ପଇସାର ଅଭାବ ପ୍ରାୟ ଅଧିକାଂଶ ଲୋକଙ୍କ ମୁଖ୍ୟ ସମସ୍ଯା ରୂପେ ଦେଖା ଦେଇ ଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ଵାରା ଏହା ଦୂର କରା ଯାଇପାରେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ପୂର୍ଣ୍ଣିମା ଦିନ ସକାଳୁ ଓସ୍ତ ଗଛରେ ଜଳ ଦେବା ଦ୍ଵାରା ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କରିବା ଦ୍ଵାରା ଧୀରେ ଧୀରେ ପଇସାର ଅଭାବ ଦୂର ହୋଇ ଥାଏ ।
ଘରେ ଅଟା ରଖୁଥିବା ଜାଗାରେ ପାଞ୍ଚଟି ତୁଳଷୀ ପାତ୍ର ରଖିବା ଉଚିତ ଏବଂ ଶନିବାର ଦିନ ଅଟା ସହିତ ଅଳ୍ପ ଚଣାଗୁଣ୍ଡ ମିଶାଇବା ଦ୍ଵାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହେବ ସହିତ ଟଙ୍କା ପାଇଶାର ଅଭାବ ଦୂର ହୋଇ ଯାଏ । କୌଣସି ମାସର ଶୁକ୍ଲପକ୍ଷରେ ଗୋଟିଏ ନୋଟରେ ଲାଲ ସୂତାବାନ୍ଧି ରାଧା କୃଷ୍ଣଙ୍କ ଫଟ ପଛରେ ଲୁଚାଇକରି ରଖିବା ଉଚିତ ଏହି ପରି କିଛି ଦିନ କରିବା ଦ୍ଵାରା ମନସ୍କାମନା ପୂର୍ଣ ହୋଇ ଥାଏ ଏବଂ ପଇସାର ଅଭାବ ଦୂର ହୋଇଥାଏ ।
କୌଣସି ଶୁଭ ଦିନରେ ଖଣ୍ଡିଏ ରେଶମ କପଡାରେ ଏକଉଶିଟି ଗୋଟା ଚାଉଳ ବାନ୍ଧି ତାକୁ ଲକ୍ଷ୍ମୀଙ୍କ ପାଖରେ ପୂଜାକରି ପଇସା ରଖୁଥିବା ସ୍ଥାନରେ ରଖିଥିବା ପାଇଶାର ଅଭାବ ଦୂର ହୋଇଥାଏ । ରବିବାର ଦିନ ବରଗଛ ପତ୍ରରେ ନିଜ ମନସ୍କାମନା ଲେଖି ନଦୀରେ ପ୍ରବାହିତ କରିବା ଦ୍ଵାରା ମନସ୍କାମନା ପୂରଣ ହୋଇଥାଏ ଏବଂ ପାଇଶାର ଅଭାବ ରହେ ନାହିଁ । ୩ ଟି ଝାଡୁ ଆଣିକି ରବିବାର ଦିନ ଦେବୀ ମନ୍ଦିରରେ ଦାନ କରିବା ଦ୍ଵାରା ମଙ୍ଗଲ ହୋଇ ଥାଏ ଏବଂ ଅର୍ଥ ଅଭାବ ଦୂର ହୋଇ ଥାଏ ।
ରବିବାର ଦିନ ପ୍ରାଚୀନ ଶିବ ମନ୍ଦିର ଯାଇ ରୁଦ୍ରାକ୍ଷ ଚଢାଇବା ଦ୍ଵାରା ଅର୍ଥ ଅଭାବ ଦୂର ହୋଇଥାଏ ଏବଂ ଟଙ୍କା ପଇସାର ଆଗମନ ହୋଇଥାଏ । ଆଲମୀରା ର ମୁହଁ ଯଦି ଉତ୍ତର ଦିଗକୁ କରି ରହି ଥାଏ ଓ ଏଥିରେ ମା ଲକ୍ଷ୍ମୀ ଙ୍କ ଫଟ ରହିଥାଏ ତେବେ ଏହା ଖୁବ ଭଲ ଦେଖିବା ପାଇଁ ହୋଇଥାଏ ଓ ଧନ ମଧ୍ୟ ବୃଦ୍ଧି ହୋଇ ଥାଏ । ପଇସା ରଖିବା ଜାଗାରେ କେବଳ ଦରକାରୀ ଜୀଷ ରଖିବା କଥା ଆଉ କିଛି ନୁହେଁ ।
ଘରେ ଥିବା ଫୁଲ କୁଣ୍ଡରେ ସବୁ ବେଳେ ପାଣିଦେବା ଉଚିତ । ଯଦି କିଛି ଗଛ ସୁଖୀ ଯାଇଥିବ ତାହେଲେ ତୁରନ୍ତ ତାକୁ ହଟାଇ ଦେବା ଉଚିତ ହୋଇଥାଏ । ଶୋଇବା ଘରେ କେବେ ଭି ଦୁଆର ମୁହଁ ଆଡକୁ ଗୋଡ କରି ଶୋଇବା ଉଚିତ ନୁହେଁ । ପଶ୍ଚିମ ଦିଗକୁ ଗୋଡ କରି ଶୋଇବା ଦ୍ଵାରା ଭାଗ୍ୟ ବଦଳି ଥାଏ । କେବେ ଭି ଦକ୍ଷିଣ ଦିଗକକୁ ପାଦ କରି ଶୋଇବା କଥା ନୁହେଁ ଏହା କରିବା ଦ୍ଵାରା ଆମ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ।
ଆପଣ ନିଦ୍ରାହୀନ ହୋଇ ବିଭିନ୍ନ ରୋଗରେ ପଡି ପାରନ୍ତି । କଣ୍ଟା ଜାତୀୟ ଗଛ ରଖିବା ଉଚ୍ଚିତ ନୁହେଁ । ଘରେ ଥିବା ଜିନିଷ ସବୁ ବେଳେ ଆବାଜ କରିବା ଦ୍ଵାରା ଆପଣଙ୍କ ପାଇଁ ଅଶୁଭ ହୋଇ ଥାଏ । ଆପଣଙ୍କ ଘରେ ଅତିଥି ମାନଙ୍କ ପାଇଁ ତିଆରି ହୋଇଥିବା ରୁମ ଉତ୍ତର କିମ୍ବା ପଶ୍ଚିମ ଦିଗ କରି ରହିଥିଲ୍ଲେ ଆହୁରି ଭଲ ହୋଇ ଥାଏ ଆପଣଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ ଖୁବ ଭଲ ହୋଇ ଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।