ବନ୍ଧୁଗଣ, ଅଧକପାଳୀ ମୁଣ୍ଡ ବିନ୍ଧା ଏଭଳି ଏକ ସମସ୍ୟା ଅଟେ ଯାହା ଦ୍ଵାରା ମୁଣ୍ଡର ଡାହାଣ ଅଥବା ବାମ ପାର୍ଶ୍ଵର ଗୋଟିଏ ଜାଗାରେ ବହୁତ ଭାବରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାର ଯନ୍ତ୍ରଣା ବହୁତ କଷ୍ଟ ଦାୟକ ହୋଇଥାଏ । ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ଏହିଭଳି ସମସ୍ୟାର ବହୁତ ଦିନ ଧରି ସମୁଖୀନ ହେଉଛନ୍ତି । ମୁଣ୍ଡ ବିନ୍ଧା ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ ଲୋକ ମାନେ ଅନେକ ପ୍ରକାରର ଔଷଧର ସେବନ କରିଥାନ୍ତି । ଏହାଦ୍ଵାରା କିଛି ସମୟ ନିମନ୍ତେ ଆରାମ ମିଳିଥାଏ । କିନ୍ତୁ ପୁଣି ଥରେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥାଏ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଜାଊଅଛୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ଏହି ଅଧକପାଳି ମୁଣ୍ଡ ବିନ୍ଧା ଠାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ମୁଣ୍ଡ ବିନ୍ଧା ଙ୍କୁ କମ କରିବା ନିମନ୍ତେ କାବୁଲି ବାଦାମ ର ସବୁଠାରୁ ଅଧିକ ଆବଶ୍ୟକତା ରହିଅଛି । ଆପଣ ଏଥି ନିମନ୍ତେ ୩ ରୁ ୪ ଟି କାବୁଲି ବାଦାମ ନିଅନ୍ତୁ ।
ଏହାପରେ ଏହାକୁ ଭଲ ଭାବରେ କାଟି ଦିଅନ୍ତୁ । ଏହାପରେ ଆପଣ ଏକ ଗ୍ରାଇଣ୍ଡର ଜଗ ନିଅନ୍ତୁ ସେଥିରେ ଏହି କାବୁଲି ବାଦାମ କଟା କୁ ପକାଇ ଦିଅନ୍ତୁ । ଏହାପରେ ଆପଣ ୨୫୦ ଗାଈ କ୍ଷୀର ନିଅନ୍ତୁ । ଏବଂ ଏହାକୁ ଗ୍ରାଇଣ୍ଡର ଜଗ ରେ ପକାନ୍ତୁ । ଏହାପରେ ଏକ ଛୋଟ ମିଶ୍ରି ନେଇ ଗ୍ରାଇଣ୍ଡର ଜଗ ରେ ପକାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ଆପଣ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାପରେ ଆପଣ ଏହାକୁ ଏକ ଗ୍ଳାସ କୁ କାଢି ନିଅନ୍ତୁ ।
ବର୍ତ୍ତମାନ ଆପଣଙ୍କର ଏହି ଉପଚାର ସଂପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା ଆପଣ ଏହି ଉପଚାର କୁ ଭଲ ଭାବରେ ନିଜ ଘରେ ପ୍ରସ୍ତୁତ କରି ସେବନ କରନ୍ତୁ । ଏହାପରେ ଆପଣ ଦେଖିବେ ବହୁତ କମ ଦିନ ମଧ୍ୟରେ ଆପଣଙ୍କ ଅଧକପାଳି ମୁଣ୍ଡ ବିନ୍ଧା ସବୁଦିନ ପାଇଁ ଶେଷ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।