Jyotish Shastra- ସ୍ଵାମୀଙ୍କ ହୃଦୟରେ ରାଜ କରନ୍ତି ଏହି 6 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ନାମ ହିଁ ସେହି ବ୍ୟକ୍ତି ର ପରିଚୟ ହୋଇଥାଏ । ବ୍ୟକ୍ତି ର ନାମ ଦ୍ବାରା ହିଁ ତା’ର ଗୁଣ ଓ ଚରିତ୍ର ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ଏହାଦ୍ବାରା ଜୀବନ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ତା’ର ଭାଗ୍ୟ ମଧ୍ୟ ସ୍ଥିର କରିଥାଏ ।

ସେହିପରି ପ୍ରତ୍ୟେକ ଝିଅ ଙ୍କ ଆଶା ରହିଥାଏ ଯେ, ତାଙ୍କୁ ଜଣେ ଏଭଳି ବ୍ୟକ୍ତି ଜୀବନସାଥୀ ରୂପରେ ମିଳୁ ଯିଏ ତାଙ୍କୁ ବହୁତ ଭଲ ପାଇବା ଦେଉଥିବ ଏବଂ ଦୁନିଆ ର ସବୁ ଖୁସି ପ୍ରଦାନ କରୁଥିବ । ତାଙ୍କୁ ଚିନ୍ତା ମଧ୍ୟ ରହିଥାଏ ଯେ ସେ କିପରି ନିଜ ସ୍ୱାମୀ ଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବେ । ନିଜ ସ୍ୱାମୀ ଙ୍କ ହୃଦୟ ରେ ସ୍ଥାନ ସୃଷ୍ଟି କରିବା ପାଇଁ ଝିଅ ମାନେ ବହୁତ ପ୍ରକାର ପ୍ରୟାସ ମଧ୍ୟ କରିଥାନ୍ତି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ଅନୁସାରେ ଏଭଳି ୬ଟି ନାମ ର ଝିଅ ଙ୍କ ସମ୍ବନ୍ଧରେ କୁହାଯାଇଛି ଯେଉଁ ମାନଙ୍କୁ ତାଙ୍କ ପତି ବହୁତ ଭଲ ପାଇଥାନ୍ତି ଏବଂ ଏଥିପାଇଁ ତାଙ୍କୁ ବେଶି କିଛି କରିବାକୁ ମଧ୍ୟ ପଡିନଥାଏ । ସେହି ନାମର ଝିଅ ପତି ଙ୍କ ହୃଦୟ ରେ ରାଜ୍ କରିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘D’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ସେମାନେ ପାଠପଢ଼ା ରେ ଯେପରି ଆଗୁଆ ଥାଆନ୍ତି ସେହିପରି ଘର କାମ ରେ ମଧ୍ୟ ଆଗୁଆ ରୁହନ୍ତି । ଏହି କାରଣରୁ ଏହି ନାମ ର ଝିଅ ଙ୍କୁ ନିଜ ପତି ଙ୍କ ଠାରୁ ବହୁତ ଭଲ ପାଇବା ମିଳିଥାଏ ।


୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି, ‘B’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ୱତନ୍ତ୍ର ବିଚାର ର ହୋଇଥାନ୍ତି । ଏମାନଙ୍କ ପାଇଁ ଦୁନିଆ ରେ ନିଜ ପତି ଓ ପରିବାର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଏହି କାରଣରୁ ଏମାନଙ୍କୁ ନିଜ ପତି ଓ ପରିବାର ଙ୍କ ଭଲ ପାଇବା ଓ ସହଯୋଗ ମିଳିଥାଏ ।

୩. ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି, ‘R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପତି ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ କେବେବି ନିଜ ପତି ଙ୍କ ଭରସା କୁ ଭାଙ୍ଗିବାକୁ ଦିଅନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ପତି ଏମାନଙ୍କୁ ନିଜ ପଲକ ରେ ବସାଇ ରଖନ୍ତି ।


୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘L’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେବେବି କୌଣସି କଥା ପାଇଁ ଗର୍ବ କରି ନଥାନ୍ତି ଏବଂ ବହୁତ ଖୁସି ମିଜାଜ୍ ର ଅଟନ୍ତି । ଏହି କାରଣରୁ ଏମାନଙ୍କ ପତି ଏମାନଙ୍କୁ ବହୁତ ଭଲ ପାଆନ୍ତି ।


୫. ବନ୍ଧୁଗଣ ପଞ୍ଚମ ଅକ୍ଷର ଟି ହେଉଛି, ‘N’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନ ରେ ବହୁତ କିଛି ହାସଲ କରିବାକୁ ଚାହିଁଥାନ୍ତି କିନ୍ତୁ ପରିସ୍ଥିତି ଯୋଗୁଁ ଏମାନେ ନିଜ ଇଚ୍ଛା କୁ ନିଜ ମନ ଭିତରେ ରଖି ଦିଅନ୍ତି । କିନ୍ତୁ ପତି ଙ୍କ ଭଲ ପାଇବା ମାମଲାରେ ଏହି ନାମ ର ଝିଅ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ।


୬. ବନ୍ଧୁଗଣ ଷଷ୍ଠ ଅକ୍ଷର ଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ରୋମାଣ୍ଟିକ ସ୍ଵଭାବ ର ହୋଇଥାନ୍ତି । ଏହି ନାମର ଝିଅ ସର୍ବଦା ନିଜ ପତି ଓ ଶାଶୂଘର ସଦସ୍ୟ ଙ୍କୁ ଖୁସି ରେ ରଖିଥାନ୍ତି । ଏମାନଙ୍କ ଖାସ ଗୁଣ ହେଉଛି ଯେ ଏମାନେ ବହୁତ ଶୀଘ୍ର ଅନ୍ୟ ଙ୍କୁ ନିଜ ପ୍ରତି ଆକର୍ଷିତ କରି ନିଅନ୍ତି । ଏମାନଙ୍କୁ ମଧ୍ୟ ନିଜ ପତି ଙ୍କ ଠାରୁ ବହୁତ ଭଲ ପାଇବା ଓ ଆଦର ମିଳିଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *