ପ୍ରତିଦିନ ତୁଳସୀର ସେବନ ଦ୍ଵାରା ଶରୀରକୁ ମିଳିଥାଏ ଲାଭକାରୀ ଫାଇଦା ! ଜାଣନ୍ତୁ ତୁଳସୀର ଚମତ୍କାରୀ ସ୍ଵାସ୍ଥଗତ ଉପକାରୀତା !

ଭାରତୀୟ ସଂସ୍କୃତିରେ ତୁଳସୀକୁ ସବୁ ହିନ୍ଦୁ ଧର୍ମର ଲୋକେ ଏହାକୁ ପୂଜନ କରିଥାନ୍ତି । ତେବେ ଆୟୁରଭେଦ ଅନୁସାରେ ତୁଳସୀର ଅନେକ ଉପକାରୀତା ରହିଛି ବୋଲି ବର୍ଣ୍ଣିତ ଅଛି । ତୁଳସୀରୁ ପ୍ରସ୍ତୁତ ଅନେକ ଔଷଧ ଅନେକ ରୋଗ, ବେମାରୀକୁ ଦୂର କରିଥାଏ । ତେବେ ବନ୍ଧୁଗଣ ତୁଳସୀ ପତ୍ରକୁ ସକାଳୁ ଖାଲି ପେଟରେ ସେବନ କରିବା ଦ୍ଵାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ । ଏହି ବିଷୟରେ ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ।

1- ଯେଉଁ ବ୍ୟକ୍ତିମାନେ ଶକ୍ତିହୀନ ସମସ୍ଯାରେ ରହିଥାନ୍ତି । ବା କୌଣସି ନା କୌଣସି କଥା ପାଇଁ ଅନେକ ସମୟରେ ଚିନ୍ତାରେ ରହୁଥାନ୍ତି । ତେବେ ସେହି ସବୁ ବ୍ୟକ୍ତି ମାନେ ସକାଳୁ ଖାଲି ପେଟରେ 4 ଟି ତୁଳସୀ ପତ୍ରର ସେବନ କରିବା ଉଚିତ । ଯାହା ଦ୍ଵାରା ସେହି ବ୍ୟକ୍ତି ମାନଙ୍କର ମନ ପ୍ରଫୁଲ୍ଲିତ ରହିବା ସହ ଚିଡିଚିଡାପଣ ମଧ୍ୟ ଦୂର ହୋଇଥାଏ ।

2- ଯେଉଁ ବ୍ୟକ୍ତି ମାନେ ମଧୁମେହ ବା ହାଇ ବିପି ରୋଗୀ ହୋଇଥାନ୍ତି । ତେବେ ସେହି ଲୋକ ମାନଙ୍କ ପାଇଁ ମଧ୍ୟ ତୁଳସୀର ଲାଭକାରୀତା ବହୁତ ରହିଛି । ପ୍ରତିଦିନ ଖାଲି ପେଟରେ ତୁଳସୀର ସେବନ କରିବା ଦ୍ଵାରା ସେହି ସମସ୍ଯାରୁ ମୁକ୍ତି ମିଳିଥାଏ । ବ ସେହି ସବୁ ସମସ୍ଯା ନିୟନ୍ତ୍ରଣ ହୋଇକି ରହିଥାଏ ।

3- ଯେଉଁ ବ୍ୟକ୍ତି ମାନଙ୍କର ମୁଣ୍ଡବିଧା ଭଳି ପ୍ରୋବ୍ଲେମ ସବୁବେଳେ ହେଉଥାଏ । ସେଥିଆପୀନ କିଛି ତୁଳସୀ ପତ୍ରକୁ 1 ଗ୍ଳାସ ପାଣିରେ ପକାଇ ଫୁଟାନ୍ତୁ । ତାହାପରେ ତାହାର ସେବନ କରନ୍ତୁ । ଯାହା ଦ୍ଵାରା ବ୍ୟକ୍ତିର ମୁଣ୍ଡବିନ୍ଧାରୁ ଖୁବ ଶୀଘ୍ର ଆରାମ ମିଳିବ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ତେବେ ବାରମ୍ବାର ଯଦି ଆପଣଙ୍କର ଅସହ୍ୟ ମୁଣ୍ଡ ବିନ୍ଧା ଅନୁଭୂତ ହେଉଥାଏ ।

ତେବେ ସେମାନେ ନିହାତି ଭାବେ ତୁଳସୀକୁ ପାଣିରେ ପକାଇ ଅଳ୍ପ ସମୟ ଫୁଟାଇ ତାହାର ସେବନ କରି ଦିଅନ୍ତୁ । କିଛି ଦିନରେ ଆପଣଙ୍କର ମୁଣ୍ଡବିନ୍ଧା ସଂପୂର୍ଣ୍ଣ ଭାବେ ଗାୟବ ହୋଇଯିବ । ତେବେ ବନ୍ଧୁଗଣ ତୁଳସୀ ପତ୍ରର ଏହିଭଳି ଅନେକ ଫାଇଦା ରହିଅଛି । ଯାହାର ସକାଳୁ ସକାଳୁ ଖାଲି ପେଟରେ ସେବନ ଦ୍ଵାରା ଶରୀରକୁ ଅନେକ ଚମତ୍କାରୀ ସ୍ଵାସ୍ଥଗତ ଫାଇଦା ଯୋଗାଇ ଦେଇଥାଏ ।

ତେବେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତୁଳସୀ ପତ୍ରର ଆରମରେ ସେବନ ମଧ୍ୟ କରିପାରିବେ । କାରଣ ତୁଳସୀ ଆଧ୍ୟାତ୍ମିକ ଓ ସ୍ଵାସ୍ଥଗତ ଉଭୟ ଦ୍ରୁଷ୍ଟିରୁ ବହୁତ ଲାଭବାନ ହୋଇଥାଏ । ତେଣୁ ପ୍ରତ୍ଯେକଙ୍କ ଘରେ ଘରେ ତୁଳସୀ ପତ୍ର ଲଗା ଯାଇଥିବାର ଥିବାର ଦେଖାଯାଇଥାଏ । ସେବନ ଆଗକୁ ମଧ୍ୟ ଏହିଭଳି ଶିକ୍ଷଣୀଯ କଥା ଜାଣିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *