Vastu Shastra- ଏହି 3 ଟି ପକ୍ଷୀ ଘରକୁ ଆସିବା ଦ୍ଵାରା ମଣିଷ ହୋଇଯାଏ ଭିକାରୀ, କେବଳ ଏହି 1 ପକ୍ଷୀ ଦେଇଥାଏ ଧନଲାଭର ସଙ୍କେତ

ବନ୍ଧୁଗଣ ଏହି ଦୁନିଆରେ ବିଭିନ୍ନ ପ୍ରକାରର ପକ୍ଷୀ ଅଛନ୍ତି । କିଛି ପକ୍ଷୀ ମଣିଷ ମାନଙ୍କ ପାଇଁ ଶୁଭ ହୋଇଥାନ୍ତି ତ ଅନ୍ୟ କିଛି ମଣିଷ ମାନଙ୍କ ପାଇଁ ଅଶୁଭ ।

ଏହି ଦୁନିଆରେ ଏପରି କିଛି ପକ୍ଷୀ ଅଛନ୍ତି ଯେଉଁମାନେ ଘରକୁ ଆସିବା ଦ୍ଵାରା ଘର ବରବାଦ ହୋଇଯାଇଥାଏ । ଆପଣ ଏହାକୁ ଅନ୍ଧ ବିଶ୍ଵାସ ଭାବନ୍ତୁ ନାହିଁ କାରଣ ଏହି ମାନ୍ୟତା ପ୍ରାଚୀନ କାଳରୁ ରହି ଆସିଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ପକ୍ଷୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଘରକୁ ଆସିବା ଦ୍ଵାରା ଘର ବରବାଦ ହୋଇଥାଏ ଓ ଏହି ପକ୍ଷୀ ମାନେ ଗର୍ଭବତୀ ମହିଳା ମାନଙ୍କ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ପକ୍ଷୀ ଗୁଡିକ ବିଷୟରେ ।

ବାଦୁଡି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବାଦୁଡି । ପୌରାଣିକ ମାନ୍ୟତା ଅନୁସାରେ ଯଦି କୌଣସି ଘରେ ବାଦୁଡି ପଶିଯିବେ ତା ହେଲେ ସେହି ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଇଥାଏ । ଯାହାଫଳରେ ସେହି ଘରେ ରୋଗ, ଦରିଦ୍ରତା ଓ ବରବାଦି ଆସିଯାଇଥାଏ । ଯଦି କୌଣସି ଘରେ ବାଦୁଡି ବସା ବାନ୍ଧି ରହିଥାଏ ତା ହେଲେ ସେହି ଘରେ ଥିବା ପରିବାର ଭାଙ୍ଗି ଯାଇଥାଏ ।

କାଉ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି କାଉ । ପୌରାଣିକ ମାନ୍ୟତା ଅନୁସାରେ ଯଦି କାଉ କୌଣସି ଘରକୁ ବାରମ୍ବାର ଆସୁଥିବ ବା କୌଣସି ଘରେ ବାସ ବାନ୍ଧିଥିବ ତା ହେଲେ ଏହା ସେହି ଘର ପାଇଁ ବହୁତ ଅଶୁଭ ହୋଇଥାଏ । ଅନ୍ୟ ପକ୍ଷରେ ସ୍ଵପ୍ନରେ ଯଦି କାଉ ଆସିବ ତା ହେଲେ ଏହା କିଛି ସଙ୍କେତକୁ ଜଣାଇଥାଏ । ଯଦି ଆପଣଙ୍କ ଘରେ କାଉ ବସା ବାନ୍ଧିଛି ତା ହେଲେ ଆପଣ ଦରିଦ୍ରତାରେ ବୁଡି ଯିବେ ।

ପାରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ପାରା । ବନ୍ଧୁଗଣ ଯଦି ଆପଣଙ୍କ ଘରକୁ ପାରା ଆସୁଥିବ ବା ଆପଣଙ୍କ ଘରେ ପାରା ବସା ବାନ୍ଧି ରହିଥିବ ତା ହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ । ଘର ମଧ୍ୟରେ ପାରା ରହିଲେ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ଓ ମଣିଷ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯାଇଥାଏ । ପାରା ଆସିବ ଦ୍ଵାରା ମଣିଷର ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ ଓ ସେହି ମଣିଷ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥାଏ ।

ପେଚା- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ପେଚା । ପୌରାଣିକ ମାନ୍ୟତା ଅନୁସାରେ ଯଦି ଆପଣଙ୍କ ଘରକୁ ବାରମ୍ବାର ପେଚା ଆସୁଥିବ ବା ଏକ ନିର୍ଦ୍ଧିଷ୍ଟ ଦିଗରୁ ସେ ରାବୁଥିବ ତା ହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହୋଇଥାଏ । ଯଦି ପେଚା କେବଳ ଗୋଟିଏ ଥର ଘରକୁ ଆସିଥାଏ ତା ହେଲେ ଏହା ବହୁତ ଶୁଭ ହୋଇଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ବନ୍ଧୁଗଣ ଯଦି ପେଚା ବାରମ୍ବାର ଘରକୁ ଆସିବ ତା ହେଲେ ଘର ବରବାଦ ହୋଇପାରେ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *