ମରିଗଲେ ବି ଏହି ୩ ଟି ଝିଅଙ୍କୁ କେବେ ହେଲେ ବିବାହ କରିବେ ନାହିଁ, ନହେଲେ ହେବ ପରିବାର ସର୍ବନାଶ- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ହେଉଛି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ । ଏହି ଗ୍ରନ୍ଥରେ ମଣିଷ ଜୀବନକୁ ସୁଖମୟ ଓ ସଫଳମୟ କରିବା ପାଇଁ କିଛି ନୀତି ବିଷୟରେ ଉଲ୍ଲେଖ କରାଯାଇଛି । ଏହି ନୀତି ଗ୍ରନ୍ଥ ମାନବକୁ ତାର ଜୀବନର କିଛି ବିଶେଷ ମୁହୂର୍ତରେ ବ୍ୟବହାରିକ ଶିକ୍ଷା ଦେଇଥାଏ ।

ବନ୍ଧୁଗଣ ଚାଣକ୍ୟ ହେଉଛନ୍ତି ଜଣେ ମହାନ ଜ୍ଞାନୀ ଯିଏ ନିଜ ନୀତିଗ୍ରନ୍ଥ ଦ୍ଵାରା ଚନ୍ଦ୍ର ଗୁପ୍ତ ମୋର୍ଜ୍ୟଙ୍କୁ ରାଜଗଦିରେ ବସେଇ ଦେଇଥିଲେ । ବନ୍ଧୁଗଣ ଚାଣକ୍ୟ ନିଜ ନୀତିଗ୍ରନ୍ଥରେ ମହିଳା ମାନଙ୍କ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି ।

ବନ୍ଧୁଗଣ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କାରଣ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ ବା ନର୍କରେ ପରିଣତ କରିଥାଏ । ବନ୍ଧୁଗଣ ଚାଣକ୍ୟ ନିଜ ନୀତିଗ୍ରନ୍ଥରେ ଏପରି କିଛି ମହିଳା ମାନଙ୍କ ବିଷୟରେ କହିଛନ୍ତି ଯାହାକୁ ପୁରୁଷ ମାନେ ଭୁଲ ସେ ମଧ୍ୟ ବିବାହ କରିବା ଉଚିତ ନୁହେଁ । ଏହି ମହିଳା ମାନଙ୍କୁ ବିବାହ କରିବା ଦ୍ଵାରା ପୁରୁଷଙ୍କ ଜୀବନ ନର୍କ ପାଲଟି ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଯେଉଁ ଝିଅ ମାନଙ୍କର ଅନେକ ସ-ମ୍ବ-ନ୍ଧ ରହିଥାଏ ସେହି ଝିଅ ମାନଙ୍କ ସହ ଭୁଲ ସେ ମଧ୍ୟ ବିବାହ କରନ୍ତୁ ନାହିଁ । ଏମିତି ଝିଅ କେବେ ବି କାହାର ଉପକାର କରିପାରନ୍ତି ନାହିଁ ଏବଂ ଯେତେବେଳେ ସମୟ ପଡିବ ସେତେବେଳେ ଏମାନେ ନିଜ ସ୍ଵାମୀ ମାନଙ୍କୁ ମଧ୍ୟ ତ୍ୟାଗ କରିପାରନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ଆପଣ ଏହି ଝିଅଙ୍କୁ ବିବାହ କରିବେ ତା ହେଲେ ଆପଣଙ୍କ ଜୀବନ ନର୍କରେ ବଦଳିଯିବ । ତେଣୁ ବନ୍ଧୁଗଣ ଏହି ଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

୨. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଯେଉଁ ଝିଅ ମାନେ ଧନ ପାଇବା ପାଇଁ ସବୁ କିଛି କରିଥାନ୍ତି ସେହି ଝିଅ ମାନଙ୍କ ଠାରୁ ଆପଣ ମାନେ ଦୂରେଇ ରହିବା ଉଚିତ । କାରଣ ଏହି ଝିଅ ମାନଙ୍କୁ ବିବାହ କରିଲେ ଘରେ ସର୍ବଦା କଳହ ଓ ଝଗଡା ଲାଗିରହିଥାଏ କାରଣ ଏହି ଝିଅ ମାନେ ସବୁବେଳେ ଟଙ୍କା ମାଗିଥାନ୍ତି । ଏମାନେ ଟଙ୍କା ପାଇଁ ନିଜର ସବୁ ସୀମାକୁ ପାର କରିଦେଇଥାନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଝିଅ ମାନଙ୍କୁ ଭୁଲ ସେ ମଧ୍ୟ ବିବାହ କରନ୍ତୁ ନାହିଁ ।

୩. ଯେଉଁ ଝିଅ ମାନେ କେବେହେଲେ ସନ୍ତୁଷ୍ଟ ହୋଇନଥାନ୍ତି ସେମାନଙ୍କ ସହ ବିବାହ କରିବା ଉଚିତ ନୁହେଁ । କାରଣ ଏହି ଝିଅ ମାନେ ପରିବାରକୁ ନର୍କରେ ବଦଳାଇ ଥାନ୍ତି । ବନ୍ଧୁଗଣ ଏହି ମହିଳା ମାନେ ସବୁବେଳେ ବଡ ଆଶା କରିଥାନ୍ତି ଯାହା ସମସ୍ତ ପୁରୁଷ ସମ୍ଭବ କରିପାରନ୍ତି ନାହିଁ । ତେଣୁ ବନ୍ଧୁଗଣ ଏହି ମହିଳା ମାନଙ୍କୁ ବିବାହ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ମହିଳା ମାନେ ଧର୍ମକୁ ମାନି ନଥାନ୍ତି ସେମାନଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଉଚିତ । କାରଣ ଏହି ମହିଳା ମାନେ ସମସ୍ତ ଖରାପ କାର୍ଯ୍ୟ କରିବାକୁ ପଛେଇ ନଥାନ୍ତି ଏମାନଙ୍କ ମନରେ କୌଣସି ଡର ଭୟ ନଥାଏ ଓ ଏମାନେ ଆପଣଙ୍କ ପାଇଁ କାଳ ହୋଇପାରନ୍ତି । ତେଣୁ ବନ୍ଧୁଗଣ ଏହି ମହିଳା ମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *