ଡାକି ଡାକି ମରିଗଲେ ବି ଭଗବାନ ଏହି 3 ଲୋକଙ୍କ ଡାକ କେବେବି ଶୁଣନ୍ତି ନାହିଁ, ଦୁଃଖ ଦରିଦ୍ରତାରେ କାତନତି ସାରା ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ଭଗବାନ । କାରଣ ସେହି ହିଁ ଏହି ଧରା ପୃଷ୍ଟର ସୃଷ୍ଟି କର୍ତ୍ତା ଓ ସେହି ହିଁ ଏହାର ବିନାଶ କର୍ତ୍ତା । ତେଣୁ ଯେଉଁ ଲୋକ ଭଗବାନଙ୍କୁ ମନରେ କୌଣସି ପ୍ରକାର ସ୍ଵାର୍ଥ ନରଖି ଅନ୍ତରରୁ ନିଷ୍ଟାର ସହ ଡାକିଥାଏ । ତେବେ ପ୍ରଭୁ ନିହାତି ଭାବରେ ସେହି ମନୁଷ୍ୟର ଗୁହାରୀ ଶୁଣିଥାନ୍ତି । ଏପରି କିଛି ଲୋକ ଥାଆନ୍ତି । ଯେଉଁ ମାନଙ୍କର ଡାକ ପ୍ରଭୁ କେବେ ମଧ୍ୟ ଶୁଣିନଥାନ୍ତି ।

ପ୍ରଥମେ ହେଉଛନ୍ତି ଯେଉଁ ଲୋକ ଘରର କେବେ ମଧ୍ୟ ଦେଖାଶୁଣା କରିନଥାଏ । ସେ ପୁରୁଷ ହେଉ ଅବା ନାରୀ ସେହିପରି ବ୍ୟକ୍ତିର ଗୁହାରୀ ପ୍ରଭୁ କେବେ ମଧ୍ୟ ଶୁଣି ନଥାନ୍ତି । ସେହିପରି ଲୋକ ସବୁବେଳେ ଭଗବାନଙ୍କର ଆଶ୍ରୀବାଦରୁ ବଞ୍ଚିତ ରହିଥାଏ । ଏହା ସହିତ ସେହି ବ୍ୟକ୍ତିକୁ ଘର ଲୋକ ମଧ୍ୟ ପସନ୍ଦ କରିନଥାନ୍ତି ।

ଦିତୀୟରେ ଯେଉଁ ଘରେ ସ୍ଵାମୀ ସ୍ତ୍ରୀ  ମଧ୍ୟରେ ବା ଘରର ପରିବାରର ସଦସ୍ୟଙ୍କର ମଧ୍ୟରେ ସବୁବେଳେ କିଛି ନା କିଛି କଥାକୁ ନେଇ ଝଗଡା ଲାଗିଥାଏ । ସେପରି ଘରକୁ ଭଗବାନ କେବେ ମଧ୍ୟ ପ୍ରବେଶ କରିନଥାନ୍ତି । ଏହା ସହିତ ସେହି ବ୍ୟକ୍ତିଙ୍କର ଗୁହାରୀ ଭଗବାନ ଶ୍ରବଣ ମଧ୍ୟ କରିନଥାନ୍ତି । ତେଣୁ ଘରେ ସର୍ବଦା ପାଟିତୁଣ୍ଡ କରିବା ଉଚିତ ହୋଇନଥାଏ ।

ତୃତୀୟରେ କର୍ମ ହୀନ ବ୍ୟକ୍ତିଙ୍କର ଭଗବାନ କେବେ ମଧ୍ୟ ସାଥ୍ ଦେଇନଥାନ୍ତି । କାରଣ କର୍ମ ହିଁ ଭଗବାନ ଅଟେ । ଯେଉଁ ଜାଗାରେ କର୍ମ ନାହିଁ ସେହି ସ୍ଥାନରେ ଭଗବାନ ମଧ୍ୟ ବାସ କରିନଥାନ୍ତି । ସେପରି ଘରେ ସର୍ବଦା ଆର୍ଥିକ ଅଭାବ ଅନାଟନ ଦେଖାଯାଇଥାଏ । ସେହି ଘରର ଲୋକ ସବୁବେଳେ ଦରିଦ୍ରତାର ଶିକାର ହୋଇଥାନ୍ତି ।

ଚତୁର୍ଥରେ ଯେଉଁ ଲୋକ ସବୁବେଳେ ନିଜକୁ ବଡ ବୋଲି ଭାବିଥାଏ । ଏହା ସହିତ ଅନ୍ୟକୁ ସବୁବେଳେ ଛୋଟ ନଜରରେ ଦେଖିଥାଏ । ସେଭଳି ବ୍ୟକ୍ତି ଭଗବାନଙ୍କର ପସନ୍ଦ ଯୋଗ୍ୟ ହୋଇନଥାନ୍ତି । ଏହି ବ୍ୟକ୍ତି ଜୀବନରେ ଉନ୍ନତି କରିବାରେ ବାଧା ବିଘ୍ନ ଆସିଥାଏ । ବାପାମାଆଙ୍କୁ ହତାଦର କରୁଥିବା ଲୋକ ମଧ୍ୟ ସବୁବେଳେ ଦୁଃଖ କଷ୍ଟରେ ରହିଥାଏ ।

ସେ ତା’ ଜୀବନରେ ଯେତେ ମଧ୍ୟ ରୋଜଗାର କରିଲେ । ସେ ରୋଜଗାରର ଧନ କେଉଁ ଆଡେ ଉଭାନ ହୋଇଯାଇଥାଏ । ଯେତେ ଖଟିଲେ ମଧ୍ୟ ଘରେ ସବୁବେଳେ ଅର୍ଥ ପାଇଁ କଳହ ଲାଗିଥାଏ । କାରଣ ଇଶ୍ଵରଙ୍କର ଅନ୍ୟ ରୂପ ହେଉଛନ୍ତି ବାପା ଓ ମାଆ । ପଞ୍ଚମରେ ଯେଉଁ ବ୍ୟକ୍ତି ମହିଳା ଉପରେ ଅନ୍ୟାୟ ଅତ୍ୟାଚାର କରିଥାଏ । ସେହି ବ୍ୟକ୍ତିକୁ ଭଗବାନ ଘୋର ପାପୀ ବୋଲି ଆକ୍ଷା ଦେଇଥାନ୍ତି ।

ଏହି ବ୍ୟକ୍ତିକୁ ଜୀବନରେ ବହୁତ ଝଡ ବିପଦର ସମ୍ମୁଖୀନ ହେବା ପାଇଁ ପଡିଥାଏ । ତେବେ ଏହି ସବୁ ବ୍ୟକ୍ତିଙ୍କର ଗୁହାରୀ ଭଗବାନ କେବେ ମଧ୍ୟ ଶ୍ରବଣ କରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *