ନମସ୍କାର ବନ୍ଧୁଗଣ ଆମ ଶରୀର ପାଞ୍ଚ ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି,ଏବଂ ଅଗ୍ନି । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ବାସ୍ତରୀ ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ । ଏବଂ ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେମ୍ପ୍ରଚର ମାଧ୍ୟମରେ ନିଆଁ ଅଥବା ଅଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି ।
ଏହି ପାଞ୍ଚ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ । ଏହି ମଧ୍ୟ ରୁ ଜଳ ତତ୍ତ୍ୱ ଯାହାକି ବାସ୍ତରୀ ପ୍ରତିଶତ ଆମ ଶରୀର ରେ ରହିଛି । ତାହାର ଅଧିକ ଏବଂ ଭଲ ରେ ଧ୍ୟାନ ରଖିଲେ ଜୀଵନ ରେ କେବେବି ଏବଂ କୌଣସି ବି ରୋଗ ହେବ ନାହିଁ । ଆଜି ବି ସାଉଥ ରେ ଲୋକମାନେ ବଡ଼ ତମ୍ବା ର ପାତ୍ର ରେ ରାତିରେ ଶୋଇବା ପୂର୍ବରୁ ପାଣି ଢାଳି ଦିଅନ୍ତି ଏବଂ ସକାଳୁ ଉଠି ସେହି ଜଳ କୁ ସେବନ କରନ୍ତି । ଏହା କୌଣସି ଧାର୍ମିକ କଥା ନୁହଁ । ଏହା ଏକ ପାଣି ପିଇବା ର ପ୍ରକ୍ରିୟା ।
ସଠିକ ପାଣି ପିଇବା ର ପ୍ରକ୍ରିୟାରେ ହେଉଛି ପ୍ରଥମେ ଏକ ତମ୍ବା ର ପାତ୍ର କିଣନ୍ତୁ । କିମ୍ବା ଏବେ ତମ୍ବା ର ଏକ ବୋତଲ ମଧ୍ୟ ମିଳୁଛି ତାକୁ ମଧ୍ୟ କିଣି ପାରିବେ । ଏବଂ ସେହି ବୋତଲ କିମ୍ବା ପାତ୍ର ରେ ରାତିରେ ପାଣି ଭର୍ତ୍ତି କରି । ତାକୁ ସକାଳେ ସେବନ କରନ୍ତୁ । ଏବଂ ଖାଲି ପେଟ ରେ ସେବନ କରିବା ଉଚିତ ଏବଂ ବାସି ମୁହଁରେ ସେବନ କରିବା ଆବଶ୍ୟକ ।
ତେବେ ଆଜି ଆମେ ପାଣି ସହ ଜୁଆଣି କୁ ପିଇବା ଦ୍ୱାରା ଶରୀର କୁ କଣ ଲାଭ ହୋଇଥାଏ ସେହି ସମ୍ପର୍କରେ ଆଲୋଚନା କରିବା ।
ଜୁଆଣି କୁ ଆପଣ ବିଭିନ୍ନ ପ୍ରକାର ରେ ବ୍ୟବହାର କରି ପାରିବେ । ତାକୁ ଆପଣ ପାଣି ସହ ନେଇ ପାରିବେ ନଚେତ କ୍ଷୀର ସହ ତାକୁ ଖାଲି ମଧ୍ୟ ନେଇ ପାରିବେ ନଚେତ ତାକୁ ରନ୍ଧା ଖାଦ୍ୟ ରେ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ସବୁଠାରୁ ଭଲ ଉପାୟ ହେଉଛି ଜୁଆଣି କୁ ରାତିରେ ଭିଜେଇ କି ରଖିଦେବେ ଏବଂ ସକାଳେ ସେହି ପାଣି କୁ ଫୁଟାଇ ଛାଣି କରି ପିଇ ପାରିବେ । ଏହା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳି ପାରିବ ।
ଏପରି କରିବା ଦ୍ୱାରା ଆପଣଙ୍କ ଓଜନ କମିଯିବ । ପେଟ ରେ ଚର୍ବି ମଧ୍ୟ କମିଯିବ । ତାଛଡା ଗ୍ୟାସ ସମସ୍ୟା ରହୁଥିଲେ ସେଥିରୁ ମଧ୍ୟ ଆରାମ ମିଳିବ । ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ ଲାଭଦାୟକ ସେମାନେଙ୍କ ସୁଗାର ମାତ୍ରା କୁ ନିୟନ୍ତ୍ରଣ କରିବ ଏବଂ ଶରୀର କୁ ସବଳ ମଧ୍ୟ କରିଥାଏ ଏବଂ ଇନ୍ସୁଲୀନ ର ମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ । ଏପରି କରିବା ଦ୍ୱାରା ଆପଣ ନିଜର ଉଚ୍ଚ ରକ୍ତ ଚାପ କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ ।
ଏହାଛଡା ଆପଣ ଙ୍କ ଆଣ୍ଠୁଗଣ୍ଠି ବିନ୍ଧା,ଅଣ୍ଟା ବିନ୍ଧା ଆଦି କୌଣସି ମାଂସପେଶୀୟ ଅସୁବିଧା ଥିଲେ ମଧ୍ୟ ତାହା ଏହି ପାଣିର ସେଵନ ଦ୍ୱାରା ଭଲ ହୋଇ ଯାଇଥାଏ । ତେଣୁ ଆପଣ ମାନେ ନିଜର ଘରେ ହିଁ ଏହି ଉପଚାର କରି ନିଜର ସ୍ୱାସ୍ଥ୍ୟ କୁ ଭଲ କରି ପାରିବେ ଏହାଦ୍ୱାରା ଆପଣ ଙ୍କୁ କୌଣସି ବାହାରକୁ ଯିବା କିମ୍ବା ଅଧିକ ଟଙ୍କା ପଇସା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।