ସ୍ତ୍ରୀ କୁ ସ୍ଵାମୀର ଏହି ଦିଗରେ ଭୁଲରେ ବି ଶୋଇବା କଥା ନୁହେଁ, ସାରା ଜୀବନ ଭୋଗିବାକୁ ପଡିଥାଏ ଦୁଃଖ କଷ୍ଟ_ Vastu Tips

ବନ୍ଧୁଗଣ ଆମ ଦୈନନ୍ଦିନ ଜୀବନରେ ହେଉଥିବା ସମସ୍ତ ପ୍ରତିକ୍ରିୟାର ପ୍ରଭାବ ଆମ ଘରର ବାସ୍ତୁ ଉପରେ ପଡିଥାଏ । ଆମର ଜୀବନ ଶୈଳୀ, ଖାଦ୍ୟ ପେୟ ଓ ସ୍ଵଭାବର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ରର କିଛି ନିୟମର ପାଳନ କରିବା ସମସ୍ତ ମଣିଷଙ୍କ ପାଇଁ ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ମଣିଷର ଖାଦ୍ୟ ପେୟ, ଜୀବନ ଶୈଳୀ ଓ ଶୋଇବାର କିଛି ସଠିକ ନିୟମ ରହିଛି । ମଣିଷକୁ ଠିକ ସମୟରେ ଖାଦ୍ୟ ଖାଇବା ଓ ଶୋଇବା ନିହାତି ଆବଶ୍ୟକ ।

ସମସ୍ତ ମଣିଷଙ୍କ ପାଇଁ ନିଦ ବହୁତ ଜରୁରୀ ହୋଇଥାଏ ଏହା ଆମ ମନ ଓ ମସ୍ତିସ୍କକୁ ଶାନ୍ତ କରିଥାଏ । ଆମ ବାସ୍ତୁଶାସ୍ତ୍ରରେ ଶୋଇବା ସହ ଜଡିତ କିଛି ନିୟମ କୁହାଯାଇଛି । ଆମକୁ କେଉଁ ସମୟରେ ଶୋଇବା ଉଚିତ ଓ କେଉଁ ଦିଗରେ ଶୋଇବା ଉଚିତ ଏହା ବିଷୟରେ ଉଲ୍ଲେଖ କରାଯାଇଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବାର ସଠିକ ନିୟମ ବିଷୟରେ କହିବାକୁ ଯାଉଛୁ । କାରଣ ଏହାର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଯଦି ଆମେ ଏହି ନିୟମର ପାଳନ ନକରିବା ତା ହେଲେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ସଦସ୍ୟର ଶୋଇବା ସେଜର ଦିଗ ଘରର ଦକ୍ଷିଣ ପୂର୍ବ ହବା ଉଚିତ । ଏହି ଦିଗରେ ଶୋଇବା ଦ୍ଵାରା ଘରର ମୁଖ୍ୟ ସଦସ୍ୟ ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି ହୋଇଥାଏ । ଏହା ସହିତ ସ ଆଜୀବନ ନିରୋଗ ରହିଥାନ୍ତି ।

୨. ବନ୍ଧୁଗଣ ଶୋଇବା ସମୟରେ ଆମର ମୁଣ୍ଡ ଦକ୍ଷିଣ ବା ଉତ୍ତର ଦିଗରେ ରହିବା ଉଚିତ । ଆପଣ ମାନେ ଭୁଲ ସେ ମଧ୍ୟ ଦକ୍ଷିଣ ଦିଗରେ ଗୋଡ ରଖି ସୋଇବେ ନାହିଁ । ଏହି ଦିଗରେ ଗୋଡ ରଖି ଶୋଇବା ଦ୍ଵାରା ମାନସିକ ଚିନ୍ତା ବଢିଥାଏ ଓ ଜୀବନରେ ବିଭିନ୍ନ ସମସ୍ଯା ଆସିଥାଏ । ଏହା ସହିତ କେବେହେଲେ ପୂର୍ବ ଦିଗରେ ଗୋଦା ରଖି ଶୋଇବା ଉଚିତ ନୁହେଁ । କାରଣ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ।

୩. ବନ୍ଧୁଗଣ ମହିଳା ମାନଙ୍କୁ ଠିକ ସମୟରେ ଶୋଇବା ଓ ଶୀଘ୍ର ଉଠିବା ନିହାତି ଆବଶ୍ୟକ । ଏହା ଘରର ବାତାବରଣ ପାଇଁ ବହୁତ ଶୁଭ ହୋଇଥାଏ । ଯଦି କୌଣସି ମହିଳା ବହୁତ ସମୟ ପର୍ଯ୍ୟନ୍ତ କିମ୍ବା ଦିନରେ ସୋଇଥାଏ ତା ହେଲେ ସେହି ଘରେ ଦରିଦ୍ରତା ଆସିଥାଏ । ଏହା ସହିତ ଘର ମଧ୍ୟରେ କେବେହେଲେ ଉନ୍ନତି ହୋଇନଥାଏ ।

୪. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ସବୁବେଳେ ସ୍ଵାମୀର ବାମ ପାଟରେ ଶୋଇବା ଉଚିତ । ଏହା ବହୁତ ଶୁଭ ହୋଇଥାଏ । ଏହା ସହିତ ସ୍ଵାମୀ ସ୍ତ୍ରୀ କେବେହେଲେ ଶୋଇବା ସମୟରେ କଳହ କରିବା ଉଚିତ ନୁହେଁ । କଳହ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଖରାପ ହୋଇଥାଏ ଯାହା ଫଳରେ ଘର ନର୍କରେ ପରିଣତ ହୋଇଯାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *