ମାତ୍ର 2 ମିନିଟ ରେ ଆପଣଙ୍କ ହଳଦିଆ ଓ ମଇଳା ଦାନ୍ତକୁ ମୋତି ପରି ଚମକାଇ ଦେବ, କେବଳ କରନ୍ତୁ ଏହି ଉପାୟ (Teeth whitening tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଏହିଭଳି ଚମତ୍କାରୀ ଘରୋଇ ଉପାୟଟି ନେଇ ଆସିଛୁ ଯେ, ଯାହା ଫଳରେ ଆପଣ ନିଜ ଦୁର୍ଗନ୍ଧ ହେଉଥିବା ହଳଦୀଆ ଦାନ୍ତ କୁ ଧଳା ତଥା ମୋତି ଭଳି ଚମକାଇ ପାରିବେ ।

କୌଣସି କାରଣରୁ ଯଦି ଆପଣ ଠିକସେ ବ୍ରଷ କରି ପାରୁନାହାନ୍ତି ତଥା ଆପଣଙ୍କ ମୁହଁ ଠିକସେ ଧୋଇ ପାରୁ ନାହାନ୍ତି । ଏହା ଫଳରେ ଆପଣଙ୍କ ଦାନ୍ତ ଖରାପ ତଥା ହଳଦୀଆ ହୋଇଥାଏ । ମାତ୍ର ଆଜି ଆପଣଙ୍କୁ ଯେଉଁ ଉପାୟ ଟି କହିବାକୁ ଯାଉଅଛୁ ଏହା ଆପଣଙ୍କ ହଳଦୀଆ ଦାନ୍ତ କୁ ସଂପୂର୍ଣ୍ଣ ଭାବରେ ଧଳା କରି ସୁନ୍ଦର ବନାଇ ଦେବ । ପ୍ରଥମେ ଆପଣ ଏକ ଲେମ୍ବୁ ନିଅନ୍ତୁ । ଏହାପରେ ଏହାକୁ ମଝିରୁ କାଟି ଦିଅନ୍ତୁ । ଗୋଟିଏ ପାତ୍ର ଆଣି ଆପଣ କଟିଥିବା ଲେମ୍ବୁ ର ରସ ବାହାର କରି ଦିଅନ୍ତୁ ।

ଏହାପରେ ଆପଣ ଅଧ ଚାମଚ ସେଥିରେ ଲୁଣ ମିସାଇ ଦିଅନ୍ତୁ । ଲେମ୍ବୁ ରସ ଏବଂ ଅଧ ଚାମଚ ଲୁଣ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ନିମ୍ବ ପତ୍ରର ପାଉଡର ମିଶାଇ ଦିଅନ୍ତୁ । ନିମ୍ବ ପତ୍ର ରେ ବହୁତ ଔଷଧୀୟ ଗୁଣ ରହିଅଛି । ଏହାକୁ ଆପଣ ନିଜ ଦାନ୍ତରେ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ବହୁତ ଲାଭ ମିଳିଥାଏ ।

ଶରୀର ନିମନ୍ତେ ଏହା ବହୁତ ଲାଭ ଦାୟକ ଅଟେ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣ କୁ ନିଜ ବ୍ରସ ମାଧ୍ୟମରେ ଦାନ୍ତରେ ପ୍ରୟୋଗ କରନ୍ତୁ । ଆପଣ ପ୍ରାଏ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ନିଜ ଦାନ୍ତରେ ଏହି ମିଶ୍ରଣ କୁ ଭଲ ଭାବରେ ପ୍ରୟୋଗ କରନ୍ତୁ ।

ଏହାପରେ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହାପରେ ଖାଲି ପାଣିରେ ନିଜ ଦାନ୍ତ ଧୋଇ ଦିଅନ୍ତୁ । ଏଭଳି ଭାବରେ ଆପଣ ନୀତିଦିନ ଏହି ଘରୋଇ ଉପାୟ ଟିକୁ ବନାଇ ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ । ଯଦି ଆପଣ ଚାହିଁବେ ତେବେ ଆପଣ ଏହାକୁ ରାତିରେ ମଧ୍ୟ ପ୍ରୟୋଗ କରି ପାରିବେ ।

ମାତ୍ର ୧୫ ଦିନ ପରେ ଆପଣ ଏହାର ଚମତ୍କାରିତା ଦେଖିପାରିବେ । ଆପଣଙ୍କ ଦାନ୍ତ ମୋତିଭଳି ଚମକିବା ସହିତ ଆପଣଙ୍କ ଦାନ୍ତରେ ହେଉଥିବା ଦୁର୍ଗନ୍ଧ ମଧ୍ୟ ସଂପୂର୍ଣ୍ଣ ଭାବରେ କ୍ଷୟ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘରୋଇ ଉପଚାର ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *