ମୃ-ତ ବ୍ୟକ୍ତି ଙ୍କୁ ସ୍ଵପ୍ନରେ ଯଦି ଦେଖନ୍ତି ତ ମିଳିଥାଏ ଏହି ସଙ୍କେତ

ପ୍ରତେକ ବ୍ୟକ୍ତି ଦିନ ସାରା କାମ କରି ଥକି ଯାଉଥିବାରୁ ରାତିରେ ଶୋଇବା ପରେ କିଛି ସ୍ଵପ୍ନ ଦେଖିଥାଏ ଯାହା ତାର ଦୈନନ୍ଦିନ ଘଟିଥାଏ । କିଛି ସ୍ଵପ୍ନ ଖୁସି ଦେଇଥାଏ ତ ଆଉ କିଛି ସ୍ଵପ୍ନ ଦୁଖ ବା ଭୟ ସୃଷ୍ଟି କରିଥାଏ ।

ଶାସ୍ତ୍ର ଅନୁସାରେ ସବୁ ସ୍ଵପ୍ନର କିଛି ନା କିଛି ମହତ୍ଵ ରହିଛି । ଏମିତିକି ସ୍ଵପ୍ନର ମଧ୍ୟ ଏକ ଶାସ୍ତ୍ର ରହିଛି । ଆଜି ଆମେ ଆପଣ ମାନଙ୍କୁ ଯଦି ଜଣେ ମୃ-ତ ବ୍ୟକ୍ତି ଆପଣଙ୍କ ସ୍ଵପ୍ନକୁ ଆସୁଥିବେ ତେବେ ଏହାର ଅର୍ଥ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଯଦି କୌଣସି ସମ୍ପର୍କୀୟଙ୍କର କିଛି କାରଣ ଥାଉ ବା ରୋଗରେ ପଡି ମୃ-ତ୍ୟୁ ହୋଇଥାଏ ଓ ସେ ଆପଣଙ୍କ ସ୍ଵପ୍ନରେ ଆସିଥାନ୍ତି ତେବେ ଏହାର ଅର୍ଥ ହେଉଛି ତାଙ୍କର ପୁର୍ନବାର ଜନ୍ମ ହୋଇସାରିଛି ।

ଆପଣ ତାଙ୍କୁ ମନେ ପକାଇ ନିଜକୁ କଷ୍ଟ ଦିଅନ୍ତୁ ନାହି ବୋଲି ସେ ଦର୍ଶାଇଥାନ୍ତି । ଯଦି କୌଣସି ସ୍ୱାସ୍ଥ୍ୟ ସମ୍ଭଧୀୟ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଛି ଓ ସେ ଆପଣଙ୍କ ସ୍ଵପ୍ନରେ ଦେଖା ଯାଉଛନ୍ତି ତେବେ ଏହାର ଅର୍ଥ ହେଉଛି ସେ ଆପଣଙ୍କୁ ନିଜର କୌଣସି ଅଧୁରା ଇଚ୍ଛା କହିବାକୁ ଚାହୁଛନ୍ତି ।

ସେଥି ପାଇଁ ଆପଣ ମୃ-ତ ବ୍ଯକ୍ତିର ଇଛାକୁ ପୂରଣ କରିବାକୁ ଚେଷ୍ଟା କରିଲେ ତାଙ୍କ ଆ-ତ୍ମା ସ୍ଵର୍ଗପ୍ରାପ୍ତି ହେବ ଓ ଆପଣଙ୍କର ପରିବାରର ସୁଖସାନ୍ତି ମଧ୍ୟ ଭଲ ରହିଥାଏ । ଯଦି କୌଣସି ଜୀବିତ ବ୍ୟକ୍ତି ସ୍ଵପ୍ନରେ ମୃ-ତ୍ୟ ହେବାର ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ସେହି ବ୍ଯକ୍ତିର ଆୟୁଷ ଆହୁରି ଅଧିକ ହୋଇଯାଏ । ଯଦି ମୃ-ତ ପରିଜନ ଆମ ସ୍ଵପକୁ ଆସି କିଛି କୁହନ୍ତି ନାହି ତେବେ ଏହାର ସଂକେତ ହେଉଛି ସେମାନେ ଆପଣଙ୍କୁ ଜୀବନରେ ସଫଳ ହେବା ପାଇଁ ଆଶୀର୍ବାଦ ଦେଇଥାନ୍ତି ।

ଆପଣ କରିଥିବା ଭୁଲ କାମକୁ ସେ ପସନ୍ଦ କରନ୍ତି ନାହି ବୋଲି ଦର୍ଶାଇଥାନ୍ତି । ଯଦି ମୃ-ତ ବ୍ୟକ୍ତି ସ୍ଵପ୍ନରେ ଭୋକିଲା ବା ବିନା ବସ୍ତ୍ରରେ ଦେଖାଯାନ୍ତି ତେବେ ଏହାର ସଂକେତ ହେଉଛି ଆପଣ ଦେଖିଥିବା ସେହି ସ୍ଵପ୍ନରେ ଯେଉଁ ସବୁ ବସ୍ତୁ ନ ଥିଲା ତାହା ଆପଣ କୌଣସି ବ୍ରାହ୍ମଣକୁ ବା ମନ୍ଦିରରେ ଦାନ କରନ୍ତୁ । ଦାନ କରିବା ସମୟରେ ଧ୍ୟାନ କରିବେ ଯେ ଏହି ସବୁ ଜିନିଷ ଗୁଡିକ ଯେପରି ମୃ-ତ ବ୍ୟକ୍ତିଙ୍କୁ ପ୍ରାପ୍ତ ହେଉ ।

ଏପରି କରିବା ଦ୍ଵାରା ଆପଣଙ୍କର ପିତୃପୁରୁଷ ସନ୍ତୁଷ୍ଟ ହେବ ସହ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଯଦି କୌଣସି ମୃ-ତ ବ୍ୟକ୍ତି ସ୍ଵର୍ଗ ଠାରୁ ଦୂରରେ ଥିବାର ସ୍ଵପ୍ନରେ ଦେଖାଯାନ୍ତି ତେବେ ଏହାର ଅର୍ଥ ହେଉଛି ସେ ସୂର୍ଯ୍ୟ ପ୍ରାପ୍ତି ହୋଇଛନ୍ତି । ଯଦି ସ୍ଵର୍ଗବାସୀ ଆପଣଙ୍କୁ ଘରର କୌଣସି ବସ୍ତୁ ଦେଖାଇଥାନ୍ତି ତେବେ ଏହାର ସଂକେତ ହେଉଛି ସେ ପରିବାର ଠାରୁ ମୋ-ହ-ମା-ୟା ଛାଡି ନାହାନ୍ତି । ଯଦି ଏପରି ହେଉଥାଏ ତେବେ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଦ୍ଵାରା ଆପଣଙ୍କ ପିତୃପୁରୁଷଙ୍କ ଆ-ତ୍ମା ସନ୍ତୁଷ୍ଟ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *