Jyotish Shastra- ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ ଜାତକରେ ଅଛି କେତୋଟି ସନ୍ତାନ ଯୋଗ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ପରେ ସନ୍ତାନ ହେବା ଭାରତୀୟ ପରମ୍ପରା ର ଏକ ଅଭିନ୍ନ ଅଙ୍ଗ ଅଟେ । ସନ୍ତାନ ସୁଖ ହେଉଛି ଦୁନିଆ ର ସବୁଠାରୁ ବଡ଼ ସୁଖ । କେଉଁ ବ୍ୟକ୍ତି ଜୀବନ ରେ କେତୋଟି ସନ୍ତାନ ର ଯୋଗ ରହିଛି ତାହା କହିବା ଅସମ୍ଭବ ।

ଏହା କେବଳ ଈଶ୍ୱର ଙ୍କୁ ହିଁ ଜଣା । ଈଶ୍ୱର ହିଁ ଏହାର ଉତ୍ତର ଦେଇ ପାରିବେ । କିନ୍ତୁ କୌଣସି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ଏହି ବିଷୟରେ ଜଣା ପଡ଼ିଥାଏ । ଯାହା ସମ୍ପୂର୍ଣ୍ଣ ରୂପରେ ବିଶ୍ୱାସ ଉପରେ ନିର୍ଭରଶୀଳ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ନାମ ର ପ୍ରଥମ ଅକ୍ଷର ବିଷୟରେ କହିବୁ ଯେଉଁ ମାନଙ୍କ କୁଣ୍ଡଳୀ ରେ କେତୋଟି ସନ୍ତାନ ଯୋଗ ରହିଛି ତାହା ଆପଣ ଜାଣି ପାରିବେ ।

ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ଯେପରି ବ୍ୟକ୍ତି ର ସ୍ଵଭାବ ବିଷୟରେ ଜଣା ପଡ଼ିଥାଏ ଠିକ ସେହିପରି ଭାବରେ ସନ୍ତାନ ଯୋଗ ମଧ୍ୟ ଜଣା ପଡ଼ିବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା ।

୧. A, S ଏବଂ M- ଯେଉଁ ବ୍ୟକ୍ତି ଙ୍କ ନାମ ଏହି ୩ ଟି ଅକ୍ଷର ମଧ୍ୟରୁ ଯେ କୌଣସି ଗୋଟିଏ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନଙ୍କ କୁଣ୍ଡଳୀ ରେ ଦୁଇଟି ସନ୍ତାନ ର ଯୋଗ ରହିଛି । ଏହି ନାମ ଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କ ଜୀବନ ରେ ଧନର ଆଦୋୖ ଅଭାବ ନଥାଏ । ସନ୍ତାନ କ୍ଷେତ୍ରରେ ଏମାନେ ପରମ ସୁଖ ପାଇଥାନ୍ତି । ଏମାନଙ୍କ ସନ୍ତାନ ମଧ୍ୟ ଭବିଷ୍ୟତ ରେ ନିଜ ମାତାପିତା ଙ୍କ ନାମ କୁ ଉଜ୍ଜ୍ୱଳ କରିଥାନ୍ତି । ଏହା ସ୍ପଷ୍ଟ ଯେ ନିଜ ସନ୍ତାନ ଙ୍କୁ ନେଇ ଏହି ନାମର ବ୍ୟକ୍ତି ଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ରହିନାହିଁ ।

୨. I,V ଏବଂ Y- ଯେଉଁ ବ୍ୟକ୍ତି ଙ୍କ ନାମ ଏହି ଅକ୍ଷର ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଲାଜକୁରା ସ୍ଵଭାବ ର ହୋଇଥାନ୍ତି । ଏହି ନାମର ବ୍ୟକ୍ତି ସମାଜ ରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି । ସନ୍ତାନ କ୍ଷେତ୍ରରେ ଏମାନଙ୍କ କୁଣ୍ଡଳୀ ରେ ମାତ୍ର ଗୋଟିଏ ସନ୍ତାନ ର ଯୋଗ ରହିଛି । ତେଣୁ ଏମାନଙ୍କୁ ବହୁତ ସମ୍ଭାଳି ରହିବାକୁ ପଡ଼ିଥାଏ । କିନ୍ତୁ ଏମାନଙ୍କ ଗୋଟିଏ ସନ୍ତାନ ହିଁ ଏମାନଙ୍କ ସେବା କରିଥାଏ ଏବଂ ବୃଦ୍ଧାବସ୍ଥା ରେ କୌଣସି ପ୍ରକାର ଅସୁବିଧା ହେବାକୁ ଦେଇ ନଥାଏ ।

୩. D, P ଏବଂ B – ଯେଉଁ ବ୍ୟକ୍ତି ଙ୍କ ନାମ ଏହି ଅକ୍ଷର ମଧ୍ୟରୁ କୌଣସି ଗୋଟିଏ ରୁ ଆରମ୍ଭ ହୋଇଥାଏ ସେମାନଙ୍କ କୁଣ୍ଡଳୀ ରେ କେବଳ ଗୋଟିଏ ସନ୍ତାନ ର ଯୋଗ ରହିଥାଏ । କିନ୍ତୁ ଯଦି ଏମାନଙ୍କ ପାର୍ଟନର୍ ଙ୍କ ନାମ S ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଏମାନଙ୍କ କୁଣ୍ଡଳୀ ରେ ୩ଟି ସନ୍ତାନ ର ଯୋଗ ରହିଛି । ଏମାନଙ୍କ ଜୀବନ ରେ କେବେବି ପଇସା ର ଅଭାବ ନଥାଏ ଏବଂ ଏମାନେ ସନ୍ତାନ ସୁଖ ଭୋଗ କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *