ବନ୍ଧୁଗଣ, ମାନ୍ୟତା ରହିଅଛି ଯେ, ବିବାହ କୌଣସି ପିଲା ଖେଳ ନୁହେଁ ଏହା ବହୁତ ଦାଇତ୍ଵବାନ କାର୍ଯ୍ୟ ହୋଇଥାଏ । ଯୁବକ ଜଣକ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ବିବାହ ନିମନ୍ତେ ପ୍ରସ୍ତୁତ ନ ରହିଛି ସେ ପର୍ଯ୍ୟନ୍ତ ତାହାର ବିବାହ କରାଇବା କଥା ନୁହେଁ । ଏହି କଥା ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ । ପୁଅ ଅପେକ୍ଷା ଝିଅ ମାନେ ବହୁତ ବୁଦ୍ଧିମାନ ଅଟନ୍ତି । ପୁଅ ମାନଙ୍କ ମଧ୍ୟରୁ କିଛି ଏଭଳି ଅଛନ୍ତି ଯେଉଁମାନେ ବିବାହ କୁ ନେଇ ବହୁତ ତତ୍ପରତା ଦେଖାଇଥାନ୍ତି ।
ମାତ୍ର କାହାକୁ ବିବାହ କରି ତାହା ସହିତ ସମ୍ପୂର୍ଣ ଜୀବନ ବିତାଇବା ଏବଂ ଯାହାକୁ ଭଲପାଇ ତାକୁ ନିଜର ଗାର୍ଲଫ୍ରେଣ୍ଡ ବନାଇବାରେ ବହୁତ ଅନ୍ତର ରହିଅଛି । ମାତ୍ର ଏହି କଥା କୁ କିଛି ପୁଅ ବୁଝି ପାରନ୍ତି ନାହିଁ । ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ପୁଅଙ୍କ ନାମ କହିବାକୁ ଯାଉଅଛୁ ଯେଉଁମାନେ ନିଜ ଦାଇତ୍ଵ କୁ ନେଇ ବହୁତ ଯତ୍ନବାନ ହୋଇଥାନ୍ତି । ଏହି ପୁଅ ମାନଙ୍କ ପାଖକୁ ଯେତେବେଳେ ନିଜ ସ୍ତ୍ରୀ, ପିଲା ଛୁଆ ଙ୍କ ଦାଇତ୍ଵ କଥା ଆସିଥାଏ, ସେତେବେଳେ ଏମାନେ ତାହାକୁ ଭଲ ଭାବରେ ନିଭାଇଥାନ୍ତି । ଆସନ୍ତୁ ଜାଣିବା ସେହି ନାମ ଗୁଡିକ ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ।
୧- A;- ଏହି ନାମ ଥିବା ପୁଅମାନେ କେବଳ ବିବାହ ନୁହେଁ, ମାତ୍ର ଏମାନେ ସମସ୍ତ ସମ୍ପର୍କ କୁ ବହୁତ ଦାଇତ୍ଵ ର ସହିତ ନିଭାଇଥାନ୍ତି । ଏମାନଙ୍କ ସ୍ତ୍ରୀ ଏବଂ ପିଲା ଙ୍କୁ ନେଇ ଯେତେବେଳେ କୌଣସି କଥା ଆସିଥାଏ, ସେତେବେଳେ ଏମାନେ ବହୁତ ଦାଇତ୍ଵବାନ ହୋଇଯାଆନ୍ତି । ଏମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇବା ସହିତ ତାହାର ସମସ୍ତ ଛୋଟ ବଡ ସମସ୍ୟା କୁ ବେସ ଭଲ ଭାବରେ ବୁଝିଥାନ୍ତି ।
୨- K;- ଏହି ନାମର ପୁଅମାନେ ବହୁତ କମ ବୟସରେ ଦାଇତ୍ଵ କୁ କିଭଳି ଭାବରେ ତୁଲାଇବାକୁ ହେବ ତାହା ଜାଣି ନେଇଥାନ୍ତି । ତାହା ଚାକିରି କ୍ଷେତ୍ର ହେଉ ଅଥବା ଘର ଗ୍ରହସ୍ତି ସମ୍ଭାଳିବା ହେଉ, ସମସ୍ତ ସ୍ଥିତି କୁ ଏମାନେ ବହୁତ ଭଲ ଭାବରେ ନିଭାଇଥାନ୍ତି ।
୩- L;- ଏହି ନାମ ର ପୁଅମାନେ ନିଜ ଦାଇତ୍ଵ ବହନ କରିବା ନିମନ୍ତେ କାହାଠାରୁ କମ ନୁହନ୍ତି । ଏମାନେ ନିଜ ସ୍ତ୍ରୀ କୁ ନିଜ ବେଷ୍ଟଫ୍ରେଣ୍ଡ ମାନିଥାନ୍ତି । ଏମାନଙ୍କର ତାଙ୍କ ସ୍ତ୍ରୀ ସହିତ ଖୁବ ଭଲ ଯୋଡି ବନିଥାଏ ।
୪- M;- ଏହି ନାମ ଥିବା ପୁଅମାନଙ୍କ ନିମନ୍ତେ ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ । ଏମାନେ ବିବାହ ଭଳି ପବିତ୍ର ସମ୍ପର୍କ ର ଗରିମା କୁ ବହୁତ ଉତ୍ତମ ଭାବରେ ବନାଇ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ପ୍ରେମ କରିବା ସହିତ ତାଙ୍କୁ ମାନ ସନମାନ ମଧ୍ୟ ଦେଇଥାନ୍ତି ।
୫- Y;- ଏହି ନାମର ପୁଅମାନେ ନିଜ ସ୍ତ୍ରୀ ଙ୍କୁ ପଲକରେ ବସାଇ ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି ପ୍ରକରାର ଦୁଖ ଆସିବାକୁ ଦେଇନଥାନ୍ତି । ଏହିଭଳି ପୁଅମାନେ ନିଜ ସ୍ତ୍ରୀ ଙ୍କୁ ସର୍ବଦା ଖୁସିରେ ଦେଖିବାକୁ ଚାହିଁଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।