ଠାକୁରଙ୍କ କେଉଁ ଆଡକୁ କେତେଥର ଦିପ ବୁଲାଇବା ଉଚିତ୍ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ଠାକୁରଙ୍କ ପୂଜା କରିବା ସମୟରେ ଆମ କୁ କିଛି ବିଧି ନିୟମକୁ ପାଳନ କରି ପୂଜା , ଆରାଧନା କରିବା ଉଚିତ୍ ହୋଇଥାଏ । ଘରେ ଠାକୁର ପୂଜାକରିବା ସମୟରେ ଉତ୍ତର ଦିଗକୁ ମୁଖ କରି ପୂଜା କରିବା ଦ୍ଵାରା ଏହା ଶୁଭ ଏବଂ ମଙ୍ଗଳକାରି ହୋଇଥାଏ । ଠାକୁର ପୂଜା କରିବା ସମୟରେ କେବେ ବି ପିଠି ଠାକୁରଙ୍କ ଆଡକୁ ହେବ ଉଚିତ୍ ନୁହେଁ ଏହା ଅମଙ୍ଗ ହୋଇଥାଏ । ଠାକୁର ପୂଜା ସମୟରେ ଦୀପ ଜଳାଇବା ପୂର୍ବରୁ ଦୀପତଳେ ଚାଉଳ ରଖିବା ଉଚିତ୍ ।

ଠାକୁରଙ୍କ ପାଖରେ ଆଳତୀ କରିବା ସମୟରେ ଠାକୁରଙ୍କ ପାଦ ଆଡକୁ ଚାରିଥର ବୁଲିବା ଉଚିତ୍ ସେହି ପରି ନାଭି ଆଡକୁ ଦୁଇ ଥର ଏବଂ ମୁଖ ଆଡକୁ ଦୁଇ ଥର ବୁଲିବା ବହୁତ ମଙ୍ଗଳକାରି ହୋଇଥାଏ । ବିନା ଆସନରେ କେବେ ବି ପୂଜାପାଠ କରିବା ଅନୁଚିତ୍ ଏବଂ ପୂଜା କରିବା ଆସନ ତଳେ ଦୁଇବୁନ୍ଦା ଜଳ ପକାଇ ଆସନକୁ ମୁଣ୍ଡରେ ମାରି ଉଠାଇବା ଦ୍ଵାରା ଶୁଭ ହୋଇଥାଏ ।

ଦିନ ବାରଟାରୁ ଚାରିଟା ଭିତର କେବେବି ଠାକୁର ପୂଜା କରିବା ଉଚିତ୍ ନୁହେଁ ସେହିପରି ରାତି ବାରଟାରୁ ତିନିଟା କେବେକୀ ପୂଜା କରିବା ଅନୁଚିତ୍ । ଘରେ କେବିଆର ବି ଦୁଇଟି ଶିବଲିଙ୍ଗ , ତିନୋଟି ଗଣେଶ ମୂର୍ତ୍ତି , ଦୁଇଟି ଗୋମତ ଚକ୍ର ଏବଂ ଦୁଇଟି ଶାଳଗାମ ରଖିବା ଉଚିତ୍ ନୁହେଁ । ଅଗାଧୁଆ କେବେ ବି ତୁଲସୀ ପତ୍ର ତୋଳିବା ଉଚିତ୍ ନୁହେଁ ଏବଂ ଅଗଧୁଆ ତୋଳା ଯାଇଥିବା ତୁଲସୀ ପତ୍ର ଦେବ କାର୍ଯ୍ୟରେ ସ୍ଵୀକାର ହୋଇନଥାଏ ।

ତୁଲସୀ ପତ୍ର ଏଗାର ଦିନ ଯେ ବାସି ହୋଇନଥାଏ । ତେଣୁ ତୁଲସୀ ଉପରେ ପାଣିଛିଞ୍ଚ ଏହା ଦେବ କାର୍ଯ୍ୟରେ ଲଗାଯାଇଥାଏ । ରବିବାର , ଏକାଦଶୀ , ଦ୍ଵାଦଶୀ , ସଂକ୍ରାନ୍ତି ଏବଂ ସନ୍ଧ୍ୟା ସମୟରେ ତୁଲସୀ ପାତ୍ର ତୋଳିବା ଉଚିତ ହୋଇନଥାଏ ଏହାକୁ ଅଶୁଭ ମାନା ଯାଇଥାଏ ।  ମାତା ଲକ୍ଷ୍ମୀ ବିଶେଷ କରି ପଦ୍ମ ଫୁଲ ଅର୍ପଣ କରିଯାଇଥାଏ ଏବଂ ଫୁଲକୁ ପାଞ୍ଚଦିନ ଯେ ପଣି ଛିଞ୍ଚା ପୂଜା କାର୍ଯ୍ୟରେ ଲଗାଯାଇଥାଏ ।

ସବୁ ଦିନ ଘରେ ସକଳ ଏବଂ ସନ୍ଧ୍ୟା ସମୟରେ ଦୁଇଟି ଲେଖାଏ ଦୀପ ଜଳାଇବା ଉଚିତ୍ ଗୋଟିଏ ଘିଅ ଏବଂ ଅନ୍ୟ ଟି ତେଲ ଦୀପ ଏହାକୁ ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରି ହୋଇଥାଏ । ପୂଜା କରିବା ସମୟରେ ଦୀପ ସର୍ବଦା ଠାକୁରଙ୍କ ଡାହାଣ ପଟରେ ରଖିବା ଉଚିତ୍ ଏହା ଶୁଭ ହୋଇଥାଏ । ଠାକୁର ଘରେ ଠାକୁରଙ୍କ ଛୋଟ ମୂର୍ତ୍ତି ରଖିବା ଉଚିତ୍ ଏହା ଶୁଭ ହୋଇଥାଏ ଏବଂ ଅଧିକ ବଡ ମୂର୍ତ୍ତି ମନ୍ଦିରରେ ରଖିବା ଦ୍ଵାରା ମଙ୍ଗଳକାରି ହୋଇଥାଏ ।

କୃଷ୍ଣ ପାଖରେ ଖଣ୍ଡିତ ଚନ୍ଦ୍ର ଉଦୟ ସମୟରେ ଦେଖିବା ଉଚିତ୍ ଏହା ଅଶୁଭ ହୋଇଥାଏ ଏବଂ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ । କୋଣସି ସ୍ଥାନରେ ଯଦି ସୂର୍ଯ୍ୟଙ୍କ ଚିତ୍ର ହୋଇଥାଏ ତାଉପରେ ପାଦ ପକାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ । ଉପବାସ ସମୟରେ ଅନେକ ଥର ଜଳ ପିଇବା , ପାନ ଖାଇବା ଓ ଦିନରେ ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ବ୍ରତ ଉପବାସ ନଷ୍ଟ ହୋଇଥାଏ ।

ଠାକୁର ପୂଜା ସମୟରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଏହି ପୋଷ୍ଟ ଯଦି ଭଲଲାଗିଥାଏ  ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *