Ajira Upadesha- ସୁନ୍ଦର ଦେଖାଯିବା ପାଇଁ ରାତିରେ ଶୋଇବା ବେଳେ ପାଳନ କରନ୍ତୁ ଏହି ନିୟମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଖ ମଣ୍ଡଳର ତଥା ସଂପୂର୍ଣ୍ଣ ଶରୀରକୁ ସୁନ୍ଦର କରିବାକୁ ସମସ୍ତେ ମନ ବଳାଇଥାନ୍ତି । କାରଣ ସୁନ୍ଦର ଦେଖା ଯିବାକୁ ସମସ୍ତେ ଚାହିଁଥାନ୍ତି । ତେବେ ବହୁତ ଲୋକ ଅନେକ ପ୍ରକାର ତ୍ଵଚା ସମ୍ବଦ୍ଧିତ ଜିନିଷ ଆଣି ନିଜ ତ୍ଵଚାରେ ଲଗାଇଥାନ୍ତି । ଯଦି ମାର୍କେଟରୁ କିଣିକି ଆଣୁଥିବା କୌଣସି ତ୍ଵଚାକୁ ସୁନ୍ଦର କରିବା ଜିନିଷ ମାନଙ୍କରେ କେମିକାଲ୍ ର ମିଶ୍ରଣ କରାଯାଇଥାଏ ।

ତେବେ ଏହା ତ୍ଵଚାକୁ ସୁନ୍ଦର କରିବା ଅପେକ୍ଷା ଏହା ମୁହଁକୁ କ୍ଷତି ପହଞ୍ଚାଇଥାଏ । ଯାହା ଦ୍ଵାରା ମୁଖ ମଣ୍ଡଳର ଶୋଭା ବୃଦ୍ଧି ହୋଇନଥାଏ । ତେବେ ତ୍ଵଚାକୁ ସୁନ୍ଦର ଓ ଚମକଦାର କରିବା ପାଇଁ ଏକ ବହୁତ ଭଲ ଖାସ୍ ଉପାୟ ବିଷୟରେ ଆଲୋଚନା କରିବା । କମଳା ଲେମ୍ବୁ ସମସ୍ତଙ୍କ ଘରେ ଖାଇବା ପାଇଁ ଆସିଥାଏ । ସେହି ଲେମ୍ବୁକୁ ଖାଇସାରିଲା ପରେ ତାହାର ଚୋପାକୁ ଫିଙ୍ଗି ଦେବା ଉଚିତ ନୁହେଁ ।

କାରଣ ତାହାର ଚୋପାରେ ତ୍ଵଚା ପାଇଁ ଏପରି କିଛି ବିଶେଷ ପୋଷକ ତତ୍ଵ ରହିଥାଏ । ଯାହା ତ୍ଵଚାର ସୁନ୍ଦରତା ବୃଦ୍ଧି କରିବା ସହିତ ତ୍ଵଚାକୁ ଚମକ ଦେଇଥାଏ । ତେବେ ସେହି କମଳା ଲେମ୍ବୁର ଚୋପାକୁ ରଖିକୁ ତାହାକୁ ଖରାରେ ଶିଖାଇ ଦିଅନ୍ତୁ । ତାପରେ ତାହା ଶୁଖିଗଲା ପରେ ତାହା ହାଡ ହୋଇଯାଇଥିବ । ତାହାକୁ ଆଣି ଗ୍ରାଇଣ୍ଡିଙ୍ଗ କରି କମଳା ଲେମ୍ବୁର ଗୁଣ୍ଡ ପ୍ରସ୍ତିତ କରନ୍ତୁ ।

ସେହି କମଳା ଲେମ୍ବୁର ପ୍ରସ୍ତୁତ କରିଥିବା ଚୋପାର ଗୁଣ୍ଡରୁ କିଛି ଆଣି ସେଥିରେ ଅପ ହଳଦୀ ମିଶାଇ ମିଶାନ୍ତୁ । ତାପରେ ପାଣି କିମ୍ବା ଗୋଲାପ ଜଳ ସାହାଜ୍ଯରେ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ତାହାକୁ ଆଣି ନିଜ ମୁହଁରେ ଭଲ ଭାବରେ ଲଗାନ୍ତୁ । ତାପରେ ଏହାକୁ ଲଗାଇବାର କିଛି ଘଣ୍ଟା ପରେ ମୁହଁକୁ ସାଧା ପାଣିରେ ଧୋଇ ଦିଅନ୍ତୁ ।

ଦେଖିବେ ମୁହଁ ଆଗ ଅପେକ୍ଷା ବହୁତ ଉଜ୍ଜଳ ହୋଇଯିବ । ଏହାକୁ କିଛି ଦିନ କରିବା ପରେ ତ୍ଵଚା ଅଧିକରୁ ଅଧିକ ସୁନ୍ଦର ହୋଇବା ସହ ଦାଗ ବ୍ରଣ ଦୂର ହୋଇଯିବ । ଦିତୀୟ ଉପାୟଟି ହେଉଛି ରାତିରେ ଶୋଇବାର ଅଳ୍ପ କିଛି ସମୟ ପୂର୍ବରୁ ମୁହଁରେ ଲେମ୍ବୁ ଘଷିଦିଅନ୍ତୁ । ତାପର କିଛି ମିନିଟ ପରେ ମୁହଁକୁ ସାଧା ପାଣିରେ ଭଲ ଭାବରେ ଧୋଇ ପରିଷ୍କାର କରି ଦିଅନ୍ତୁ ।

ଦେଖିବେ ମୁହଁରେ ଥିବା କଳା ଦାଗ ସଂପୂର୍ଣ୍ଣ କିଛି ମଧ୍ୟରେ ଗାୟବ ହୋଇଯିବ । ଚେହେରାରେ ଏକ ନୂଆ ପ୍ରକାର ଗ୍ଲୋନେସ୍ ଆସିଯିବ । କାରଣ ମୁଖ ମଣ୍ଡଳ ସୁନ୍ଦର ରହିବା ଦ୍ଵାରା ବ୍ୟକ୍ତିର ସୁନ୍ଦରତାରେ ଚାରଚାନ୍ଦ ଲାଗିଯାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *