Jyotish Shastra- ସ୍ବାମୀଙ୍କ ଜୀବନକୁ ସ୍ଵର୍ଗ ପରି ସୁନ୍ଦର ବନେଇ ଦିଅନ୍ତି ଏହି 5 ଟି ନାମର ଝିଅ

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଭଲ ପାଇବାକୁ ନେଇ ନିଜ ଜୀବନରେ ଅନେକ କିଛି ସ୍ୱପ୍ନ ଦେଖିଥାଏ ଏବଂ ଚାହିଁଥାଏ ତାଙ୍କୁ ଏଭଳି ଜଣେ ଜୀବନସାଥୀ ମିଳୁ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇବା ଦେଉଥିବ ।

କିନ୍ତୁ ଏହା ବ୍ୟକ୍ତି ର ଭାଗ୍ୟ ଉପରେ ନିର୍ଭର କରିଥାଏ ଏବଂ ଏହି ସବୁର ମୁଖ୍ୟ କାରଣ ହେଉଛି, ଗ୍ରହ ଏବଂ ନକ୍ଷତ୍ର ମାନଙ୍କ ଉପସ୍ଥିତି । ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ସେହି ବ୍ୟକ୍ତି ର ଜୀବନ ସହିତ ଜଡ଼ିତ ହୋଇ ରହିଥାଏ । ପ୍ରତ୍ୟେକ ମନୁଷ୍ୟକୁ ନିଜ ଜୀବନରେ ଜଣେ ସାଥି ର ଆବଶ୍ୟକତା ରହିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଅନୁସାରେ ହିଁ ସେହି ବ୍ୟକ୍ତି ର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ ।

ଏହା ସହିତ କୌଣସି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଦ୍ୱାରା ସେହି ବ୍ୟକ୍ତି ର ସ୍ୱଭାବ, ଗୁଣ ଆଦି ସମ୍ବନ୍ଧରେ ମଧ୍ୟ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୫ଟି ଏଭଳି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଜୀବନ କୁ ସ୍ଵର୍ଗ ସଦୃଶ କରି ଦିଅନ୍ତି । । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଭଲ ପାଇବାକୁ ନେଇ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ମାନଙ୍କୁ ତାଙ୍କ ସ୍ୱପ୍ନ ର ରାଜକୁମାର ମିଳି ନଥାଏ । କିନ୍ତୁ ଯଦି ଏହି ଝିଅ ମାନଙ୍କୁ ତାଙ୍କ ଜୀବନରେ ସତ ଭଲ ପାଇବା ମିଳିଥାଏ ତେବେ ସେ ଜୀବନ ସାରା ନିଜ ପାର୍ଟନର ଙ୍କୁ ଭଲ ପାଆନ୍ତି ଓ ନିଜ ପାର୍ଟନର ଙ୍କ ଜୀବନ କୁ ସୁଖମୟ କରି ଦିଅନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି । ଏହି କାରଣରୁ ଏମାନଙ୍କୁ ବହୁତ ଶୀଘ୍ର ତାଙ୍କ ଜୀବନସାଥୀ ମିଳିଥାନ୍ତି । ଏହି ନାମ ର ଝିଅ ମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଜୀବନ ସାରା କେବେବି ନିଜ ପାର୍ଟନର ଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘N’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ନିଜ ପାର୍ଟନର ଙ୍କ ସହିତ ଜୀବନର ସମସ୍ତ ପରିସ୍ଥିତି ରେ ସାଥ ଦେଇଥାନ୍ତି । ଏହି ଝିଅ ମାନେ ଅଳ୍ପ ରୁଷ୍ଟ ସ୍ୱଭାବ ର ହୋଇଥାନ୍ତି ଏବଂ ନିଜ ଭଲ ପାଇବାକୁ ସହଜରେ ପ୍ରକାଶ କରିପାରନ୍ତି ନାହିଁ ସତ କିନ୍ତୁ ଏମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ କେବେବି ଧୋକା ଦିଅନ୍ତି ନାହିଁ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି,’P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ପାର୍ଟନର ଙ୍କ ସର୍ବଦା ଯତ୍ନ ନେଇଥାନ୍ତି । ଏହି ନାମର ଝିଅ ମାନେ ଅତି ସହଜରେ ପ୍ରେମ ରେ ପଡ଼ନ୍ତି ନାହିଁ । କିନ୍ତୁ ଯେବେ ଏମାନେ କାହାକୁ ଭଲ ପାଇଥାନ୍ତି ତେବେ ସେ ଜୀବନ ସାରା ନିଜର ଭଲ ପାଇବାକୁ ବଜାୟ ରଖନ୍ତି ଏବଂ ଜୀବନର ସମସ୍ତ ପରିସ୍ଥିତି ରେ ନିଜ ପାର୍ଟନର ଙ୍କ ସାଥ ଦେଇଥାନ୍ତି । ଏହି ନାମର ଝିଅ ମାନଙ୍କୁ କେବଳ ଭାଗ୍ୟବାନ ପୁଅ ମାନେ ହିଁ ଜୀବନସାଥୀ ରୂପରେ ପାଇଥାନ୍ତି ।

୫. ବନ୍ଧୁଗଣ ପଞ୍ଚମ ଅକ୍ଷରଟି ହେଉଛି, ‘V’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ କୌଣସି ପରିସ୍ଥିତିରେ ମଧ୍ୟ ନିଜ ପାର୍ଟନର ଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ । ଏହି ନାମର ଝିଅ ସର୍ବଦା ନିଜର ସଂପର୍କ କୁ ବଞ୍ଚାଇ ରଖିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ।

ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *