Jyotish Shastra- ସ୍ତ୍ରୀଙ୍କ ଦିୱାନା ହୋଇଥାନ୍ତି ଏହି 4 ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ ?

ବନ୍ଧୁଗଣ, ପତ୍ନୀ ଙ୍କ ଦିୱାନା ହୋଇଥାନ୍ତି ଏହି ୪ ନାମ ଥିବା ପୁରୁଷ । ଆଜି ଆମ୍ଭେ ଏହି ୪ ନାମ ଥିବା ପୁରୁଷ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।୧;- A ନାମ ଥିବା ପୁରୁଷ, ଏହି ଅକ୍ଷରର ପୁରୁଷ ମାନଙ୍କୁ ନିଜ ସ୍ତ୍ରୀ ର ଧ୍ୟାନ ରଖିବା ବହୁତ ଭଲ ଭାବରେ ଆସିଥାଏ । ଏହି ନାମର ଲୋକେ ନିଜ ସ୍ତ୍ରୀ ର ବହୁତ ଧ୍ୟାନ ରଖିଥାନ୍ତି ଏବଂ ତାଙ୍କର କୌଣସି ପ୍ରକାରର ସାହାର୍ଯ୍ୟ କରିବା ନିମନ୍ତେ କେବେ ମଧ୍ୟ ପଛଘୁଞ୍ଚା ଦେଇ ନଥାନ୍ତି । ଏମାନେ ସାରାଦିନ ନିଜ ସ୍ତ୍ରୀ ଙ୍କ ଦିୱାନା ବନି ରହିଥାନ୍ତି । ନିଜ ପତ୍ନୀ ଙ୍କ ସମୁଖରେ ଏମାନଙ୍କୁ ଅନ୍ୟ କେହି ଦେଖା ଦେଇ ନଥାନ୍ତି ।

୨;- K ନାମ ଥିବା ପୁରୁଷ, ଏହି ନାମ ଥିବା ପୁରୁଷ ସ୍ବଭାବରୁ ଅଳ୍ପ ଜିଦି ହୋଇଥାନ୍ତି । ଏଭଳି ହେବା ସତ୍ବେ ମଧ୍ୟ ନିଜ ପତ୍ନୀ ତଥା ପାର୍ଟନର କୁ ବହୁତ ଭଲ ପାଇଥାନ୍ତି । ଏହି ନାମର ପୁରୁଷ ବିବାହ ପରେ ନିଜ ସ୍ତ୍ରୀ ର ସମସ୍ତ କଥା ମାନିଥାନ୍ତି । ଏବଂ ବିବାହ ପରେ ଏମାନେ ଯାହା ଥିଲେ ମଧ୍ୟ ବିବାହ ପରେ ଏମାନଙ୍କ ସ୍ଵଭାବ ସଂପୂର୍ଣ୍ଣ ଭାବରେ ବଦଳିଯାଇଥାଏ ।

ଏଭଳି କି ଏମାନେ ନିଜ ପାର୍ଟନର ନିମନ୍ତେ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏବଂ ଏମାନଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଯଦି ଏହି ନାମର ପୁରୁଷ ଆପଣଙ୍କ ଜୀବନକୁ ଆସିଥାନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ।

୩;- P ନାମ ଥିବା ପୁରୁଷ, ଏହି ନାମର ପୁରୁଷ ହୃଦୟରୁ ବହୁତ ସଫା ହୋଇଥାନ୍ତି, ଏବଂ ନିଜ ପାର୍ଟନର ପ୍ରତି ସର୍ବଦା ଇମାନ୍ଦାର ରହିଥାନ୍ତି । ଏହା ସହିତ ନିଜ ପତ୍ନୀ ଙ୍କ ପ୍ରେମରେ ସର୍ବଦା ପାଗଳ ରହିଥାନ୍ତି । ଏମାନଙ୍କ ଚିନ୍ତା କରିବାର କ୍ଷମତା ବହୁତ ଉତ୍ତମ ହୋଇଥାଏ । ଏବଂ ଏମାନେ ସହଜରେ ବୁଝି ଯାଇଥାନ୍ତି ଯେ ଏମାନଙ୍କ ପତ୍ନୀ ଏମାନଙ୍କ ଠାରୁ କଣ ଚାହିଁଥାଏ ।

୪;- R ନାମ ଥିବା ପୁରୁଷ, ଏହି ନାମର ବ୍ୟକ୍ତି ନିଜ ପତ୍ନୀଙ୍କର ପ୍ରତ୍ୟକ ଛୋଟ ଛୋଟ କଥାର ଧ୍ୟାନ ରଖିଥାନ୍ତି । ଏହି ବ୍ୟକ୍ତି ନିଜ ପତ୍ନୀ ଙ୍କର ଖୁସି ନିମନ୍ତେ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି ।  ଯଦି ଆପଣଙ୍କ ଜୀବନସାଥି ଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ୪ ନାମ ଥିବା ପୁରୁଷ ନିଜ ପତ୍ନୀ ଙ୍କ ଦିୱାନା ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *