ଆଜି ଆମେ ଆପଣ ମାନଙ୍କୁ ଆମେରିକା ଦେଶ ରାଷ୍ଚ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ସଂମ୍ପର୍ଣ୍ଣ ସଂମ୍ପପତୀ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ଏହା ସହିତ ଆପଣ ମାନଙ୍କୁ ଆମେ କହିବୁ କି ତାଙ୍କର କିଛି ଅଜଣା ରହସ୍ୟ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଏହି ବର୍ଷ ଆମେରିକା ରେ ଇଲେକ୍ସନ ହେବାକୁ ଯାଉଛନ୍ତି ।
ସମଗ୍ର ବିଶ୍ୱ ର ଶକ୍ତି ଶାଳୀ ଦେଶର ରାଷ୍ଟ୍ର ପତି ଏବଂ ଦୁନିଆଁ ର ସବୁଠୁ ଶକ୍ତିଶାଳୀ ରାଜନେତା । ଆପଣ ମାନେ କଣ ଜାଣିଛନ୍ତି ଡୋନାଲଡ ଟ୍ରମ୍ପ ପଲିଟିକ୍ସ କୁ ଆସିବା ପୂର୍ବ ରୁ ମୁକେସ୍ ଆମ୍ବାନୀ ଙ୍କ ପରି ଜଣେ ବିଜନେସ୍ ମ୍ୟନ୍ ଥିଲେ । ତେବେ ତାଙ୍କର କମ୍ପୀନୀ ଙ୍କ ନାମ ହେଲା ଦ ଟ୍ରମ୍ପ ଓର୍ଗାନାଇଜେସନ୍ । ଏବଂ ଏହି କମ୍ପାନୀ ର ସାଖା ପାଖା ପାଖି 20 ଟି ଦେଶ ରେ ରହିଛି ।
ତାଙ୍କର କମ୍ପୀନୀ ରେଷ୍ଟୁରାଣ୍ଟ ଏବଂ କୋସିନୋ ସବୁ ତିଆରୀ କରି ଥାଏ । ଆପଣ ମାନଙ୍କୁ ସୂଚନା ଦେବୁ କି 1977 ମସିହା ରେ ଡୋନାଲଡ ଟ୍ରମ୍ପ ଙ୍କ ବିବାହ ହୋଇ ଥିଲା ଏବଂ ତାଙ୍କର ନାମ ମାର୍ଲା ଥିଲା । ପରେ ଦ୍ୱତୀୟ ସ୍ତ୍ରୀ 1993 ରେ ବିବାହ କରି ଥିଲେ ମେଲାନିଆ ଙ୍କୁ ।
ଏବଂ ପରେ ବର୍ତମାନ ସମୟ ରେ ତାଙ୍କର ବର୍ତମାନ ସ୍ତ୍ରୀ ମେଲାନିଆ ଟ୍ରମମ୍ପ ରହିଛନ୍ତି । ଜାହାଙ୍କୁ ସେ 2005 ମସିହା ରେ ବାହା ହୋଇ ଥିଲେ । ତାଙ୍କର 5 ଜଣ ସନ୍ତାନ ରହିଛନ୍ତି ।
ସେହି ପରି ବେଳେ ଆମେ ଯଦି ତାଙ୍କର ମୋଟ ସଂମ୍ପତୀ ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ତାଙ୍କର ମୋଟ୍ ସଂମ୍ପତୀ ହେବା 210 କୋଟି ଡଲାର୍ । ଯଦି୍ ଆମେ ଇଣ୍ଡିଆନ୍ ରୁପି ରେ କନଭୋର୍ଟ କରିବା ତେବେ 15 ହଜାର 750 କୋଟି ଟଙ୍କା ହେବ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।