Vastu Shastra- ଯଦି ଆପଣଙ୍କ ଠାକୁର ଘରେ ଅଛି ଏହି ସବୁ ଜିନିଷ ତ ତୁରନ୍ତ ହଟେଇ ଦିଅନ୍ତୁ, ନହେଲେ ହେଇଯିବେ ବର୍ବାଦ

ନମସ୍କାର ବନ୍ଧୁଗଣ । ଭାରତୀୟ ଧର୍ମ ସଂସ୍କୃତି ଅନୁସାରେ ପ୍ରତ୍ୟେକ ମନୁଷ୍ୟ କୁ ନିଜ ଘରେ ଏକ ପୂଜା ସ୍ଥଳୀ ସ୍ଥାପନ କରି ସେଠାରେ ପ୍ରତ୍ୟେକ ଦିନ ଭଗବାନଙ୍କ ର ପୂଜା କରିବା ଉଚିତ୍ । ଏପରି କରିବା ଦ୍ବାରା ବ୍ୟକ୍ତିର ଜୀବନରେ ସୁଖ ଶାନ୍ତି ର ସହ ସକାରାତ୍ମକ ଶକ୍ତି ଭରି ଯାଇଥାଏ । ତାହାସହ ବନାଧୁଗଣ ପୁଆଜ କରିବା ସମୟରେ କିଛି ବିଶେଷ ଜିନିଷ ଆଦି ଉପରେ ଗୁରୁତ୍ଵ ଦେବାକୁ ହୋଇଥାଏ ।

ବନ୍ଧୁଗଣ ଏପରି କରିବା ଦ୍ଵାରା ଭଗବାନ ଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କିନ୍ତୁ ବନ୍ଧୁଗଣ କିଛି କରିଥିବା ଛୋଟ ଛୋଟ ଭୁଲ ପାଇଁ ମଧ୍ଯ ଅନେକ ଦୁଃଖ ଭୋଗ କରିବାକୁ ପଡିଥାଏ । ତେଣୁ ବନାଧୁଗଣ ପୂଜା କରିବା ସମୟର ସାବଧାନ ହୋଇ ପୂଜା କରିବା ଉଚିତ । ଏହା ସହ ପୂଜା ଶେଷ ହେବା ପରେ ଭଗବାନ ଙ୍କୁ ପୂଜା ମଧ୍ୟରେ ହୋଇଥିବା ଛୋଟ ଛୋଟ ଭୁଲ ଆଦି ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ ନିଶ୍ଚୟ କରିବା ଉଚିତ ।

ଏପରି କରିବା ଦ୍ଵାର ପୂଜା ରେ ହୋପୀଥିବା ଭୁଲ ପାଇଁ କୌଣସି ବିଶେଷ ଦୋଷ ଲାଗି ନଥାଏ । ବନ୍ଧୁଗଣ ପ୍ରଥମେ ଘରେ ସବୁବେଲେ ପୂଜା ସ୍ଥାନରେ ତହକୁର ଙ୍କୁ ସ୍ଥାପନ କରିବା ସମୟ ରେ ତହକୁର ଙ୍କ ମୁଖ କୁ ପଶ୍ଚିମ ଦିଗ କରି ରଖିବା ଉଚିତ । ତାହାସହ ଘରେ ଠାକୁର ଙ୍କର ସ୍ଥାପନା ଘରର ଉତ୍ତର ପୂର୍ବ ଦିଗରେ ହେବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ ।

ବନ୍ଧୁଗଣ ଘରେ ଯେ କୌଣସି ପୂଜା ହେଉ ନା କାହିଁକି ପୂଜା ସମୟରେ କଳସ ସ୍ଥାପନା କରିବା ଦ୍ଵାରା ଘର ର ମଙ୍ଗଳ ହୋଇଥାଏ । ତେଣୁ ଘରେ ପୂଜା ଘରେ ସବୁବେଳେ ଏକ କଳସ ସ୍ଥାପନା କରି ରଖିବା ଉଚିତ । ଏପରି କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଅପାର କୃପା ଲାଗି ରହିଥାଏ । ବନ୍ଧୁଗଣ ଘରେ ପୂଜା ସ୍ଥାନରେ କେବେ ମଧ୍ୟ ଭଗବାନ ଙ୍କର କୌଣସି ଖଣ୍ଡିତ ମୂର୍ତ୍ତି ବା ଛିଣ୍ଡି ଯାଇଥିବା ଫୋଟୋ ଆଦି ରଖିବା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ  ।

ତାହା ଛଡା ଘରର ପୁଆଜ ସ୍ଥାନକୁ ସବୁବେଳ ଶୁଦ୍ଧ ଓ ପରିଷ୍କାର ରଖିବା ଉଚିତ । ଏହା ଦ୍ଵାରା ଅମଣ ସବୁବେଳେ ଖୁସି ରହେ ଓ ଜୀବନରେ ଆସୁଥିବା ସମସ୍ଯା ଗୁଡିକ ମଧ୍ୟ ସରଳତାର ସହ ବୀତି ଯାଇଥାଏ । ଘରେ ପୂଜା ସ୍ଥାନରେ ଗଣେଶ ଭଗବାନ ଙ୍କର ବିଷମ ସଂଖ୍ୟା ରେ ମୂର୍ତ୍ତି ରଖିବା ଦ୍ଵାରା ଅଶୁଭ ହୋଇଥାଏ ।

ଏହାଛଡା ପୂଜା ସ୍ଥାନରେ ଶଙ୍ଖ ମଧ୍ୟ କେବଳ ଦୁଇଟି ରଖିବା ଦ୍ଵାରା  ଘର ର ମଙ୍ଗଳ ହୋଇଥାଏ । ବନ୍ଧୁଗଣ ଯଦି ଘରେ ଶଙ୍ଖ ଅଛି, ତେବେ ପ୍ରତିଦିନ ଏହାକୁ ସକଳେ ସନ୍ଧ୍ୟାରେ ଫୁଙ୍କିବା ଦ୍ଵାରା ଘରର ସମସ୍ତ ନକରାତ୍ମକତା ଶକ୍ତିର ନାସ ହୋଇଥାଏ । ଓ ଘରେ ମା’ଲକ୍ଷ୍ମୀ ଙ୍କର ଅପାର କୃପା ବର୍ଷା ହୋଇଥାଏ ।  ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *