ମରିଗଲେ ବି ସୋମବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଲାଗିଥାଏ ମହାପାପ- Ajira Anuchinta

ବନ୍ଧୁଗଣ ଆମର ଜ୍ୟୋତିଷ୍ୟ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ରରେ ଏହି ସୃଷ୍ଟିରେ ଘଟୁଥିବା ବଡ ବଡ ଘଟଣାର ସମ୍ବନ୍ଧ ଆମ ଜୀବନ ସହ ଜଡିତ ହୋଇରହିଥାଏ ଏବଂ କିଛି ବିଶିଷ୍ଟ ଗଣନା ମାନଙ୍କ ଆଧାରରେ ଏହି ଘଟଣାର ପ୍ରଭାବ ଆମ ଜୀବନପ୍ରତି କିପରି ପଡିଥାଏ ଏହାର ଅନୁମାନ କରାଯାଇଥାଏ ।

ବନ୍ଧୁଗଣ ଏକ ସପ୍ତାହରେ ସାତଟି ଦିନ ବା ବାର ରହିଥାଏ । ଏହି ବାର ଗୁଡିକର ନାମ ଆମ ଗ୍ରହ ମାନଙ୍କ ଆଧାରରେ ରଖାଯାଇଛି । ଏହା ସହିତ ପ୍ରତ୍ୟକ ବାରର ସମ୍ବନ୍ଧ କୌଣସି ନା କୌଣସି ଭଗବାନଙ୍କ ସହ ଯୋଡା ହୋଇରହିଥାଏ ।

ଯେଉଁ ବାର ଯେଉଁ ଦେବତାଙ୍କର ହୋଇଥାଏ ସେହି ଦିନରେ ଦେବତାଙ୍କ ଶକ୍ତି ଅଧିକ ପ୍ରଭାବଶାଳି ହୋଇଥାଏ । ବନ୍ଧୁଗଣ ଯଦି ଆମେ ସେହିଦିନ ସେହି ଭଗବାନଙ୍କ ସମସ୍ତ ନିୟମର ପାଳନ କରିବା ତା ହେଲେ ଆମ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସୋମବାର ଦିନ କେଉଁ କାମ କରିବା ଉଚିତ ଓ କେଉଁ ସବୁ କାମ କରିବା ଅନୁଚିତ ତାହା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ସବୁ କାମ ବିଷୟରେ ଅଧିକ ଲୋକ ଜାଣିନାହାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ନିୟମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ସୋମବାର ହେଉଛି ଭଗବାନ ଶିବଙ୍କ ବାର । ସୋମବାର ଦିନ ଯଦି ମଣିଷ ଶିବଙ୍କ ପୂଜା ଅର୍ଚନା କରିବ ତା ହେଲେ ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଯଦି ବନ୍ଧୁଗଣ ଆପଣ ମାନଙ୍କର କିଛି ଅଧୁରା ଇଛା ରହିଛି ତା ହେଲେ ଆପଣ ଏହି ଦିନ ବ୍ରତ ରଖନ୍ତୁ । ବ୍ରତ ରଖିବା ଦ୍ଵାରା ଆପଣ ମାନଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ ।

୨. ବନ୍ଧୁଗଣ ସୋମବାର ହେଉଛି ଭଗବାନ ଶିବଙ୍କ ଦିନ ତେଣୁ ଏହି ଦିନରେ ଲୋକମାନଙ୍କୁ ଶିବ ମନ୍ଦିର ଯାଇ କିଛି ବିଶେଷ କାମ କରିବା ଉଚିତ । ବନ୍ଧୁଗଣ ଏହି ଦିନରେ ଆପଣ ମାନଙ୍କୁ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ବେଲପତ୍ର ଓ ଗଙ୍ଗାଜଳ ଅର୍ପଣ କରିବା ଉଚିତ । ଆପଣ ଚାହିଁଲେ କ୍ଷୀର ମଧ୍ୟ ଅର୍ପଣ କରିପାରିବେ । ଏହିପରି ଭାବରେ ପୂଜା କରିବା ଦ୍ଵାରା ଶିବଙ୍କ ବିଶେଷ କୃପା ଆପଣଙ୍କ ମାନଙ୍କ ଉପରେ ନିଶ୍ଚୟ ରହିବ ।

୩. ବନ୍ଧୁଗଣ ଏହି ବାର ଦିନ କୌଣସି ଲୋକ ଭୁଲ ସେ ମଧ୍ୟ ଆମିଷ ଖାଦ୍ୟ ଖାଇବା ଉଚିତ ନୁହେଁ । ଯେଉଁ ଲୋକ ଏହି ଦିନରେ ଆମିଷ ଆଦିର ସେବନ କରିବ ତା ହେଲେ ସେ ବହୁତ ବଡ ପାପର ଭାଗୀଦାର ହେବ । ଏହା ସହିତ ଭଗବାନ ଶିବ ସେହି ବ୍ୟକ୍ତି ଉପରେ ରୁଷ୍ଟ ହୋଇଯିବେ ଯାହାଦ୍ୱାରା ସେହି ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଯିବ ।

୪. ବନ୍ଧୁଗଣ ସୋମବାର ଦିନ କଳାରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ବନ୍ଧୁଗଣ ଏହି ଦିନ କଳାବସ୍ତ୍ର ପିନ୍ଧିଲେ ଭଗବାନ ଶିବ ରୁଷ୍ଟ ହୋଇଯିବେ । ଏହା ସହିତ ବନ୍ଧୁଗଣ ଏହି ଦିନରେ କେସ ଧୋଇବା ଉଚିତ ନୁହେଁ । ଏହି ଦିନରେ ଖାସ କରି ମହିଳା ମାନେ କେସ ଧୋଇଲେ ସେମାନଙ୍କ ଜୀବନରେ ଉପରେ ଆର୍ଥିକ ସଙ୍କଟ ଆସିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *