ନିଜ ସ୍ଵାମୀଙ୍କୁ ଧନବାନ କରି ଦିଅନ୍ତି ଏହି 4 ଲକ୍ଷଣ ଥିବା କନ୍ୟା, ପଢନ୍ତୁ ଆଜିର 10 + Anuchinta

ଆମ ଆଖ ପାଖରେ ଅନେକ ପ୍ରକାର ମହିଳା ଅଛନ୍ତି । ସେମାନଙ୍କୁ ଜାଣିବା ପାଇଁ ଆମେ କିଛି ଲକ୍ଷଣ ଜାଣିବା ପାଇଁ କିଛି ସଂକେତ ଅଛି । ସେଗୁଡି ମଧ୍ୟରୁ ଆମେ ଆପଣ ଙ୍କୁ କିଛି ଲକ୍ଷଣ ବିଷୟରେ ଜଣାଇବା  ପାଇଁ ଯାଉଛୁ ।

ଯେଉଁ ମହିଳା ମାନେ କମୋଲ ଭାବେ କଥା ବାର୍ତ୍ତା କରନ୍ତି ଓ ଧୀରେ ଧୀରେ କଥା ହୋଇ ଥାନ୍ତି ସେମାନେ ଖୁବ ଭାଗ୍ୟ ଶାଳି ହୋଇ ଥାନ୍ତି । ଯେଉଁ ମହିଳା ମାନେ ଆସ୍ତିକ, କ୍ଷମାଶିଳ, ଦାନଶିଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ଯ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି । ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥି ମାନଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନଙ୍କୁ ଭାଗ୍ୟଶିଳ ହୁଅନ୍ତି ।

ଯେଉଁ ମହିଳା ମାନେ ସକାଳ ସନ୍ଧ୍ୟାରେ ପୂଜା କରନ୍ତି ସେମାନଙ୍କୁ ଭାଗ୍ୟବତୀ ମହିଳା କୁହାଯାଏ । ଯେଉଁ ମହିଳା ମାନଙ୍କ ଗାଲ ଗୋଲ ଓ ସୁନ୍ଦର ଦେଖାଯାଏ ସେହି ଭଳି ମହିଳା ମାନେ  ଦେବୀଗୁଣ ଯୁକ୍ତ ମହିଳା ଅଟନ୍ତି । ଯେଉଁ ମହିଳା ମାନଙ୍କ ଓଠ ଓ ଆଙ୍ଗୁଳି ସୁନ୍ଦର ସେମାନେ ଭାଗ୍ୟଶାଳି ଅଟନ୍ତି । ଯେଉଁ ମହିଳା ମାନଙ୍କ କଣ୍ଠ ରେ ଥିବା ଘନ୍ଟିକା ଉଚ୍ଚ ହୋଇଥାଏ ସେମାନେ ଭାଗ୍ୟ ଶାଳି ମହିଳା ହୋଇଥାନ୍ତି ।

ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା  ପଡିଥାଏ ସେମାନଙ୍କ ସ୍ଵାମୀ ଖୁବ ଭାଗ୍ୟଶାଳି ହୋଇ ଥାନ୍ତି । ଯେଉଁ ମହିଳା ମାନଙ୍କ ଅଗ୍ରଭାଗ ଟିକେ ଲାମ୍ବା ଥାଏ ସେମାନେ ଦେଖିବାକୁ ଖୁବ ଭାଗ୍ୟଶାଳି ହୋଇ ଥାନ୍ତି । ସେମାନଙ୍କୁ ଖୁବ ସୌଭାଗ୍ୟ ପ୍ରାପ୍ତି ହୋଇ ଥାଏ । ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳା ମାନଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନଙ୍କ ପାଇଁ ପୁରୁଷ ମାନେ ବହୁତ ମଙ୍ଗଳକାରି ଅଟନ୍ତି ।

ଯେଉଁ ମାନେ ମହିଳା ମାନଙ୍କ ଓଠ ମଧ୍ୟରେ ରେଖା ଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟ ଶାଳି ମହିଳା ହୋଇଥାନ୍ତି । ଯେଉଁ ମହିଳା ମାନଙ୍କ ପାଟିରେ ଉପରେ ଷୋଳଟି ଓ ତଳେ ଷୋଳଟି ଦାନ୍ତ କ୍ଷୀର ପରି ସଫା ଥାଏ ସେ ସ୍ବାମୀର  ପ୍ରିୟ ଅଟନ୍ତି । ଯେଉଁ ମହିଳା ମାନଙ୍କ ଜିଭ ଲାଲ ଓ ପତଳା କୋମଳ ହୋଇଥାଏ ସେମାନଙ୍କ ସ୍ଵାମୀ ଉତ୍ତମ ସ୍ଵାମୀ ମିଳି ଥାଏ । ଯେଉଁ ମାନେ ହସିବା ବେଳେ ଅଳ୍ପ ପାଟି ଖୋଲେ ଓ ଦାନ୍ତ ଦେଖା ଯାଏ ନି ସେମାନେ ସୌଭାଗ୍ୟ ଆଣିଥାନ୍ତି ।

ଯେଉଁ ମହିଳା ମାନଙ୍କ ଆଖି ପତଳା ହରିଣୀ ପରି ହୋଇଥାଏ । ସେମାନଙ୍କ ଆଖିର ଚୁଟି ପତଳା ହୋଇ ଥାଏ ସେମାନେ ଦେଖିବା ପାଇଁ ଖୁବ ସୁନ୍ଦର ଓ ଭାଗ୍ୟଶାଳି ହୋଇଥାନ୍ତି । ଯେଉଁ ମହହିଲା ମାନଙ୍କ ଓଠରେ, କାନରେ ତିଳ ଚିହ୍ନ ଥାଏ ସେମାନେ ଖୁବ ଭଲ ସ୍ଵାମୀ ପାଇଥାନ୍ତି ।

ଯେଉଁ ମହିଳା ମାନକ ହାତରେ ପଦ୍ମ ଚିହ୍ନ, ମାଛ, ଶଙ୍ଖ, ପତାକା, ଚିହ୍ନ  ଥାଏ ସେମାନଙ୍କ ସ୍ଵାମୀ ମାନେ ଖୁବ ଧନବାନ ହୋଇ ଥାନ୍ତି । ଯେଉଁ ମହିଳା ମାନଙ୍କ ପାଦରେ ଆଙ୍ଗୁଠି ମଧ୍ୟରେ ଫାଙ୍କା ଥାଏ ସେମାନେ ଧନ ସଞ୍ଚଯ କରି ପାରନ୍ତି । ଯେଉଁ ମହିଳା ମାନଙ୍କ କାଣୀ ଆଙ୍ଗୁଠି ମାଟିରେ ଲାଗି ନଥାଏ ସେମାନେ ସମୟ ଅନୁସାରେ ନିଜକୁ ବଦଳେଇ ଦିଅନ୍ତି ।  ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡୁ ମା-ରି-ଲେ ଧନ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ଝାଡୁ ମା-ର-ନ୍ତୁ-ନି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *