ବନ୍ଧୁଗଣ, କୁହାଯାଇଥାଏ ଯେ ବିବାହ ଜୀବନରେ ସ୍ଵାମୀ ସ୍ତ୍ରୀ ପ୍ରତ୍ୟକ କଥା ଏବଂ ସୁଖଦୁଖ ସେୟାର କରିଥାନ୍ତି । ଏଭଳି କରିବା ଦ୍ଵାରା ସାଂସାରିକ ତଥା ବୈବାହିକ ଜୀବନ ଖୁସିରେ ବ୍ୟତୀତ ହୋଇଥାଏ । ଏହାକୁ ସ୍ଵୀକାର କରିବାରେ କିଛି ଖରାପ ନାହିଁ ଯେ ଆମ୍ଭ ସମସ୍ତଙ୍କ ଜୀବନରେ କିଛି ଏହିଭଳି କଥା ହୋଇଥାଏ ଯାହାକୁ ଆମ୍ଭେ କାହା ସହିତ ମଧ୍ୟ ସେୟାର କରି ନଥାଉ । ନିଜ ଜୀବନ ସାଥି ସହିତ ମଧ୍ୟ ନୁହେଁ । ଏହି କଥା ସାଧାରଣତ ସ୍ତ୍ରୀ ତଥା ପୁରୁଷ ଙ୍କ ନିମନ୍ତେ ସମାନ ଭାବରେ ଲାଗୁ ହୋଇଥାଏ ।
ମହିଳା ଙ୍କ ସମ୍ବନ୍ଧରେ କହିବାକୁ ଗଲେ ସେମାନଙ୍କ ପାଇଁ କୁହାଯାଇଥାଏ ଯେ ମହିଳା ଙ୍କ ମନର କଥା ବୁଝିବା ବହୁତ କଷ୍ଟ ଅଟେ । ମାତ୍ର କଣ ଆପଣ ଜାଣିଛନ୍ତି ଯେ ପ୍ରତ୍ୟକ ସ୍ତ୍ରୀ ନିଜ ସ୍ଵାମୀ ଠାରୁ ଏହି ୫ ଟି କଥା ଲୁଚାଇଥାଏ । ଏବଂ ଯାହାକୁ ସେ ନିଜ ସ୍ଵାମୀ ଙ୍କ ସହିତ ସେୟାର କରିବାକୁ ପସନ୍ଦ କରି ନଥାଏ । ତେବେ ଆସନ୍ତୁ ଜାଣିବା ସେହି ୫ ଟି କଥା କଣ ଅଟେ ? ଯାହାକୁ ପ୍ରାଏ ସ୍ତ୍ରୀ ମାନେ ସ୍ଵାମୀଙ୍କ ଠାରୁ ଲୁଚାଇ ଥାନ୍ତି ।
୧;- ପୁରୁଣା ପ୍ରେମ, ଅର୍ଥାତ ପ୍ରଥମ ପ୍ରେମ ପୁରୁଷ ଙ୍କ ପରେ ମଧ୍ୟ ପ୍ରତ୍ୟକ ସ୍ତ୍ରୀ ଙ୍କ ଜୀବନରେ କେହି ନା କେହି ଆସିଥାନ୍ତି । ସେମାନଙ୍କୁ ନିଜ ସ୍ଵାମୀ ର ଜୀବନରେ ଆସିବା ପୂର୍ବ ରୁ କେଉଁ ପୁଅ ସହିତ ପ୍ରେମ ହୋଇଯାଇଥାଏ । ମାତ୍ର ସେ ଏହି କଥା କୁ କାହା ସହିତ ମଧ୍ୟ ସେୟାର କରିବା ଉଚିତ ମାନନ୍ତି ନାହିଁ । କେଉଁ ସ୍ତ୍ରୀ ନିଜ କ୍ରଶ କଥା ସ୍ଵାମୀ ଙ୍କୁ କୁହନ୍ତି ନାହିଁ । କାରଣ ସେମାନଙ୍କୁ ଏହି କଥାର ଡର ରହିଥାଏ ଏଥିପାଇଁ ସେମାନଙ୍କୁ ସୁଖୀ ବୈବାହିକ ଜୀବନରେ ବାଧା ଉତ୍ପନ୍ନ ହୋଇପାରେ ।
୨;- ଟଙ୍କା, ପ୍ରତ୍ୟକ ମହିଳା ପାଖରେ ଏକ ଲୁଚାଇଥିବା ଖଜଣା ରହିଥାଏ । ସେ ନିଜ ଘରର ଛୋଟ ବଡ ସମସ୍ୟା ରେ ବାହାର କରିବାକୁ ବଞ୍ଚାଇ ଥାଏ । ସେମାନେ ଏହି ସମ୍ବନ୍ଧରେ ସ୍ଵାମୀ ଙ୍କୁ କୌଣସି କଥା କହି ନଥାନ୍ତି । ମାତ୍ର କଷ୍ଟ ସମୟରେ କିମ୍ବା ଦରକାର ସମୟରେ ସେହି କଥା ସ୍ତ୍ରୀ ସ୍ଵାମୀ ଙ୍କୁ ଦେଇଥାଏ । ଏବଂ ଏହି ପ୍ରକାରରେ ସେ ନିଜ ସ୍ଵାମୀ ଙ୍କୁ ସାହାର୍ଯ୍ୟ କରିଥାଏ ।
୩;- ମନର ଇଛା, ସ୍ଵାମୀ ସ୍ତ୍ରୀ ମଝିରେ ପ୍ରାଏ ସମୟରେ କେତୋଟି କଥା କୁ ନେଇ ସହମତି ହୋଇ ନଥାଏ । ଆଉ ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ପଛକୁ ହଟିବାକୁ ପଡିଥାଏ । ଏହି ସମୟରେ ଅଧିକାଂଶ ସ୍ତ୍ରୀ ମାନେ ସ୍ଵାମୀ ର ହଁ ରେ ହଁ ମିଶାଇ ପରିସ୍ଥିତି କୁ ସମ୍ଭାଳି ନେଇଥାନ୍ତି ।
୪;- ନିଜ ବିମାରୀ ସମ୍ବନ୍ଧରେ, ଅଧିକାଂଶ ସ୍ତ୍ରୀ ନିଜ ବିମାରୀ ଶାରୀରିକ ପୀଡା ତଥା କଷ୍ଟ ସମ୍ବନ୍ଧରେ ସ୍ଵାମୀ ଙ୍କୁ କୁହନ୍ତି ନାହିଁ । ଏଭଳି କରିବା ପଛରେ ସେମାନଙ୍କ ପାଖରେ କାରଣ ମଧ୍ୟ ରହିଥାଏ । ସେମାନେ ଭାବିଥାନ୍ତି ଯେ ଛୋଟ ଛୋଟ କଥା କହି ସ୍ଵାମୀ ଙ୍କୁ ବିଜାର କରିବା ସଠିକ ନୁହେଁ ।
୫;- ଝିଅ ମାନଙ୍କ କଥା, ଆପଣ କେବେ ମଧ୍ୟ ଜାଣିପାରିବେ ନାହିଁ ଯେ ମହିଳା ମାନେ କେମିତି ଏବଂ କଣ ନିଜ ସାଙ୍ଗ ମାନଙ୍କ ସହିତ କଥା ହୋଇଥାନ୍ତି । ସ୍ତ୍ରୀ ମାନେ ଯେଉଁ କଥା ନିଜ ସ୍ଵାମୀ ଙ୍କୁ କହିବାକୁ ଡରିଥାନ୍ତି ସେହି କଥାକୁ ନିଜ ସାଙ୍ଗ ସାଙ୍ଗେ ସେୟାର କରିଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।