ପୁରୁଷ ଙ୍କୁ ଏହି 3 ଟି କାମ କରିବା ସମୟରେ ବିଲକୁଲ ବି ଲାଜ କରିବା କଥା ନୁହେଁ, ପୁରୁଷମାନେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ମନୁଷ୍ୟ କୁ ତିନୋଟି କାମ କରିବା ପାଇଁ ଡରିବା ଆବଶ୍ୟକ ନୁହେଁ। ନ ହେଲେ ଏହି ଜିନିଷ ଆପଣ ଙ୍କୁ କେବେବି ପ୍ରାପ୍ତ ହେବ ନାହିଁ। ଖାସ କରିକି ଏହା ପୁରୁଷ ମାନଙ୍କ ପାଇଁ ଜାଣିବା କଥା।

ପ୍ରାୟତଃ କିଛି ଲୋକ ଏପରି ହୋଇଥାନ୍ତି ଯିଏ ବିନା କୌଣସି କଥା ରେ ଡରିବାକୁ ଲାଗିଥାନ୍ତି। ସେଥିପାଇଁ ସେମାନଂକୁ ଅନେକ ଅସୁବିଧା ର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ। ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଆମକୁ କେବେବି ଏହି ତିନୋଟି ଜିନିଷ ରୁ କେବେବି ଡରିବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ତିନୋଟି ଜିନିଷ କଣ କଣ ଜାଣିନେବା।

୧-ପ୍ରଥମରେ ହେଉଛି ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଦୁଃଖ,କଷ୍ଟ,ଗରିବୀ ଏବଂ କୌଣସି ବି କଠୋର ପରୀକ୍ଷା ରୁ କେବେବି ଡରିବା ଉଚିତ ନୁହେଁ। କାରଣ ଆମେ ଯେତେ ଏହି ଜିନିଷ ପ୍ରତି ଡରିବା ଆମେ ସେତେ ଦୁର୍ବଳ ହୋଇଯିବା। ତେଣୁ ଏହି ପରିସ୍ଥିତି ରେ ସର୍ଵଦା ଆମକୁ ତାର ନିଡର ଭାବେ ସାମ୍ନା କରିବା ଆବଶ୍ୟକ ଏବଂ ନିଜର ସେହି ପରିସ୍ଥିତି କୁ ସୁଧାରିବା ପାଇଁ ଚେଷ୍ଟା ମଧ୍ୟ କରିବା ଉଚିତ।

୨- ଦ୍ଵିତୀୟ ରେ ହେଉଛି ଆପଣ ଙ୍କ ମନରେ ଯେତେ ଡର କିମ୍ବା ଯେତେ ଚିନ୍ତା ଥିଲେ ମଧ୍ୟ ତାକୁ କେବେ ବାହାରକୁ ପ୍ରକାଶ କରନ୍ତୁ ନାହିଁ। କାରଣ ଯଦି ଗୋଟିଏ ଝିଅ ଆପଣ ଙ୍କ ଉପରେ ନିର୍ଭର ଥାଏ ଏବଂ ତାର ସବୁ କଥା ରେ ଯଦି ଆପଣ ଡ଼ରିବେ କିମ୍ବା ଚିନ୍ତା କରିବେ ତେବେ ତାର ମନୋବଳ ଭାଙ୍ଗିବା ସହ ଆପଣ ଙ୍କୁ ମଧ୍ୟ ଲଜ୍ଜା ଲାଗିଥାଏ ଏବଂ ଯେଉଁ ପୁରୁଷ ନିଡର ଭାବେ କାର୍ଯ୍ୟ କରେ କିମ୍ବା ପରିସ୍ଥିତି ର ସାମ୍ନା କରିଥାଏ ତାକୁ ସେ ଝିଅ ନିଜ ହିରୋ ବୋଲି ଭାବି ଦେଇଥାଏ ତେଣୁ ସର୍ଵଦା ମନ ଭିତରେ ଯେତେ ଚିନ୍ତା କିମ୍ବା କଷ୍ଟ ଥିଲେ ମଧ୍ୟ ତାକୁ କେବେ ପ୍ରକାଶ କରନ୍ତୁ ନାହିଁ।

୩- ତୃତୀୟ ରେ ହେଉଛି ଝିଅ କୁ ନିଜ ପ୍ରେମ କୁ ପ୍ରକଟ କରିବାରେ କେବେ ବି ଡେରି କରିବା କିମ୍ବା ଲାଜ କରିବା ତଥା ଡରିବା ଉଚିତ ନୁହେଁ। ଯଦି ସେ ଝିଅ ମଧ୍ୟ ଆପଣ ଙ୍କୁ ପ୍ରେମ କରୁଛି ଏବଂ ଆପଣ ମଧ୍ୟ ସେହି ଝିଅ କୁ ପ୍ରେମ କରୁଛନ୍ତି ତେବେ ସେ ଝିଅ ଆଶା କରେ କି ଆପଣ ନିଜ ମନ ର କଥା ଆଗେ କୁହନ୍ତୁ ତେଣୁ ସର୍ଵଦା ନିଜ ପ୍ରେମ ନିବେଦନ ପୁରୁଷ ମାନେ ପ୍ରଥମେ କରିଥାଆନ୍ତି।

ତେଣୁ ନିଜ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ଏବଂ ଏହା ଛଡା ନିଜ ବାସ ରାତି ରେ ମଧ୍ୟ ପୁରୁଷ ମାନେ କେବେ ଲାଜ କିମ୍ବା ଡରିବା ଉଚିତ ନୁହେଁ ନହେଲେ ଆପଣ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *