କେହି ମାଗି ମାଗି ମରିଗଲେ ବି ନିଜ ଘରର ଏହି 1 ଜିନିଷ କାହାକୁ ବି ଦେବେ ନାହିଁ- Chanakya Niti

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ ନିଜ ନୀତି ମାଧ୍ୟମରେ ଚନ୍ଦ୍ର ଗୁପ୍ତ ମୋର୍ଜ୍ୟଙ୍କୁ ସିଂହାସନରେ ବସେଇଥିଲେ । ମଣିଷ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ ଉଲ୍ଲେଖ କରିଛନ୍ତି ।

ସେହି ସମସ୍ତ କଥା ମଣିଷ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଏପରି କିଛି ଜିନିଷ ଅଛି ଯାହାକୁ ଭୁଲ ସେ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଜିନିଷ ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ ଏହି ସବୁ ଜିନିଷକୁ ଅନ୍ୟ କାହାକୁ ଦେବେ ତା ହେଲେ ଆପଣ ବରବାଦ ହୋଇଯିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଘଣ୍ଟା ସମୟ କହିଥାଏ । ହେଲେ ଘଣ୍ଟା ଯେଉଁ ବ୍ୟକ୍ତିର ଥାଏ ତାହା ଉପରେ ତାର ସକାରାତ୍ମକ ପ୍ରଭାବ ପଡିଥାଏ ଯଦି ଆପଣ ନିଜ ଘଣ୍ଟାକୁ ଅନ୍ୟ କାହାକୁ ଦେବେ ତା ହେଲେ ସେହି ଘଣ୍ଟାର ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିବ । ଏହା ସହିତ ବନ୍ଧୁଗଣ ଘଣ୍ଟା ଅନ୍ୟ କାହାକୁ ଦେବା ପରେ ଆପଣ ମାନଙ୍କ ଖରାପ ସମୟ ଆରମ୍ଭ ହୋଇଯିବ । ଯଦି ଆପଣ ଅନ୍ୟ କାହାର ଘଣ୍ଟାକୁ ପିନ୍ଧିବେ ତା ହେଲେ ମଧ୍ୟ ଆପଣଙ୍କ ଜୀବନରେ ବହୁତ କିଛି ସମସ୍ଯା ଆସିପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ନିଜ ଘଣ୍ଟାକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ଏବଂ ଅନ୍ୟ ଘଣ୍ଟାକୁ ନିଜେ ବ୍ୟବହାର କରନ୍ତୁ ନାହିଁ ।

୨. ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ରରେ ଧନ ବା ଟଙ୍କାକୁ ମଣିଷର ଶତ୍ରୁ କୁହାଯାଇଛି । ହେଲେ ଏହି ଦୁନିଆର ସମସ୍ତ ମଣିଷ ଧନ କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ବନ୍ଧୁଗଣ ଧନ ହେଉଛି ସବୁ ଦୁଷ୍କର୍ମର ମାଧ୍ୟମ । ବନ୍ଧୁଗଣ ସମ୍ପର୍କ ମଧ୍ୟରେ ଧନ ଦେବା ନେବା କରିବା ଉଚିତ ନୁହେଁ । ଯଦି ଆପଣ ନିଜର କୌଣସି ସମ୍ପର୍କୀୟକୁ ଧନ ଦେବେ ତା ହେଲେ ଏହି ଧନ ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ କାହାକୁ ଟଙ୍କା ଉଧାରରେ ଦିଅନ୍ତୁ ନାହିଁ ।

୩. ବନ୍ଧୁଗଣ ଏହି ଦୁନିଆର ଥିବା ସମସ୍ତ ପୁରୁଷ ଓ ମହିଳା ମାନଙ୍କ ପାଇଁ ନିର୍ବନ୍ଧର ମୁଦି ବହୁତ ମହତ୍ବପୂର୍ଣ୍ଣ ଅଟେ । ବନ୍ଧୁଗଣ କୌଣସି ପରିସ୍ଥିତିକୁ ଆଖିରେ ରଖି ଆପଣ ମାନେ ନିଜ ନିର୍ବନ୍ଧ ମୁଦିକୁ ଭୁଲ ସେ ମଧ୍ୟ ଅନ୍ୟ କାହାକୁ ଦେବେ ନାହିଁ । ଏହା ବହୁତ ବଡ ଭୁଲ ଅଟେ କାରଣ ଏହା ଆପଣଙ୍କ ବୈବାହିକ ଜୀବନରେ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ବନ୍ଧୁଗଣ ନିଜ ଜୀବନରେ ଏହି ତିନୋଟି ଜିନିଷକୁ ଭୁଲ ସେ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *