ଷୀର ମଧ୍ୟ ଦହି ବନିଯିବ । ଏହାଫଳରେ ଆପଣଙ୍କ ଶରୀରରେ ଏସିଡ ର ମାତ୍ରା ବଢିବାକୁ ଲାଗିବ । ଏହିଭଳି ଆପଣ ଏହି ପଦାର୍ଥ ଗୁଡିକୁ ଏକା ସହିତ ଆଦୌ ଖାଆନ୍ତୁ ନାହିଁ । ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।