ମାତ୍ର 1 ମାସ ମଧ୍ୟରେ ମୋଟାପା ହେଇଯିବ ଗାୟବ, ବାସ କରନ୍ତୁ ଏହି କାମ (Fitness Tips)

ବନ୍ଧୁଗଣ, ବର୍ତ୍ତମାନ ମନୁଷ୍ୟ ର ଜୀବନ ବହୁତ ବ୍ୟସ୍ତ ହୋଇଯାଇଅଛି । ଏହି ବ୍ୟସ୍ଥତା ମଧ୍ୟରେ ଆମ୍ଭେ ମାନେ ନିଜ ସ୍ୱାସ୍ଥ୍ୟ ଉପରେ ଭଲରେ ଧ୍ୟାନ ଦେଇପାରୁନାହୁଁ । ଏହିଭଳି ସ୍ଥିତିରେ ଶରୀରର ଓଜନ କେବେ ବଢିଯାଇଥାଏ ଏବଂ ଆମ୍ଭ ଶରୀରରେ ଚର୍ବି କେବେ ଜମା ହୋଇଯାଏ ତାହା ସହଜରେ କହି ହୁଏ ନାହିଁ । ମାତ୍ର ଧୀରେ ଧୀରେ ଯେତେବେଳେ ଆମ୍ଭେ ପିନ୍ଧିଥିବା ପୋଷାକ ଟାଇଟ ହେବାକୁ ଲାଗିଥାଏ ।

ଆମ୍ଭ ପେଟ ଆଗକୁ ବଢିବାକୁ ଲାଗେ ସେତେବେଳେ ଆମ୍ଭକୁ ଜଣାପଡିଥାଏ ଯେ, ଆମ୍ଭେ ମୋଟା ହୋଇ ଯାଇଛୁ । ଯେବେ ଲୋକେ ନିଜକୁ ଦେଖି ମୋଟା ଅନୁଭବ କରିବାକୁ ଲାଗିଥାନ୍ତି ତେବେ ସେମାନେ ନିଜର ମୋଟାପାକୁ କମ କରିବାକୁ ଲାଗିଯାଇଥାନ୍ତି । ଏହା ସାଧାରଣତ ଜାଣିଥାନ୍ତି ଯେ ଓଜନ ବଢାଇବା ବହୁତ ସହଜ ହୋଇଥାଏ । କିନ୍ତୁ ଓଜନ କମାଇବା ଏତେ ସହଜ ହୋଇନଥାଏ ।

ଆଜି ଆମ୍ଭେ ଆପଣଙ୍କୁ ଆପଣଙ୍କ ଶରୀରର ଓଜନ କମାଇବାର ଫର୍ମୁଲା ସମ୍ବନ୍ଧରେ କହିବାକୁ ଯାଉଅଛୁ ।  ଆଜି ଯେଉଁ ଉପାୟଟି କହିବାକୁ ଯାଉଅଛୁ ତାହା ଆପଣଙ୍କ ମୋଟପଣ କୁ କମାଇବା ସହିତ ଆପଣଙ୍କ ଶରୀରରେ ଜମିଥିବା ଚର୍ବି କୁ ମଧ୍ୟ ଘଟାଇଥାଏ । ଏହାକୁ ବନାଇବା ନିମନ୍ତେ ଆପଣଙ୍କୁ ଧଳା ଜିରା ୨୦୦ ଗ୍ରାମ ନିଅନ୍ତୁ । ଏହା ଯେକୌଣସି ଦୋକାନ ରୁ ଆପଣଙ୍କୁ ଅତି ସହଜରେ ମିଳିଯିବ ।

ଏହାପରେ ଆପଣ ୫୦୦ ଗ୍ରାମ ଦେଶୀ ମହୁ ନିଅନ୍ତୁ । ଆପଣ ଧଳା ଜୀରା କୁ ଛେଚି ତାହାକୁ ୩୦ ଭାଗ କରି ଦିଅନ୍ତୁ । ଏହା ସମୁଦାୟ ୩୦ ଦିନର ଔଷଧ ବନିବ । ଆପଣ ନୀତିଦିନ ରାତିରେ ଶୋଇବା ପୂର୍ବରୁ ୧ ଚାମଚ ମହୁ କୁ ଭାଗ କଟିଥିବା ୧ ଭାଗ ଜିରା ଏବଂ ଗରମ ପାଣି ରେ ମିଶାଇ ସେବନ କରନ୍ତୁ ।

ଏଭଳି ଯଦି କୌଣସି ମୋଟା ବ୍ୟକ୍ତି ୩୦ ଦିନ ପର୍ଯ୍ୟନ୍ତ କରନ୍ତି ଏବଂ ଏହା ସହିତ ଡାଇଟିଙ୍ଗ ତଥା ବ୍ୟାୟମ ମଧ୍ୟ କରନ୍ତି ତେବେ ୩୦ ଦିନ ମଧ୍ୟରେ ସମୁଦାୟ ୭ ରୁ ୧୦ କିଲୋ ଓଜନ କମାଇ ପାରିବେ । ଏହିଭଳି କରିବା ଦ୍ଵାରା ଏକ ମାସ ମଧ୍ୟରେ ଆପଣଙ୍କ ଚର୍ବି ଘଟିବାକୁ ଲାଗିଥାଏ । ଆପଣଙ୍କୁ ମୋଟାପ କମ କରିବାର ଏହି ଉପାୟ ଟି ଉଚିତ ଲାଗେ ତେବେ ଆପଣ ଏହାକୁ ନିଶ୍ଚିତ ପ୍ରୟୋଗ କରନ୍ତୁ ।

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ମୋଟାପଣ ଅତିଶୀଘ୍ର କମିଯାଉ ତେବେ ଆପଣ ନିଶ୍ଚିତ ଏହି ଉପାୟ ଟି ପ୍ରୟୋଗ କରି ଦେଖନ୍ତୁ । ଏହା ଆପଣଙ୍କ ଶରୀର ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହା ସହିତ ଆପଣ ୪୦ ମିନିଟ ପର୍ଯ୍ୟନ୍ତ କୌଣସି ବ୍ୟାୟାମ ମଧ୍ୟ କରନ୍ତୁ । ଆପଣଙ୍କ ମୋଟାପା ଅତିଶୀଘ୍ର କମିବାକୁ ଲାଗିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *