ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ସ୍ତ୍ରୀ ଏହି 8 ଟି ଖରାପ କାମ କାମ କରିଥାଏ ସେ ଘୋର ପାପିନୀ ଅଟେ, କଣ ଆପଣ ଏମିତି ଭୁଲ କରୁ ନାହାନ୍ତି ତ ?

ନମସ୍କାର ବନ୍ଧୁଗଣ, କର୍ମ ହିଁ ମଣିଷକୁ ପରଚୟ ଦେଇଥାଏ । ଆଉ କର୍ମ ହିଁ ସୁଫଳ ପ୍ରଦାନ କରିଥାଏ । ଯଦି କୁକର୍ମ କରିବେ ତେବେ ପାପୀ ହେବେ ଆଉ ଖୁବ ଦଣ୍ଡ ପାଇବେ ଯାହା ଭଗବାନ ଆପଣଙ୍କୁ ଦେବେ । ସେହିଭଳି ମହିଳାମାନେ ଯଦି 8ଟି ନିଚ୍ଚ କାମ କରନ୍ତି ତେବେ ସେମାନେ ଘୋର ପାପିନୀର ପରିଚୟ ପାଇଥାନ୍ତି । ଆଉ ଆପଣ ମାନେ ତ ଜାଣିଥିବେ ପାପ କରି ପାପୀ ହେବା ପରେ ଭଗବାନଙ୍କ ଠାରୁ କେତେ ଶକ୍ତ ଦଣ୍ଡ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି 8 ପାପ ସମ୍ପର୍କରେ ।

1- ବିବାହିତା ମହିଳା ଧଳା ବସ୍ତ୍ର ପରିଧାନ କରିବା ଦ୍ଵାରା ତାଙ୍କ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି । ଗୋଟିଏ ବିବାହିତା ମହିଳାକୁ ଧଳା ବସ୍ତ୍ର କେବେ ମଧ୍ୟ ଧାରଣ କରିବା ଉଚିତ ନୁହେଁ । କାରଣ ଧଳା ବସ୍ତ୍ର ଅଲକ୍ଷ୍ମୀର ପ୍ରତୀକ ହୋଇଥାଏ । ଯେଉଁ ବିବାହିତା ନାରୀ ଧଳା ବସ୍ତ୍ର ଧାରଣ କରିଥାନ୍ତି ତାଙ୍କ ସ୍ଵାମୀଙ୍କ ଆକାଳ ମୃତ୍ୟୁ ହେବାର ଆଶଙ୍କା ବଢିଯାଇଥାଏ ।

2- ବିବାହିତା ମହିଳା ନିଜ ମଥାରେ ସବୁବେଳେ ସିନ୍ଦୁର ଲଗାଇ ରଖିବା ଉଚିତ । ଯେଉଁ ମହିଳା ନିଜ ମଥାରେ ସିନ୍ଦୁର ଲଗାଇ ନଥାଏ ତାଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ । 3- ବିବାହିତା ମହିଳା ମାନେ ସୁନାର ପାଇଁଜି କେବେ ମଧ୍ୟ ପିନ୍ଧିବା ଉଚିତ ନୁହେଁ । ଯେଉଁ ମହିଳା ସୁନାର ପାଊଁଜି ପିନ୍ଧିଥାନ୍ତି ତାଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି ।

4- ମହିଳା ମାନେ ପାଦରେ ପିନ୍ଧୁଥିବା ପାଇଁଜିରେ କୌଣସି ଭଗବାନ କିମ୍ବା କଇଁଛର ଆକୃତି ଥିଲେ ତାହାକୁ ପିନ୍ଧିବା ଅନୁଚିତ । କାରଣ ଏହାକୁ ଅଶୁଭ ମନାଯାଏ । 5-  ଯେଉଁ ମହିଳା ପ୍ରତ୍ୟକ ଦିନ ନିଜ ସ୍ଵାମୀ ସହ ଝଗଡା କରିଥାଏ ସେହିଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇନଥାଏ । ସେହିଭଳି ଯେଉଁ ମହିଳା ନିଜ ସ୍ଵାମୀଙ୍କ ପୂର୍ବରୁ ଭୋଜନ ଗ୍ରହଣ କରିଥାନ୍ତି ତାଙ୍କ ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି ।

6- ସୂର୍ଯ୍ୟଉଦୟ ହେବାପରେ ମଧ୍ୟ ଯେଉଁମହିଳା ଶୋଇ ରହିଥାଏ ସେହି ଘରକୁ କେବେ ବି ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇନଥାଏ । ଏବଂ ସେହି ମହିଳା ବହୁତ ବଡ ପାପିନୀ ହୋଇଥାନ୍ତି । 7-  ଯେଉଁ ବିବାହିତା ମହିଳା ନିଜ ହାତରେ ଚୁଡି ପିନ୍ଧିନଥାନ୍ତି ସେମାନେ ପିନ୍ଧିବା ଉଚିତ । କାରଣ ଚୁଡି ସୁହାଗନ ହେବାର ପ୍ରତୀକ ଅଟେ ।

8- ଯେଉଁ ମହିଳା ନିଜ ଋତୁସ୍ରାବ ସମୟରେ ରୋଷେଇ ଘରେ ପ୍ରବେଶ କରିଥାନ୍ତି ସେହି ଘରକୁ ମାତା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । କାରଣ ଏହଦ୍ଵାରା ମାତା ଅନ୍ନପୂର୍ଣାଙ୍କ ଅପମାନ ହୋଇଥାଏ । ଆଉ ଘରକୁ ଦାରିଦ୍ରତା ମାଡି ଆସିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି  ଭୁଲିବେନି ।

Leave a Reply

Your email address will not be published. Required fields are marked *