Vastu Shastra- ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଏହି 5 ଟି ଗଛ, ଘରେ ସର୍ବଦା ଲାଗି ରହିଥାଏ ମା’ ଲକ୍ଷ୍ମୀ ଙ୍କ କୃପା, କେବେ ବି ଆସେ ନାହିଁ କୌଣସି ସମସ୍ୟା

ବନ୍ଧୁଗଣ, ବାସ୍ତୁ ଅନୁସାରେ ଏଭଳି ଗଛ ସମ୍ବନ୍ଧରେ କୁହାଯାଇଅଛି ଯାହାକୁ ଲଗାଇବା ଦ୍ଵାରା ଘରେ ପଜେଟିଭିଟି ଆସିଥାଏ । ଏହା ସହିତ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- Bamboo Plant, ଏହା ଏକ ବହୁତ ପପୁଲାର ବାସ୍ତୁ ପ୍ଳାଣ୍ଟ ଅଟେ । ଏହାକୁ ବହୁତ ଶୁଭ ମାନାଯାଇଅଛି । ଏହା ପଜେଟିଭ ଏନର୍ଜି କୁ ଆମନ୍ତ୍ରିତ କରିଥାଏ । ଏହା ସାଧାରଣତ ଦୃତ ଗତିରେ ଉପରକୁ ଉଠିଥାଏ । ଏହାକୁ ଉନ୍ନତିର ପ୍ରତୀକ ବୋଲି ମାନାଯାଇଥାଏ । ଯଦି ଆପଣ କାହାକୁ କିଛି ଉପହାର ଦେବା ନିମନ୍ତେ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବହୁତ ଭଲ ଉପହାର ଅଟେ ।

୨;- Pothos, ଏହାକୁ ଆମ୍ଭେମାନେ ମନିପ୍ଳାଣ୍ଟ ନାମରେ ଜାଣିଥାଉ । ଏହାଦ୍ଵାରା ଘରର ନେଗେଟିଭିଟି ଏବଂ ଡିଷ୍ଟାନ୍ସ ମଧ୍ୟ ଦୂର ହୋଇଥାଏ । ଏହାକୁ ପାଣି ଅଥବା ମାଟି ଉଭୟ ମଧ୍ୟରୁ କେଉଁଥିରେ ମଧ୍ୟ ଲଗାଇ ପାରିବେ । ମାତ୍ର ଏହାକୁ ପାଣିରେ ଲଗାଇବା ବହୁତ ଶୁଭ ହୋଇଥାଏ ।

୩;- Tulsi, ଏହା ସାଧାରଣତ ଭାରତରେ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ଆୟୁର୍ବେଦ ରେ ତୁଳସୀଗଛ ର ବହୁତ ମହତ୍ଵ ସମ୍ବନ୍ଧରେ କୁହାଯାଇଅଛି । ଏହାକୁ କେତେକ ରୋଗର ଉପସମ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହି ଗଛ ଭଗବାନ ବିଷ୍ଣୁ ଙ୍କର ବହୁତ ପ୍ରିୟ ଅଟେ । ଏଥି ନିମନ୍ତେ ଯେଉଁ ଘରେ ତୁଳସୀ ରହିଥାଏ ସେହି ଘରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ।

୪;- Snake Plant, ଏହା ଏକ ବହୁତ ଭଲ ଏୟାର ପ୍ୟୁରୀଫାୟର ଅଟେ । ଏବଂ ବାସ୍ତୁ ତଥା ଫେଙ୍ଗସୁଇ ରେ ମଧ୍ୟ ଏହାକୁ ବହୁତ ଶୁଭ ମାନାଯାଇଥାଏ । ଏହା ସୂର୍ଯ୍ୟ କିରଣରେ ବହୁତ ଭଲ ଭାବରେ ଗ୍ରୋ କରିଥାଏ । ଏହି ଗଛର ପତ୍ର ଲମ୍ବା ଏବଂ ଗ୍ରୀନ ରଙ୍ଗର ହୋଇଥାଏ ।

୫;- Aloe Vera, ଏହା ନିଜର ଔଷଧୀୟ ଗୁଣ ନିମନ୍ତେ ଜଣାଯାଏ । ଏହାକୁ ସ୍କିନ, କେଶ ତଥା ଅନେକ ପ୍ରକାରର ରୋଗ କୁ ସଠିକ କରିବା ନିମନ୍ତେ କରାଯାଇଥାଏ । ବାସ୍ତୁ ଅନୁସାରେ ଏହି ପ୍ଳାଣ୍ଟ ପଜେଟିଭ ଏନର୍ଜି କୁ ବଢାଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *