ଆଜିର ରାଶିଫଳ; 03 ଅଗଷ୍ଟ 2021 ମଙ୍ଗଳବାର – କେମିତି ରହିବ ଆଜି ଆପଣଙ୍କ ଦିନ

ମେଷ

ଭାଇମାନଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ | ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ | ଜୀବନସାଥୀଙ୍କ ସମ୍ମାନ କରନ୍ତୁ ତେବେ ସେ ବି ଆପଣଙ୍କ ସମ୍ମାନ କରିବେ | ଆଜି ଜୀବନସାଥୀଙ୍କ କଥା ଶୁଣନ୍ତୁ ଓ ଏହା ଆପଣଙ୍କ ପାଇଁ ଶୁଭ ରହିବ | ଏହା ସହିତ ତାଙ୍କର ସମ୍ମାନ ବି ଦିଅନ୍ତୁ | ପ୍ରିୟଜନଙ୍କ ସହିତ ସମୟ ବ୍ୟତୀତ କରନ୍ତୁ | ରଚନାତ୍‍ମକ କାର୍ଯ୍ୟରେ ରୁଚି ବଢିବ |

ବୃଷ

ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ | ଧନ ସମ୍ବନ୍ଧିତ କାର୍ଯ୍ୟରେ ନିରନ୍ତର ସଫଳତା ମିଳିବ | କୌଣସି କଥାକୁ ନେଇ ପରିବାରରେ କିଛି ସମସ୍ୟାର ରହିପାରେ | ଜୀବନସାଥୀଙ୍କ ସହିତ ପ୍ରେମ ଭରା ସମୟ ବ୍ୟତୀତ କରିବେ | ଭଲ କାର୍ଯ୍ୟ ନିବେଶ କରନ୍ତୁ | ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ |

ମିଥୁନ

ଆଜିର ଦିନ ଶୁଭ ରହିବ | ଆଜି ଆପଣଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ରହିବ | ସମସ୍ତ ପରିସ୍ଥିତିରେ ସଠିକ ନିଷ୍ପତି ନେଇ ପାରିବେ | ବ୍ୟାଙ୍କ ସହ ଜଡିତ ଲେନଦେନ ବହୁତ ସାବଧାନ ହୋଇ କରନ୍ତୁ | କୌଣସି ବିବାଦ ସାମ୍ନାକୁ ଯାଆନ୍ତୁ ନାହିଁ | ଜୀବନସାଥି ଆପଣଙ୍କ ସମସ୍ତ ବାଧାକୁ ଦୂର କରି ଦେବେ | ଦୈନିକ କାର୍ଯ୍ୟ ସମୟ ଉପରେ ପୁରା ହୋଇଯିବ |

କର୍କଟ

କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି | ଅଧିକ କ୍ରୋଧ କରନ୍ତୁ ନାହିଁ | କୌଣସି ବିବାଦ ହୋଇପାରେ | ପ୍ରେମ ସମ୍ବନ୍ଧରେ ସତର୍କ ହୋଇ ରୁହନ୍ତୁ | କାମ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ | ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ | ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦୁର ହେବ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ଅଛି | ଆପଣଙ୍କ ଖୁସିରେ ରହିବା ଆପଣଙ୍କ ପାଇଁ ଭଲ ଅଟେ |

ସିଂହ

କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ | ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ | ମନୋବଳ କମଜୋର ରହିବ | ଏହିଭଳି ଗତିବିଧିରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ପାରିବାରି ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ | ଖାଦ୍ୟପାନରେ ରୂଚି ବଢିବ | ସନ୍ତାନକୁ ନେଇ କିଛି ଚିନ୍ତା ରହି ପାରେ |

କନ୍ୟା

ଆଜିର ଦିନ ସାମାନ୍ୟ ଅଟେ | ଧନର ସ୍ଥିତି ବି ସାମାନ୍ୟ ରହିବ | ବଡ ଭାଇ ଭଉଣୀଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ | ଆବେଶରେ ଆସି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ | ଆଜି ଆପଣଙ୍କ ସାମ୍ନା ବିଭିନ୍ନ ଆର୍ଥିକ ସମସ୍ୟା ସହ ହୋଇ ପାରେ | କୌଣସି ବଡ ନିଷ୍ପତି ନେବା ପୂର୍ବରୁ ତାହାର ଭଲ ଓ ଖରାପ ପରିଣାମ ବିଷୟରେ ଚିନ୍ତା କରନ୍ତୁ |

ତୁଳା

ଭାଗ୍ୟ ସାଥ ଦେବ | ମସ୍ତିଷ୍କରେ ବିଭିନ୍ନ କଥା ଚିନ୍ତାରେ ରହିବ | ନିଜର ବାଣୀ ଦ୍ଵାରା ଲୋକମାନଙ୍କୁ ପ୍ରଭାବିତ କରିବେ | ମିତ୍ରାଙ୍କ ସହିତ ଭ୍ରମଣ କରି ପାରନ୍ତି | ଖାଦ୍ୟପାନ ସମୟରେ ସାବଧାନ ରୁହନ୍ତୁ | ବହୁତ ସମୟ ହେବ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ | କରଜରୁ ବି ମୁକ୍ତି ପାଇଯିବେ | ଟଙ୍କା ପୁନଃ ମିଳିବାର ଯୋଗ ଅଛି |

ବିଚ୍ଛା

ଆଜି ମନରେ ଅସନ୍ତୋଷ ରହିବ | କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତା କାରଣରୁ ଚିନ୍ତା ବଢିବ | ଚାକିରିରେ ନୂଆ ଦାୟିତ୍ଵ ମିଳିବ | ଯାତ୍ରା କରିବା ସମୟରେ ଦୁର୍ଘଟଣାର ଭୟ ରହିବ | ସ୍ଵାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ମହିଳାମାନେ ଚିନ୍ତିତ ରହି ପାରନ୍ତି | ଆପଣଙ୍କୁ ଆମଦାନୀରେ ନୂତନ ସ୍ରୋତ ମିଳିବ | କାର୍ଯ୍ୟ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଅନ୍ତୁ |

ଧନୁ

ଏହାର ଭରପୁର ଲାଭ ଉଠାନ୍ତୁ | ଆପଣ ନିଜ ମଧ୍ୟରେ ଲୁଚି ଥିବା ପ୍ରତିଭାକୁ ଉପଯୋଗ କରନ୍ତୁ | ପାରିବାରିକ ବାତାବରଣ ଆନନ୍ଦ ପୂର୍ଣ ରହିବ | ସଫଳତା ପ୍ରାପ୍ତ ହେବ | ସ୍ୱାସ୍ଥ୍ୟ ଭଲ ରହିବ | ନୀତି ମାଧ୍ୟମରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ | ରକ୍ତ ସମ୍ବନ୍ଧିତ ସମସ୍ୟା ଆସିପାରେ | ନିଜର ଭାବନାକୁ ସ୍ପଷ୍ଟବାଦୀ ରଖନ୍ତୁ |

ମକର

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କ୍ଷତି ହୋଇପାରେ | ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ | ଆପଣଙ୍କ ପୁତ୍ରୀ ଆପଣଙ୍କ ପାଇଁ ଆଜି ଏକ ଶୁଭ ଖବର ନେଇ ଆସିବେ | ପରସ୍ପରର ସମ୍ମାନ କରିବାକୁ ଚେଷ୍ଟା କରନ୍ତୁ | ବିବାଦରେ ଫସି ପାରନ୍ତି | ମନରୁ ଚିନ୍ତା ଦୂର ହେବ |

କୁମ୍ଭ

କୌଣସି ବି ପ୍ରକାରର ନିବେଶ କରିବା ପୂର୍ବରୁ ତାହା ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ | ଧନର ସ୍ଥିତି ମଜବୁତ ରହିବ | କୌଣସି ମହତ୍ଵପୂର୍ଣ ବିଷୟରେ ଆଜି ବିଚାର କରି ପାରନ୍ତି | ପରିବାରରେ କୌଣସି ଆଇନ ବିବାଦ ଆସିପାରେ | ଆୟରୁ ଅଧିକ ଧନ ଖର୍ଚ ହୋଇପାରେ | କୌଣସି କାର୍ଯ୍ୟ ଉପରେ ଧନ ଖର୍ଚ ହୋଇପାରେ |

ମୀନ

କୌଣସି ବିଶେଷ କାର୍ଯ୍ୟ ପାଇଁ ଯାତ୍ରା ଯୋଗ ହୋଇପାରେ | ପିଲାମାନଙ୍କ ମାର୍ଗଦର୍ଶନ କରନ୍ତୁ | ପାଚନତନ୍ତ୍ରରେ କଷ୍ଟ ହେବ | ନିବେଶ ଦ୍ଵାରା ଲାଭ ବାନ ହେବେ | ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ | ଜୀବନସାଥିଙ୍କ ସହିତ ସମ୍ବନ୍ଧରେ କିଛି ଭିନ୍ନତା ଆସିବ | କାର୍ଯ୍ୟ କ୍ଷେତ୍ରରେ ଅଳ୍ପ ପରିଶ୍ରମ କରିବାକୁ ପଡିବ | ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *