ରାତିରେ ଶୋଇବା ସମୟରେ ଖାଆନ୍ତୁ କଞ୍ଚା ପିଆଜ, ମାତ୍ର 3 ଦିନରେ ହିଁ ଫରକ ଜାଣି ପାରିବେ, ପିଆଜ ଖାଉଥିବା ଲୋକ ନିଶ୍ଚୟ ଦେଖନ୍ତୁ (Health tips)

ବନ୍ଧୁଗଣ, ସାଧାରଣତ ଆମ୍ଭକୁ ଦିନରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ ନିଶ୍ଚିନ୍ତ କରିବା ଆବଶ୍ୟକ । ଆମ୍ଭ ଶରୀରରେ ଯଦି ଜଳ ପୂର୍ଣ୍ଣ ଭାବରେ ରୁହେ ନାହିଁ ତେବେ ଆମ୍ଭ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ଆମ୍ଭ ଆଣ୍ଠୁ ଗଣ୍ଠି ରେ ଯ-ନ୍ତ୍ର-ଣା ଠାରୁ ଆରମ୍ଭ କରି ନାନା ପ୍ରକାରର ସମସ୍ୟା ରେ ସାଧାରଣତ ଆମ୍ଭେ ଜଡିତ ହୋଇ ରହିଥାଉ । ଆଜିଭଳି ଦିନରେ ସମୁଦାୟ ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଭିଟାମିନ-D ର ଅଭାବ ରହିଅଛି । କାରଣ ସେମାନେ ସୂର୍ଯ୍ୟ ଙ୍କ ଉତ୍ତାପ ରେ ବାହାରକୁ ବାହାରନ୍ତି ନାହିଁ ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ଭୁଲ ଉପାୟରେ ଖାଇଥାନ୍ତି । ତାହା ହେଉଛି ପିଆଜ କୁ ରାନ୍ଧି ଖାଇବା । ସାଧାରଣତ ଆପଣ ମାନେ ନୀତିଦିନ ପିଆଜ ଖାଇଥାନ୍ତି ମାତ୍ର ସବୁଠାରୁ ବଡ ଭୁଲ ଅଟେ ଯେ ଆମ୍ଭେମାନେ ତାହାର ତ-ଡ-କା ଲଗାଇ ତାକୁ ଖାଇଥାଉ ।

ପିଆଜ ରେ ଅତ୍ୟଧିକ ପରିମାଣରେ ସଲଫର ରହିଅଛି । ଏହା ବ୍ୟତୀତ ଏଥିରେ ଅନେକ ପ୍ରକାରର ଭିଟାମିନ ତଥା ମିନେରାଲ ରହିଅଛି । ଆୟୁର୍ବେଦ ଅନୁଯାୟୀ ଏହାକୁ ଆଦୌ ରାନ୍ଧି ଖାଇବା ଉଚିତ ନୁହେଁ । ଏହାକୁ ରାନ୍ଧିବା ଦ୍ଵାରା ଏହାର ସମସ୍ତ ପୌଷ୍ଟିକ ତତ୍ଵ ନଷ୍ଟ ହୋଇ ଯାଇଥାଏ ।

ଏଥିପାଇଁ ଆମ୍ଭକୁ ଏହାର ଫାଇଦା ମିଳିନଥାଏ । ଯଦି ଆପଣ ଏହାକୁ କଞ୍ଚା ଖାଇବା ଆରମ୍ଭ କରି ଦିଅନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଏକ ବରଦାନ ସାଦୃଶ୍ୟ ହେବ । ରାତିରେ ଶୋଇବା ପୂର୍ବରୁ ଆପଣ ଅଳ୍ପ ପିଆଜ କଞ୍ଚା ଖାଇ ନିଅନ୍ତୁ । ଅଥବା ରାତିରେ ଖାଦ୍ୟ ଖାଇବା ସମୟରେ ସାଲାଡ ରେ କଞ୍ଚା ପିଆଜ ଖାଆନ୍ତୁ ।

ଯଦି ଆପଣ ଡାଏଟ ରେ କଞ୍ଚା ପିଆଜ ଖାଉଛନ୍ତି ତେବେ ଆପଣଙ୍କ ଜୀବନରେ ବିରାଟ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ସମସ୍ତ ବେମାରି ଚାହୁଁ ଚାହୁଁ ସମାପ୍ତ ହେବାକୁ ଲାଗିବ । ଆପଣ ୨ ରୁ ୩ ମାସ ଯଦି କଞ୍ଚା ପିଆଜ ର ସେବନ ରାତିରେ ଶୋଇବା ପୂର୍ବରୁ କରନ୍ତି ତେବେ ଆପଣଙ୍କୁ ନିଶ୍ଚିତ ରୂପରେ ଏହାର ଲାଭ ଦେଖିବାକୁ ମିଳିବ ।

ଯଦି ଆପଣଙ୍କର କେଶ ସମସ୍ୟା ରହିଅଛି ତେବେ ଆପଣ ରାତିରେ ପିଆଜ ରସ କାଢି ନିଜ କେଶ ରେ ଲଗାନ୍ତୁ । ଏଭଳି ଆପଣ ୧ ହପ୍ତା କରିବା ଦ୍ଵାରା କେଶ ଝଡିବା ସଂପୂର୍ଣ୍ଣ ରୂପେ ବନ୍ଧ ହୋଇଯାଇଥାଏ । କଞ୍ଚା ପିୟାକ କୁ ରାତିରେ ଖାଇବା ଦ୍ଵାରା ଏହା ଆପଣଙ୍କ କୋଲେଷ୍ଟ୍ରୋଲ କୁ ମଧ୍ୟ କମ କରିଥାଏ । ହାର୍ଟ ଆ-ଟା-କ ରୁ ଯଦି ଆପଣ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଡାଏଟ ରେ କଞ୍ଚା ପିଆଜ ଖାଆନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *