ଯଦି କୌଣସି ସ୍ତ୍ରୀ ସ୍ବାମୀ ଙ୍କ ଆଗରୁ କରୁଛନ୍ତି ଭୋଜନ ତା ହେଲେ ଏହାକୁ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଭଗବାନ ବିଷ୍ଣୁ ଙ୍କ ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ସଂପର୍କ ଏହି ସଂସାର ର ସବୁଠାରୁ ଶକ୍ତିଶାଳୀ ସଂପର୍କ । ତା ସହିତ ଏହି ସମ୍ପର୍କ କୁ ଦୁର୍ବଳ ମଧ୍ୟ କୁହାଯାଏ ।

ଯଦି ସ୍ୱାମୀ ସ୍ତ୍ରୀ ଙ୍କ କଥନ, ଵଚନ, ବିଚାର, କର୍ମ, ସଂସ୍କାର ଏକା ହୁଏ କିମ୍ବା ମିଶିଯାଏ ତେବେ ଏହି ଭଳି ସମ୍ପର୍କ ମଜବୁତ ଅଟେ । କିନ୍ତୁ ଯଦି ସ୍ୱାମୀ ସ୍ତ୍ରୀ ଙ୍କ ଆଚାର ବିଚାର, କର୍ମ,ଵଚନ,ସଂସ୍କାର ଦୁହେଁ ଦୁହିଁଙ୍କ ର ମିଶେ ନାହିଁ ।

ତେବେ ସେମାନଙ୍କ ସମ୍ପର୍କ ଦୁର୍ବଳ ହୋଇ ପଡେ ଏବଂ ଜୀଵନ କଷ୍ଟ ହୋଇ ଯାଏ । ସ୍ୱାମୀ ସ୍ତ୍ରୀ ଙ୍କୁ ନିଜର ବୈବାହିକ ଜୀବନରେ ସମସ୍ତ କର୍ମ ଏବଂ କର୍ତ୍ତବ୍ୟ ଆଦି କୁ ଏକାଠି ଏବଂ ପୁରା ମନ ଧ୍ୟାନ ରେ କରିବା ଉଚିତ । ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ବେଳେ ବେଳେ କିଛି କାରଣ ଯୋଗୁଁ କିମ୍ବା ବିନା କାରଣ ଯୋଗୁଁ ଦୁହେଁ ଙ୍କ ଭିତରେ ମତଭେଦ ଦେଖା ଯାଏ । ଝଗଡା ହୋଇ ଥାଏ । ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ଏକ ସ୍ୱାଭାବିକ ଅଟେ ଏହାକୁ ଦୁଇ ଜଣ ମିଶିକି ଏହାର ସମାଧାନ କରିବା ଉଚିତ ।

ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ତୃତୀୟ ଲୋକକୁ ଆସିବାକୁ ଦିଅନ୍ତୁ ନାହିଁ । ନିଜର ସମସ୍ୟା କୁ ନିଜେ ସମାଧାନ କରିବା ହିଁ ଉଚିତ । କାରଣ ଆପଣ ଦୁହେଁ ସାତ ଜନ୍ମ ର ସାଥି ହୋଇ ଥାନ୍ତି ଏବଂ ନିଜର ସବୁ ସୁଖ ଦୁଃଖ ସମସ୍ୟା କୁ ନିଜେ ହିଁ ପରସ୍ପରକୁ ସାହାଯ୍ୟ କରିବା ଉଚିତ । ଅନ୍ୟ ଜଣେ କେହି ଆପଣଙ୍କ ସମ୍ପର୍କ ରେ ଆସିଲେ ସେଥିରେ ସଂପର୍କ ରେ ଫାଟ ସୃଷ୍ଟି ହୁଏ ।
ମହାଭାରତ ଅନୁସାରେ ଧର୍ମ ରାଜ ଯୁଧିଷ୍ଠିର କିଛି ପ୍ରଶ୍ନ ପଚାରି ଥିଲେ ।

ସେହି ପ୍ରଶ୍ନ ରୁ ଏକ ପ୍ରଶ୍ନ ହେଉଛି କି ଈଶ୍ୱର ପୁରୁଷ ଙ୍କ ପାଇଁ ଉତ୍ତମ ସମ୍ପର୍କ କଣ ଗଢିଛନ୍ତି । ସେତେବେଳେ ଯୁଧିଷ୍ଠିର ଉତ୍ତର ରେ କହିଥିଲେ କି ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ଭିତରେ ମିତ୍ରତା ସମ୍ପର୍କ ରହିବା ଉଚିତ । ଯେମିତି ଦୁଇ ମିତ୍ର ରାଗି ଯାଆନ୍ତି ଏବଂ ପରେ ମାନି ମଧ୍ୟ ଯାଆନ୍ତି ସେହି ଭଳି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ବି ଏହି ଭଳି ସମ୍ପର୍କ ରହିବା ଉଚିତ ।

ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଯେତେ ବି ଝଗଡା ହେଉ କିମ୍ବା ଯେତେ ବି ରାଗ ରୁଷା ହେଉ ସେତେବେଳେ ଯେତେ ବଡ଼ କଥା ହେଲେ ମଧ୍ୟ କେବେବି ବାହାରେ କାହା ସାମ୍ନା ରେ ପ୍ରକାଶ କରିବା ଉଚିତ ନୁହେଁ । ସ୍ୱାମୀ ସ୍ତ୍ରୀ ନିଜ ଭିତରେ ଝଗଡା ଯୋଗୁଁ ଅଲଗା ମଧ୍ୟ ହୋଇ ଥାଆନ୍ତି କିନ୍ତୁ ଏହା ଜୀବନରେ ନକରାତ୍ମକ ଶକ୍ତି ଆଣିଥାଏ ଏବଂ ଧନ ହାନି ମଧ୍ୟ ହୁଏ ।

ଯେଉଁ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କ ପଛରେ ଖରାପ କାମ କରିଥାନ୍ତି କିମ୍ବା କହିଥାନ୍ତି ସେମାନଙ୍କ ଠାରୁ ମହାଲକ୍ଷ୍ମୀ ଚାଲି ଯାଇଥାନ୍ତି । ଶାସ୍ତ୍ର ଅନୁସାରେ ସ୍ୱାମୀ ଭୋଜନ କରିବା ପରେ ହିଁ ସ୍ତ୍ରୀ କୁ ଭୋଜନ କରିବା ଉଚିତ । ସ୍ୱାମୀ ର ପୂର୍ବରୁ ଭୋଜନ କରୁଥିବା ସ୍ତ୍ରୀ ନିଜର ପତି ବ୍ରତା ଧର୍ମ କୁ ନଷ୍ଟ କରି ଦେଇଥାଏ । ଏହା ଯୋଗୁଁ ଘରେ ନକରାତ୍ମକ ବଢ଼ିଥାଏ ଏବଂ ଘରେ ସୁଖ ଶାନ୍ତି ମଧ୍ୟ ଦୁରେଇ ଯାଇଥାଏ । ମାତା ଲକ୍ଷ୍ମୀ ମଧ୍ୟ ଏହି ଭଳି ନାରୀ ମାନଙ୍କ ପ୍ରତି କ୍ରୋଧ ରଖିନ୍ତି ଏବଂ ସେହି ଘରେ କେବେବି ରୁହନ୍ତି ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *