କିଡ୍ନି ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 6 ଟି ସଂକେତ, ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ (Health tips)

ବନ୍ଧୁଗଣ, କିଡ୍ନି ଆମ୍ଭ ଶରୀରର ସବୁଠାରୁ ବଡ ଅଙ୍ଗ ଅଟେ । ଯଦି ସେଥିରେ ଟିକିଏ ମାତ୍ର ଗଡବଡ ହୋଇଯାଏ ତେବେ ଆମ୍ଭକୁ ଗମ୍ଭୀର ବିମାରୀ ହୋଇଥାଏ । ଏହା ଫଳରେ ଆମ୍ଭ ଜୀବନ ମଧ୍ୟ ଯାଇପାରେ । ସାଧାରଣତ କିଡ୍ନି ର ୨ ଟି କାର୍ଯ୍ୟ ରହିଥାଏ ।

ପ୍ରଥମଟି ହେଉଛି ଏହା ଆମ୍ଭ ଶରୀରର ଦୂଷିତ ପଦାର୍ଥକୁ ବାହାରକୁ ବାହାର କରିଥାଏ । ଏବଂ ଦ୍ଵିତୀୟ ରେ ହେଉଛି ଏହା ଆମ୍ଭ ଶରୀରରେ ପାଣି, ତରଳ ଏବଂ ଖଣିଜକୁ ନିୟନ୍ତ୍ରଣ ବଣାଇ ରଖିବା । ମାତ୍ର ଯଦି ଆମ୍ଭର କିଡ୍ନି କୌଣସି କାରଣ ବଶତ ନିଜ କାର୍ଯ୍ୟ ସଠିକ ଭାବରେ କରି ନପାରିବ ତେବେ ଆମ୍ଭ ଶରୀରରେ ଗମ୍ଭୀର ରୋଗ ହୋଇପାରେ ।

ଯଦି ଆପଣଙ୍କ ଶରୀରର କିଡ୍ନି ଖରାପ ହୋଇଯାଏ ତେବେ ଆପଣ ଏହି ୬ ଟି ସଂକେତ ମଧ୍ୟରୁ ଜାଣିପାରିବେ । ଆସନ୍ତୁ ତାହା କଣ ଜାଣିନେବା ।

୧- ପାଟିରୁ ଦୁର୍ଗନ୍ଧ ଆସିବା- କିଡ୍ନି ଆମ୍ଭ ଶରୀରରୁ ଦୂଷିତ ପଦାର୍ଥ କୁ ବାହାର କରିଥାଏ । ମାତ୍ର ଯଦି କିଡ୍ନି ଖରାପ ହୁଏ ତେବେ ଏହି ଖତରନାକ ତତ୍ଵ ଶରୀରରୁ ବାହାରକୁ ବାହାରି ପାରେ ନାହିଁ । ଏହା କାରଣରେ ରକ୍ତ ରେ ୟୁରିଆ ର ସ୍ତର ବଢିଯାଇଥାଏ । ଏବଂ ପାଚନ ତନ୍ତ୍ର ମଧ୍ୟ ଅସନ୍ତୁଳନ ହୋଇଯାଇଥାଏ । ଏହା ଫଳରେ ମୁହଁରେ ଦୁର୍ଗନ୍ଧ ଦେଇଥାଏ ।

୨- ଓଜନ ଅଚାନକ କମିଯିବା- ଯଦି ଆମ୍ଭ କିଡ୍ନିରେ କୌଣସି ପ୍ରକାରର ତୃଟି ରହିଥାଏ ତେବେ ଆପଣଙ୍କ ଓଜନ ଅତିଶୀଘ୍ର କମିବାକୁ ଲାଗିଥାଏ ।

୩- ଅନିମିଆ ହେବା- କିଡ୍ନି ଆମ୍ଭ ରକ୍ତରେ ଲାଲ ରକ୍ତ କୋଷିକା ର ସ୍ତର ବନାଇବାର କାମ କରିଥାଏ । ମାତ୍ର ଯଦି କିଡ୍ନି ରେ ଟିକିଏ ମାତ୍ର ଅସୁବିଧା ହୋଇଯାଏ ତେବେ କିଡ୍ନି ନିଜ କାର୍ଯ୍ୟ ସଠିକ ଭାବରେ କରି ପାରି ନଥାଏ । ଏହା କାରଣରୁ ଅନିମିଆ ହୋଇଯାଇଥାଏ ।

୪- ପାଚନତନ୍ତ୍ର ରେ ଯନ୍ତ୍ରଣା- ଯଦି ଆପଣ ପେଟ ଖରାପ ଅଥବା ଯନ୍ତ୍ରଣା ହେଉଅଛି ତେବେ ଏହାର କାରଣ ମଧ୍ୟ କିଡ୍ନି ଖରାପ ହୋଇଥାଏ । ଯଦି ଆପଣ ମଧ୍ୟ ପାଚନତନ୍ତ୍ର ର ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏହା କିଡ୍ନି ଖରାପ ହେବାର ସଂକେତ ହୋଇଥାଏ ।

୫- ପରିସ୍ରା ଅଟକି ଅଟକି ହେବା- ଯଦି ପରିସ୍ରା ଅଟକି ଅଟକି ଆସିବାକୁ ଲାଗିଥାଏ ଅଥବା ପରିସ୍ରା କରିବା ସମୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତେବେ ଏହା ମଧ୍ୟ କିଡ୍ନି ର ସମସ୍ୟା ର ସଂକେତ ହୋଇପାରେ ।

୬- ଖାଦ୍ୟ ଖାଇବାକୁ ଇଛା ନ ହେବା ଅଥବା ଭୋକ ନ ଲାଗିବା- ଆପଣ ମାନେ ଅନେକ ସମୟରେ ଦେଖିଥିବେ ଯେ ଯେଉଁ ମାନଙ୍କୁ କିଡ୍ନି ର ସମସ୍ୟା ରହିଅଛି ସେମାନଙ୍କୁ ଖାଦ୍ୟ ଖାଇବାକୁ ଇଛା ହୋଇ ନଥାଏ । ଭୋକ କମ ଲାଗିଥାଏ । ଏବଂ ମନ ଉଦାସ ରହିଥାଏ । ଯଦି ଆପଣଙ୍କୁ ମଧ୍ୟ ଖାଦ୍ୟ ଖାଇବାକୁ ଇଛା ନହେଉ ଥାଏ ଅଥବା ଭୋକ ଲାଗିବା କମ ହୋଇଯାଇଥାଏ ତେବେ ଏହା କିଡ୍ନି ର ସମସ୍ୟା ହୋଇପାରେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *