ବନ୍ଧୁଗଣ, ସାଧାରଣତ ରଶୁଣ କୁ ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଇଥାଏ । ଆପଣ ମାନେ ରଶୁଣ ରୁ ହୋଇଥିବା ଲାଭ ସମ୍ବନ୍ଧରେ ତ ନିଶ୍ଚିନ୍ତ ରୂପେ ଜାଣିଛନ୍ତି । ଆଜି ଆମ୍ଭେ ରଶୁଣ ସମ୍ବନ୍ଧରେ ଆପଣଙ୍କୁ କିଛି ଏଭଳି କଥା କହିବାକୁ ଯାଉଅଛୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ପୂର୍ବରୁ ଆପଣ ରଶୁଣର ବ୍ୟବହାର ସମ୍ବନ୍ଧରେ ଜାଣି ନଥିବେ । ଆପଣ ମାନେ ସମସ୍ତେ ଜାଣିଥିବେ ଯେ ରଶୁଣ ର ଗୋଟିଏ କୋଲ ଖାଦ୍ୟ ରେ ପକାଇବା ମାତ୍ରେ ଖାଦ୍ୟର ସ୍ଵାଦ ବଢିଯାଇଥାଏ ।
ଏହା ଆମ୍ଭ ଶରୀର ନିମନ୍ତେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଯଦି ଏହାକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖାଯାଏ ତେବେ ରଶୁଣ ର ଗୋଟିଏ କୋଲ ଆପଣ ନିଜ କାନରେ ପକାଇବା ମାତ୍ରେ ଅନେକ ପ୍ରକାରର ରୋଗରେ ଲାଭ ଦେଖିବାକୁ ମିଳିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହା କହିବାକୁ ଯାଉଅଛୁ ଯଦି ଆପଣ ରଶୁଣ କୋଲ କୁ ନିଜ କାନରେ ରଖି ରାତିରେ ଶୁଅନ୍ତି ତେବେ ଆପଣଙ୍କୁ କେଉଁ କେଉଁ ଲାଭ ମିଳିଥାଏ ? ମାତ୍ର ଆପଣଙ୍କୁ ଏହି ବିଷୟ ପ୍ରତି ଧ୍ୟାନ ଦେବାର ଅଛି ଯେ ଯଦି ଆପଣ ରଶୁଣର ବଡ କୋଲ ନେବେ ।
ଛୋଟ କୋଲ ଆଦୌ ନେବେ ନାହିଁ । ଏହାକୁ ଆପଣ ରାତିରେ ନିଜ କାନରେ ରଖନ୍ତୁ । ଏହାଦ୍ଵାରା ଯଦି ଆପଣଙ୍କ କାନ ଦରଦ କରୁଥାଏ ତେବେ ଏହା ଆପଣଙ୍କ କାନ ଦରଦ କୁ ଭଲ କରିଥାଏ । ଆପଣ ରାତିରେ ନିଜ କାନରେ ରଶୁଣ ରଖି ଶୁଅନ୍ତୁ ସକାଳେ ଆପଣ ନିଜେ ଅନୁଭବ କରିପାରିବେ ଯେ ଆପଣଙ୍କ କାନର ସମସ୍ତ ଦରଦ ଭଲ ହୋଇ ଯାଇଅଛି । ଏହା ବ୍ୟତୀତ ଯଦି ଆପଣଙ୍କୁ ବହୁତ ଜୋରସେ ଜ୍ଵର ହୋଇଅଛି ଏବଂ ଆପଣ ମେଡ଼ିସିନ ମଧ୍ୟ ନେଇ ସାରିଛନ୍ତି । ମାତ୍ର ମେଡ଼ିସିନ ମଧ୍ୟ ଆପଣଙ୍କ ଜ୍ଵର ଠିକ କରିପାରୁନାହିଁ ତେବେ ଏହି ସ୍ଥିତିରେ ମଧ୍ୟ ରଶୁଣ ର ବ୍ୟବହାର କରି ପାରନ୍ତି ।
ରଶୁଣର ଗୋଟିଏ କୋଲ ନିଜ କାନରେ ଲଗାଇ ରଖିବା ଦ୍ଵାରା ଆପଣଙ୍କ ଜ୍ଵର ଭଲ ହୋଇଯିବ । ମାତ୍ର ଯଦି ଆପଣଙ୍କ ଜ୍ଵର ଭଲ ହେଉ ନାହିଁ ତଥା ଆପଣ ବହୁତ ଚିନ୍ତିତ ଅଛନ୍ତି ତେବେ ଆପଣ ଏହାର ବ୍ୟବହାର କରି ଅବଶ୍ୟ ଦେଖନ୍ତୁ । ଏହା ସହିତ ଯଦି ଆପଣଙ୍କ କାନ ଫୁଲୁଅଛି, ଏବଂ ଏହି ଫୁଲା ଯୋଗୁଁ ଆପଣଙ୍କ କାନ ବାରମ୍ବାର କୁଣ୍ଡାଇ ହେଉଛି ତେବେ ଏହାର ଚିକିତ୍ସ୍ୟା ମଧ୍ୟ ରଶୁଣ ର ଏକ କୋଲ ଅଟେ ।
ଏହି ସ୍ଥିତି ରେ ରଶୁଣର ଏକ କୋଲ ନିଜ କାନରେ ଲଗାଇ ରଖି ଦିଅନ୍ତୁ । ଏହା ଫଳରେ ଆପଣ କାନର ସମସ୍ତ ଫୁଲା କମିବା ସହିତ ଆପଣଙ୍କ କାନ କୁଣ୍ଡାଇ ହେବା ମଧ୍ୟ କମ ହେବ । ଯଦି ଆପଣଙ୍କ କାନ ମଧ୍ୟରେ ବ୍ୟାକ୍ଟେରିଆ ରହିଅଛି ଅଥବା କୌଣସି ପ୍ରକାରର ଇନଫେକସନ ରହିଅଛି ତେବେ ତାହା ନିମନ୍ତେ ମଧ୍ୟ ଏହା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ