ବାଛନ୍ତୁ ଯେ କୌଣସି ଗୋଟିଏ ଗୋଲପ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଖେଳ । ବନ୍ଧୁଗଣ ଏହି ଖେଳ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ଗୋଲାପ ର ଚିତ୍ର ଦେଖାଇବୁ ।

ଆପଣଙ୍କୁ ଏହି ଗୋଲାପ ମଧ୍ୟରୁ ଯେ କୌଣସି ଗୋଟିଏ ଗୋଲାପ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ର ସମୟ ଦିଆଯିବ । ସେହି ପାଞ୍ଚ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଗୋଲାପ ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଗୋଲାପ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ କଣ ଆଶା କରନ୍ତି ଏବଂ ଆପଣଙ୍କ ପାଇଁ କଣ ଭାବନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ଗୋଲାପ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ପାଞ୍ଚ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଗୋଲାପ ର ଚିତ୍ର କୁ ବାଛିବାକୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଗୋଲାପ ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଗୋଲାପ ର ଛବି ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କଣ ଭାବନ୍ତି କିମ୍ବା କଣ ଆଶା ରଖନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ଗୋଲାପ ଅର୍ଥାତ ହଳଦିଆ ରଙ୍ଗର ଗୋଲାପ ଫୁଲ କୁ ବାଛି ଛନ୍ତି ତେବେ ଆପଣ ଙ୍କ ଜୀଵନ ସାଥୀ ଆପଣ ଙ୍କ ପାଇଁ ଏହା ଭାବନ୍ତି କି ଆପଣ ବହୁତ ସକରାତ୍ମକ ବ୍ୟକ୍ତି ଏବଂ ଆପଣ ବହୁତ ଆଶାବାଦୀ ମଧ୍ୟ । ଆପଣ ଙ୍କର ହାସମୁଖ ଚେହେରା ତାଙ୍କୁ ଖୁବ ଭଲ ଲାଗେ ଏବଂ ସେ ବହୁତ ଆକର୍ଷିତ ମଧ୍ୟ ହୋଇଥାନ୍ତି । ଏହା ଛଡା ସେ ଏହା ମଧ୍ୟ ଭାବନ୍ତି କି ଆପଣ ଙ୍କର ବହୁତ ଯୋଗ୍ୟତା ରହିଛି ସବୁ କାର୍ଯ୍ୟ କରିବା ପାଇଁ ।

୨- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଦ୍ୱିତୀୟ ଗୋଲାପ ଅର୍ଥାତ ନାଲି ରଙ୍ଗର ଗୋଲାପ ଫୁଲ ବାଛି ଛନ୍ତି ତେବେ ଆପଣଙ୍କ ଜୀଵନ ସାଥୀ ଭାବନ୍ତି କି ଆପଣ ବହୁତ ସାହସୀ, ଏବଂ ଆତ୍ମନିର୍ଭରଶୀଳ ଆପଣ କାହା ଉପରେ ନିର୍ଭର ରୁହନ୍ତି ନାହିଁ । ନିଜର କାର୍ଯ୍ୟ ଯୋଗୁଁ ଆପଣ ସମସ୍ତଙ୍କ ହୃଦୟ ମଧ୍ୟ ଜିଣି ପାରନ୍ତି । ଆପଣ ଙ୍କୁ ସେ ବହୁତ ଭଲ ମଧ୍ୟ ପାଇଥାନ୍ତି । ଏବଂ ଆପଣଙ୍କ ଠାରୁ ସେହି ଜିନିଷ ଆଶା ମଧ୍ୟ କରନ୍ତି ।

୩- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ଗୋଲାପ ଅର୍ଥାତ ଗୋଲାପୀ ରଙ୍ଗର ଗୋଲାପ ଫୁଲ ବାଛି ଛନ୍ତି ତେବେ ଆପଣ ଙ୍କ ଜୀଵନ ସାଥୀ ଆପଣ ଙ୍କ ର ଏହି ସୁନ୍ଦର ଏବଂ ଭୋଳା ଚେହେରା ବହୁତ ପସନ୍ଦ ଏବଂ ସେ ଏହା ମଧ୍ୟ ଭାବନ୍ତି କି ଆପଣ ହିଁ ତାଙ୍କ ପାଇଁ ପୁରା ସଠିକ । ଆପଣଙ୍କୁ ପାଇ ସେ ବହୁତ ଭାଗ୍ୟଶାଳୀ ହୋଇଛନ୍ତି । ଏବଂ ସେ ଆପଣ ଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି ଏବଂ ଆପଣଙ୍କ ଠାରୁ ସେହି ଭଲ ପାଇବା ଆଶା ମଧ୍ୟ କରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *